Aghori Baba: ଆଇନ ପୁସ୍ତକର ପୃଷ୍ଠା ଲେଉଟାଉଥିବା ଆଙ୍ଗୁଳି ଜପୁଛି ରୁଦ୍ରାକ୍ଷମାଳା

Advertisment

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକଦା ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଆଇନ ପାଠପଢ଼ୁଥିବା ଛାତ୍ର କିପରି ଅଘୋରୀର ପଥ ବାଛିଲେ ତାହାର ସଂଘର୍ଷଭରା କାହାଣୀ ବଖାଣିଛନ୍ତି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକଦା ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଆଇନ ପାଠପଢ଼ୁଥିବା ଛାତ୍ର କିପରି ଅଘୋରୀର ପଥ ବାଛିଲେ ତାହାର ସଂଘର୍ଷଭରା କାହାଣୀ ବଖାଣିଛନ୍ତି।

ବହି ଧରୁଥିବା ହାତରେ ବୋଳା ହୋଇଛି ପାଉଁଶ। ବହିର ପୃଷ୍ଠା ଲେଉଟାଉଥିବା ଆଙ୍ଗୁଳି ଜପୁଛି ରୁଦ୍ରାକ୍ଷମାଳା। ଭାଇରାଲ ଭିଡିଓରେ ଏକଦା ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଆଇନ ପାଠପଢ଼ୁଥିବା ଛାତ୍ର କିପରି ଅଘୋରୀର ପଥ ବାଛିଲେ ତାହାର ସଂଘର୍ଷଭରା କାହାଣୀ ବଖାଣିଛନ୍ତି। 

ଅଧିକପଢ଼ନ୍ତୁ:ଡାକ ବିଭାଗରେ ନିଯୁକ୍ତି ସୁଯୋଗ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe