Amit Shah Joined in Worker's Marraige: ବିଜେପିରେ କର୍ମୀ ବଡ ନା ନେତା? ଚାଣକ୍ୟ ଜଣାଇଦେଲେ କର୍ମୀଙ୍କ ଶକ୍ତି

ବିଜେପିରେ କର୍ମୀ ବଡ ନା ନେତା? ଚାଣକ୍ୟ ଜଣାଇଦେଲେ କର୍ମୀଙ୍କ ଶକ୍ତି | କାର୍ଯ୍ୟକର୍ତ୍ତାଙ୍କ ଝିଅ ବାହାଘରରେ ଅଚାନକ ପହଞ୍ଚିଲେ ଶାହା | ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ | ଭାବୁକ ହୋଇପଡିଲେ କର୍ମୀ | ବିଜେପିରେ ଜଣେ କର୍ମୀର ମୂଲ୍ୟ କଣ? ତାହା ଜଣାଇଦେଇଛନ୍ତି ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହା |

ବିଜେପିରେ ଜଣେ କର୍ମୀର ମୂଲ୍ୟ କଣ? ତାହା ଜଣାଇଦେଇଛନ୍ତି ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହା | ଜଣେ କର୍ମୀଙ୍କ ଝିଅ ବାହାଘରରେ ଅଚାନକ ପହଂଚିବା ସହ ବରଯାତ୍ରୀଙ୍କୁ ସ୍ୱାଗତ ବି କଲେ | ଝିଅ ବାହାଘରରେ ଶାହା ଯୋଗ ଦେବା କଳ୍ପନାର ବାହାରେ ଥିଲା | ଆଉ ଏଥିପାଇଁ ଭାବୁକ ହୋଇପଡିଥିଲେ ବିଜେପି କାର୍ଯ୍ୟାଳୟରେ କାମ କରୁଥିବା ରାମଧନ ନାମକ ଏହି କର୍ମୀ |

ଆହୁରି ପଢନ୍ତୁ:  Farmers: ନବରଂଗପୁରରେ ବର୍ଷକରେ ବଢ଼ିଲେ ୮୧୦୯ଚାଷୀ, ୫୨୧୭ ଭାଗଚାଷୀ ଚିହ୍ନଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe