Bengaluru Tragedy: ଗୁହାରି କରିଚାଲିଥିଲା ସ୍ତ୍ରୀ, ଲୋକେ ନଶୁଣିବାରୁ ଛଟପଟ ହୋଇ ଚାଲିଗଲା ସ୍ବାମୀର ଜୀବନ

Advertisment

"ତୁମ ଗୋଡ଼ ଧରୁଛି ବାବୁ... ତୁମ ଆଗରେ ହାତ ଯୋଡ଼ୁଛି...ମୋ ସ୍ବାମୀକୁ ବଞ୍ଚାଇ ଦିଅନ୍ତୁ। ତାଙ୍କୁ ଟିକେ ହସ୍ପିଟାଲ ନେଇଯାଆନ୍ତୁ ବାବୁ। କିଏ ତ ଟିକେ ଶୁଣନ୍ତୁ। ମୋ ଉପରେ ଦୟା କରନ୍ତୁ । ମୋ ସଂସାର ଉଜୁଡ଼ିବାରୁ ବଞ୍ଚାଇ ଦିଅନ୍ତୁ।"

Updated On

"ତୁମ ଗୋଡ଼ ଧରୁଛି ବାବୁ... ତୁମ ଆଗରେ ହାତ ଯୋଡ଼ୁଛି...ମୋ ସ୍ବାମୀକୁ ବଞ୍ଚାଇ ଦିଅନ୍ତୁ। ତାଙ୍କୁ ଟିକେ ହସ୍ପିଟାଲ ନେଇଯାଆନ୍ତୁ ବାବୁ। କିଏ ତ ଟିକେ ଶୁଣନ୍ତୁ। ମୋ ଉପରେ ଦୟା କରନ୍ତୁ । ମୋ ସଂସାର ଉଜୁଡ଼ିବାରୁ ବଞ୍ଚାଇ ଦିଅନ୍ତୁ।"

ଅଦ୍ୟତନ ହୋଇଛି

ବେଙ୍ଗାଲୁରୁ: "ତୁମ ଗୋଡ଼ ଧରୁଛି ବାବୁ... ତୁମ ଆଗରେ ହାତ ଯୋଡ଼ୁଛି...ମୋ ସ୍ବାମୀକୁ ବଞ୍ଚାଇ ଦିଅନ୍ତୁ। ତାଙ୍କୁ ଟିକେ ହସ୍ପିଟାଲ ନେଇଯାଆନ୍ତୁ ବାବୁ। କିଏ ତ ଟିକେ ଶୁଣନ୍ତୁ। ମୋ ଉପରେ ଦୟା କରନ୍ତୁ । ମୋ ସଂସାର ଉଜୁଡ଼ିବାରୁ ବଞ୍ଚାଇ ଦିଅନ୍ତୁ।"  ଅନ୍ଧାରିଆ ରାତିରେ ଏଭଳି ଅସହାୟ ଭାବେ ଚିତ୍କାର କରିଚାଲିଥିଲେ ମହିଳା। ହେଲେ କେହି ଶୁଣିନଥିଲେ। ୫ମିନିଟ୍ ପର୍ଯ୍ୟନ୍ତ ସେ ରାସ୍ତାରେ ଦୌଡ଼ି ଦୌଡ଼ି ଲୋକଙ୍କୁ ନେହୁରା ହୋଇଥିଲେ। ଟିକିଏ ସାହାଯ୍ୟ ପାଇଁ ବାରବାର ହାତ ଯୋଡ଼ିଥିଲେ। ହେଲେ ମହିଳାଙ୍କ ଆଖିର ଲୁହ କାହାକୁ ଦିଶିନଥିଲା। ଏହି ହୃଦୟ ଥରା ଘଟଣାଟି ଘଟିଛି ବେଙ୍ଗାଲୁରୁରେ। ଆଜି ନିଜ ସ୍ବାମୀକୁ ହରାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ରୂପା।

ଆହୁରି ପଢ଼ନ୍ତୁ: 8 Elephants Killed: ହାତୀ ପଲଙ୍କୁ ଧକ୍କା ଦେଇ ଲାଇନଚ୍ୟୁତ୍ ହେଲା ଟ୍ରେନ୍, ୮ହାତୀ ମୃତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe