Viral Video: ଦ୍ରୁତ ଗତିରେ ମାଡ଼ି ଆସୁଥିଲା ଟ୍ରକ୍, ଖାତିର୍ ନକରି ରିଲ୍ ତିଆରି କଲେ ୨ଯୁବକ

Advertisment

ରାସ୍ତା ମଝିରେ ଗାଡ଼ି ରଖିଲେ। ଆଉ ରିଲ୍ ତିଆରି କଲେ। କାହାକୁ ନଥିଲା ଖାତିର୍। ପଛରୁ ଦ୍ରୁତ ଗତିରେ ମାଡ଼ି ଆସୁଥିଲା ଟ୍ରକ୍। ହେଲେ ୨ଯୁବକଙ୍କୁ ଘାରିଥିଲା ରିଲ୍ ନିଶା।

ରାସ୍ତା ମଝିରେ ଗାଡ଼ି ରଖିଲେ। ଆଉ ରିଲ୍ ତିଆରି କଲେ। କାହାକୁ ନଥିଲା ଖାତିର୍। ପଛରୁ ଦ୍ରୁତ ଗତିରେ ମାଡ଼ି ଆସୁଥିଲା ଟ୍ରକ୍। ହେଲେ ୨ଯୁବକଙ୍କୁ ଘାରିଥିଲା ରିଲ୍ ନିଶା।

ପାଟନା: ରାସ୍ତା ମଝିରେ ଗାଡ଼ି ରଖିଲେ। ଆଉ ରିଲ୍ ତିଆରି କଲେ। କାହାକୁ ନଥିଲା ଖାତିର୍। ପଛରୁ ଦ୍ରୁତ ଗତିରେ ମାଡ଼ି ଆସୁଥିଲା ଟ୍ରକ୍। ହେଲେ ୨ଯୁବକଙ୍କୁ ଘାରିଥିଲା ରିଲ୍ ନିଶା। ଟ୍ରକ୍‌କୁ ଅଟକାଇବାର ଭିଡିଓ ଛାଡ଼ି ଅଧିକ ଲାଇକ୍ ପାଇବାର ନିଶା ସେମାନଙ୍କୁ ଏପରି ଅନ୍ଧ କରି ଦେଇଥିଲା ଯେ ଏହା ତାଙ୍କ ଜୀବନ ମଧ୍ୟ ନେଇପାରେ ତାହା ସେମାନେ ଭୁଲିଯାଇଥିଲେ। ନଜର ଥିଲା କେବଳ କ୍ୟାମେରା ଆଡେ। ଘଟଣାଟି ଘଟିଛି ବିହାରରେ।

ଆହୁରି ପଢ଼ନ୍ତୁ: India Shuts Down Visa Application Centre: ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶରେ ୨ଟି ଭିସା ଆବେଦନ କେନ୍ଦ୍ର ବନ୍ଦ କଲା ଭାରତ

ଆହୁରି ଦେଖନ୍ତୁ: Viral Video: ଗରମ ଗରମ ଚା’ ଦେଲେ, ଆଉ ଲୋକଙ୍କ ମନ କିଣିନେଲେ ମହିଳା; ଦେଖନ୍ତୁ ଭିଡିଓ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe