ସୋସିଆଲ ମିଡିଆରେ ଦମ୍ପତିମାନଙ୍କ ରିଲ୍ସ କିମ୍ବା ବୁଲିବାକୁ ଯାଇଥିବା ସମୟର ଅନେକ ଭିଡିଓ ପୋଷ୍ଟ ହୋଇଥାଏ। ନିକଟରେ ବୃଦ୍ଧ ଦମ୍ପତିଙ୍କ ଏକ ଭିଡିଓ ପୋଷ୍ଟ ହୋଇଛି, ଯାହାକି ଲୋକଙ୍କ ହୃଦୟକୁ ସ୍ପର୍ଶ କରିଛି। ବୃଦ୍ଧ ଦମ୍ପତିଙ୍କ ସରଳତା ଦେଖି ଲୋକେ ଖୁବ ପ୍ରଶଂସା କରୁଛନ୍ତି।
ଅଧିକପଢ଼ନ୍ତୁ:ବାଂଲାଦେଶରେ ହିନ୍ଦୁ ଅଟୋ-ରିକ୍ସା ଚାଳକଙ୍କୁ ନିର୍ମମ ହତ୍ୟା, ୪୨ ଦିନରେ ଗଲାଣି ୧୨ ହିନ୍ଦୁଙ୍କ ଜୀବନ
Follow Us