ଗୁରୁଗ୍ରାମ: ବିଚ୍ ରାସ୍ତାରେ ପ୍ରେମୀଯୁଗଳଙ୍କ ହାଇଡ୍ରାମା। ପ୍ରେମିକକୁ ଛେଚିଲା ପ୍ରେମିକା। ଚାପୁଡ଼ା ଉପରେ ମାରିଲା ଚାପୁଡା। ଚୁପ ହୋଇ ମାଡ଼ ଖାଇଲା ପ୍ରେମିକ। ଘଟଣାଟି ଘଟିଛି ଗୁରୁଗ୍ରାମରେ। ରାସ୍ତା ମଝିରେ ପ୍ରେମିକର କଲର ଧରି ପିଟିଛି ପ୍ରେମିକା। "ଡାକ ପୁଲିସ ଡାକ। କିଏ ମୋର କ’ଣ କରିବ। ମୋ ପାଖରେ ପ୍ରମାଣ ଅଛି।" ଏଭଳି କହି ପ୍ରେମିକକୁ ପ୍ରେମିକା ଛେଚିଥିବା ଦେଖାଯାଇଛି। ଘଟଣାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ପ୍ରେମିକାଜଣଙ୍କ କାହିଁକି ବିଚ୍ ରାସ୍ତାରେ ଏଭଳି ନିଜ ପ୍ରେମିକକୁ ପିଟୁଛନ୍ତି, ତାହା ଜଣାପଡ଼ିନାହିଁ।
ଆହୁରି ପଢ଼ନ୍ତୁ: Cyclone Horacio: ବିଶ୍ବର ପ୍ରଥମ କ୍ୟାଟେଗରୀ ୫ ବାତ୍ୟା ‘ହୋରାସିଓ’ ଭାରତ ମହାସାଗରରେ ଦୁର୍ବଳ
Follow Us