ନୂଆଦିଲ୍ଲୀ: ପଛକୁ ଗଡ଼ି ଆସିଲା ଗାଡ଼ି। ଉଚ୍ଚ ପାହାଡ଼ ଉପରେ ଝୁଲି ରହିଲା ଜୀବନ। ସାଙ୍ଗସାଥୀ ମିଶି ବୁଲିବାକୁ ଯାଇଥିବା ବେଳେ ଘଟିଲା ଅଘଟଣ। ଜୀବନ ବଞ୍ଚାଇବାକୁ ଯାଇ ଗାଡ଼ିରୁ ଡେଇଁଲେ ଲୋକେ। ଏଭଳି ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶରେ। ଛୁଟି କଟାଇବାକୁ ହିମାଚଳର ଡଲହୌଜି ଯାଇଥିଲେ ପର୍ଯ୍ୟଟକ। ହେଲେ ସେଠାରେ ତାଙ୍କ ସହ ଯାହା ଘଟିଥିଲା, ତାହାର ଭିଡିଓ ଏବେ ସାମ୍ନାକୁ ଆସିଛି।
ଆହୁରି ଦେଖନ୍ତୁ: Viral Video: ଦ୍ରୁତ ଗତିରେ ମାଡ଼ି ଆସୁଥିଲା ଟ୍ରକ୍, ଖାତିର୍ ନକରି ରିଲ୍ ତିଆରି କଲେ ୨ଯୁବକ
Follow Us