Expensive cars will be cheaper: ଶସ୍ତା ହେବ ଦାମୀ କାର୍, ୧କୋଟିର କାର୍ ହେବ ୫୦ଲକ୍ଷ

Advertisment

ଶସ୍ତା ହେବ ଦାମୀ କାର୍। ୧କୋଟିର କାର୍ ହେବ ୫୦ଲକ୍ଷ। ବିଳାସପୂର୍ଣ୍ଣ କାର୍ କିଣିବା ହେବ ସହଜ। ଆଜି ଯେଉଁ କାର୍‌ଟି ଭାରତରେ ୧ କୋଟି ଟଙ୍କାରେ ମିଳୁଛି, ସେଇ କାର୍‌ଟି ଆଗାମୀ ଦିନରେ ମାତ୍ର ୫୫ ଲକ୍ଷ ଟଙ୍କା ହୋଇପାରେ।

ଶସ୍ତା ହେବ ଦାମୀ କାର୍। ୧କୋଟିର କାର୍ ହେବ ୫୦ଲକ୍ଷ। ବିଳାସପୂର୍ଣ୍ଣ କାର୍ କିଣିବା ହେବ ସହଜ। ଆଜି ଯେଉଁ କାର୍‌ଟି ଭାରତରେ ୧ କୋଟି ଟଙ୍କାରେ ମିଳୁଛି, ସେଇ କାର୍‌ଟି ଆଗାମୀ ଦିନରେ ମାତ୍ର ୫୫ ଲକ୍ଷ ଟଙ୍କା ହୋଇପାରେ।

ନୂଆଦିଲ୍ଲୀ: ଶସ୍ତା ହେବ ଦାମୀ କାର୍। ୧କୋଟିର କାର୍ ହେବ ୫୦ଲକ୍ଷ। ବିଳାସପୂର୍ଣ୍ଣ କାର୍ କିଣିବା ହେବ ସହଜ। ଆଜି ଯେଉଁ କାର୍‌ଟି ଭାରତରେ ୧ କୋଟି ଟଙ୍କାରେ ମିଳୁଛି, ସେଇ କାର୍‌ଟି ଆଗାମୀ ଦିନରେ ମାତ୍ର ୫୫ ଲକ୍ଷ ଟଙ୍କା ହୋଇପାରେ। ଏହା ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ହେଲେ ଏହା ସତ। ସ୍ବପ୍ନ ଭଳି ଲାଗୁଥିବା ଏହି କଥାଟି ସମ୍ଭବ ହୋଇପାରିଛି ଭାରତ ଓ ୟୁରୋପିୟ ସଂଘ ମଧ୍ୟରେ ହୋଇଥିବା “Mother Of All Deals” ପାଇଁ। ଜାନୁଆରି ୨୭ରେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୟୁରୋପୀୟ କମିଶନ୍‌ର ଅଧ୍ୟକ୍ଷା ଉର୍ସୁଲା ଭନ୍‌ ଡର୍‌ ଲେୟେନ ଏବଂ ଆଣ୍ଟୋନିଓ କୋଷ୍ଟା ଏହି ଡିଲ୍‌କୁ “ଐତିହାସିକ” ବୋଲି କହିଥିଲେ। 

ଆହୁରି ପଢ଼ନ୍ତୁ: Review Meeting Minister Jajpur ଅଚାନକ ଯାଜପୁର ଆସି ଧାନକିଣା ସମୀକ୍ଷା କଲେ ଯୋଗାଣ ମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe