କିଭଳି ସ୍ଲୋଗାନ ଦେଇ ମୋଦୀ-ଶାହଙ୍କ କବର ଖୋଳିବା କଥା କହିଥିଲେ JNU ଛାତ୍ର ସଂଘ? ଦେଖନ୍ତୁ ଭିଡିଓ

Advertisment

କିଭଳି ସ୍ଲୋଗାନ ଦେଇ ମୋଦୀ-ଶାହଙ୍କ କବର ଖୋଳିବା କଥା କହିଥିଲେ JNU ଛାତ୍ର ସଂଘ? ଦେଖନ୍ତୁ ଭିଡିଓ। ସୋମବାର ବିଳମ୍ବିତ ରାତିରେ ସାବରମତୀ ହଷ୍ଟେଲ ବାହାରେ ବିଶ୍ୱବିଦ୍ୟାଳୟର କିଛି ଛାତ୍ର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

ନୂଆଦିଲ୍ଲୀ: ପୁଣି ଥରେ ବିବାଦରେ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU)। ସୋମବାର ବିଳମ୍ବିତ ରାତିରେ ସାବରମତୀ ହଷ୍ଟେଲ ବାହାରେ ବିଶ୍ୱବିଦ୍ୟାଳୟର କିଛି ଛାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ବିବାଦୀୟ ସ୍ଲୋଗାନ ଦେଇଥିବା ଅଭିଯୋଗ ହୋଇଛି। ଭାଇରାଲ ହୋଇଥିବା ୩୫ସେକେଣ୍ଡର ଭିଡିଓରେ 'JNUର ଭୂମିରେ ମୋଦୀ-ଶାହଙ୍କ କବର ଖୋଳାଯିବ' ଭଳି ସ୍ଲୋଗାନ ଶୁଣିବାକୁ ମିଳୁଛି। ଏବେ ଏଭଳି ସ୍ଲୋଗାନ ଦେଇଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇଛି। ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: Illegal Encroachment Removed: ମସଜିଦ୍ ପାଖ ଜବରଦଖଲ ଉଚ୍ଛେଦ ବେଳେ ପୁଲିସ ଉପରେ ହୋଇଥିଲା ପଥରମାଡ଼, ଉପସ୍ଥିତ ଥିଲେ ସପା ସାଂସଦ

ଭିଡିଓ ଦେଖନ୍ତୁ:

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe