Advertisment

Celebrates Daughter's Birth:ଭଗବାନ ପ୍ରାର୍ଥନା ଶୁଣିଛନ୍ତି କନ୍ୟା ସନ୍ତାନର ବାପା ହେବାର ସୌଭାଗ୍ୟ ଦେଇଛନ୍ତି

Advertisment

ବାପା ଝିଅ ଜନ୍ମ ହୋଇଥିବା ଶୁଣିବା ପରେ ହସ୍ପିଟାଲରେ ଖୁସିରେ ଝୁମି ଯାଇଥିଲେ।  ୟାମି ଗୌତମ ଧର ବାପାଙ୍କ ଖୁସିକୁ ଦେଖି ନିଜକୁ ଅଟକାଇ ପାରି ନଥିଲେ। ଏକ୍ସରେ ପ୍ରତିକ୍ରିୟା ଦେଇ କନ୍ୟା ସନ୍ତାନଙ୍କ ବାପାଙ୍କୁ "ଟ୍ରେଣ୍ଡ ବିଜେତା" ବୋଲି ଉଲ୍ଲେଖ କରିଛନ୍ତି।

ସେ ପୁଅ ହେଉ କି ଝିଅ, ଉଭୟଙ୍କ ଜନ୍ମ ଏକ ଉତ୍ସବ। କିନ୍ତୁ ଏ ସମାଜରେ ଏମିତି କିଛି ପରିବାର ଅଛନ୍ତି ଯେଉଁମାନେ ଝିଅ ଜନ୍ମ ହେଲେ ନିରାଶ ହୋଇଯାଇଥାଆନ୍ତି। କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ କିଛି ଓଲଟା ଘଟଣା ଦେଖିବାକୁ ମିଳୁଛି। ଭିଡିଓରେ ଜଣେ ବାପା ଝିଅ ଜନ୍ମ ହୋଇଥିବା ଶୁଣିବା ପରେ ଖୁସିରେ ଝୁମି ଯାଇଥିଲେ। 

ଅଧିକପଢ଼ନ୍ତୁ:ମା’ ସହିତ ଦୁଇ ପୁଅଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼: କୋଇଲା ଧୂଆଁରୁ ମୃତ୍ୟୁ ସନ୍ଦେହ!,ଅନୁଗୁଳ ଥାନାରେ ୩ ମାମଲା ରୁଜୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe