ଭୁବନେଶ୍ବର: ବୁଲିବାକୁ ଆସି ଭାସିଗଲେ ଏନଆଇଟି ଛାତ୍ର। ଆସିଲା ମୃତ୍ୟ ପୂର୍ବର ଭିଡିଓ। ସାଙ୍ଗମାନଙ୍କ ବୁଲିବାକୁ ଯାଇଥିବା ବେଳେ କନାକୁଣ୍ଡରେ ଛାତ୍ର ବୁଡ଼ିଯାଇଥିବା ଜଣାଯାଇଛି। ୩ ଦିନ ହେଲା ତାଙ୍କୁ ଖୋଜିବାର ପ୍ରୟାସ କରାଯାଉଥିଲେ ବି ତାଙ୍କୁ ଉଦ୍ଧାର କରାଯାଇପାରିନାହିଁ। ନିଖୋଜ ଛାତ୍ରଜଣଙ୍କ ହେଲେ ବରଗଡ଼ ଜିଲ୍ଲାର ଦୀପେଶ ପ୍ରଧାନ।
ଆହୁରି ପଢ଼ନ୍ତୁ: Luthra Brothers Deportation: ଥାଇଲାଣ୍ଡରୁ ଦିଲ୍ଲୀ ଆସିଲେ ଲୁଥ୍ରା ବ୍ରଦର୍ସ, ଗିରଫ କଲା ପୁଲିସ
Follow Us