ପୁଣି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଭକ୍ତି ଓ ବିଶ୍ବାସର ଏକ ନିଆରା ଦୃଶ୍ୟ ରବିବାର ସକାଳେ ଦେଖିବାକୁ ମିଳିଛି। ବାପ ମା’ଅସୁସ୍ଥ କୁନି ପୁଅକୁ ସିହଦ୍ବାର ଆଗରେ ଶୁଆଇ ଦେଇ କାଳିଆ ଠାକୁରଙ୍କ ଆଗରେ କାନ୍ଦୁଛନ୍ତି । ମୋ ପୁଅକୁ ସୁସ୍ଥ କରି ଦିଅ ମହାପ୍ରଭୁ। ଆଖିରେ ଆଖିଏ ଲୁହ ନେଇ ମହାପ୍ରଭୁଙ୍କୁ ନିଜର ଦୁଖଃ ଜଣାଉଛନ୍ତି ମା’।
ଆହୁରି ଦେଖନ୍ତୁ:Hunter Become Protector: ସେ ଦିନର ଶିକାରୀ ଆଜି ପାଲଟିଛନ୍ତି ରକ୍ଷକ
Follow Us