RPF Jawan Chases Down Man: ଟ୍ରେନ୍ ଉପରେ ଦେଖିବାକୁ ମିଳିଲା ଫିଲ୍ମି ଦୃଶ୍ୟ, ଭିଡିଓରେ ଦେଖନ୍ତୁ ପୁରା ଘଟଣା

Advertisment

ଟ୍ରେନ୍ ଅଟକୁ ଅଟକୁ ଉପରକୁ ଚଢ଼ିଗଲେ ଯୁବକ। ମୃତ୍ୟୁ ଆଗରେ ଥିବା ଦେଖି ବି ନଥିଲା ଖାତିର୍। ତଳେ ଚିତ୍କାର କରିଚାଲିଥିଲେ ଲୋକ...ହେଲେ କାନରେ ପଡ଼ୁନଥିଲା କାହାର କଥା। ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଘଟିଛି ଏଭଳି ଘଟଣା।

ଟ୍ରେନ୍ ଅଟକୁ ଅଟକୁ ଉପରକୁ ଚଢ଼ିଗଲେ ଯୁବକ। ମୃତ୍ୟୁ ଆଗରେ ଥିବା ଦେଖି ବି ନଥିଲା ଖାତିର୍। ତଳେ ଚିତ୍କାର କରିଚାଲିଥିଲେ ଲୋକ...ହେଲେ କାନରେ ପଡ଼ୁନଥିଲା କାହାର କଥା। ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଘଟିଛି ଏଭଳି ଘଟଣା।

ପ୍ରତାପଗଡ଼: ଟ୍ରେନ୍ ଅଟକୁ ଅଟକୁ ଉପରକୁ ଚଢ଼ିଗଲେ ଯୁବକ। ମୃତ୍ୟୁ ଆଗରେ ଥିବା ଦେଖି ବି ନଥିଲା ଖାତିର୍। ତଳେ ଚିତ୍କାର କରିଚାଲିଥିଲେ ଲୋକ...ହେଲେ କାନରେ ପଡ଼ୁନଥିଲା କାହାର କଥା। ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଘଟିଛି ଏଭଳି ଘଟଣା। ଯୁବକଙ୍କ ପରିଚୟ ମିଳିପାରିନାହିଁ ସତ...ହ‌େଲେ ସେ ଏବେ ଭାଇରାଲ ହେବାରେ ଲାଗିଛନ୍ତି। ଚଳନ୍ତା ଟ୍ରେନ୍‌ରେ ନଚଢ଼ିବା...ଟ୍ରେନ୍‌ ଛାତ ଉପରେ ଚଢ଼ି ଚାଲିବା ବା ରେଳ ଧାରଣାର ଖୁବ ପାଖରେ ଠିଆ ହେବା ପାଇଁ ବାରଣ କରାଯାଉଥିଲେ ବି ଅନେକ ଲୋକ ନିୟମର ଅବମାନନା କରୁଛନ୍ତି।

ଆହୁରି ପଢ଼ନ୍ତୁ: Sonia Gandhi : ଜନ୍ମଦିନରେ ସୋନିଆ ଗାନ୍ଧିଙ୍କୁ କୋର୍ଟ ନୋଟିସ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe