Thief Stuck In Kitchen Exhaust Shaft: ଚୋରି କରିବାକୁ ଆସି ଫସିଗଲା ଚୋର

Advertisment

ଚୋରି କରିବାକୁ ଆସି ଫସିଗଲା ଚୋର। ରାଜସ୍ଥାନର କୋଟାରେ ଘଟିଛି ଏଭଳି ଘଟଣା। ଜଣେ ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ଏଗ୍‌ଜଷ୍ଟ ଫ୍ୟାନ୍ ବାଟ ଦେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ ଫସିଯାଇଥିଲେ।

ଚୋରି କରିବାକୁ ଆସି ଫସିଗଲା ଚୋର। ରାଜସ୍ଥାନର କୋଟାରେ ଘଟିଛି ଏଭଳି ଘଟଣା। ଜଣେ ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ଏଗ୍‌ଜଷ୍ଟ ଫ୍ୟାନ୍ ବାଟ ଦେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ ଫସିଯାଇଥିଲେ।

କୋଟା: ଚୋରି କରିବାକୁ ଆସି ଫସିଗଲା ଚୋର। ରାଜସ୍ଥାନର କୋଟାରେ ଘଟିଛି ଏଭଳି ଘଟଣା। ଜଣେ ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ଏଗ୍‌ଜଷ୍ଟ ଫ୍ୟାନ୍ ବାଟ ଦେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ ଫସିଯାଇଥିଲେ। ଅନେକ ଚେଷ୍ଟା ପରେ ତାଙ୍କୁ ବାହାର କରାଯାଇପାରିନଥିଲା। ଶେଷରେ ପୁଲିସ ଆସି ଚୋରକୁ ବାହାର କରିଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: Cold Wave: ନିମ୍ନଗାମୀ ହେଉଛି ପାରଦ; ଶୀତଲହରୀରେ ଜନଜୀବନ ଅସ୍ତବ୍ୟସ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe