ଅନୁସନ୍ଧାନ କରୁଥିବା ବର୍ଗ

କରୋନା

ଆମେରିକା ପାଇଁ ଆଗାମୀ ଦୁଇ ସପ୍ତାହ ଅତ୍ୟନ୍ତ ଯନ୍ତ୍ରଣାଦାୟକ: ରାଷ୍ଟ୍ରପତି ଟ୍ରମ୍ପ୍

ୱାସିଂଟନ୍: ମଙ୍ଗଳବାର ଦିନ ଆମେରିକାରେ କୋରାନାଭାଇରସଜନିତ ମୃତ୍ୟୁ ସଂଖ୍ୟା ୩, ୪୧୬ରେ ପହଞ୍ଚିବା ପରେ ରାଷ୍ଟ୍ରପତି ଟ୍ରମ୍ପ୍ ଚେତାବନୀ ଦେଇ କହିଛନ୍ତି ଯେ ଆମେରିକା ପାଇଁ ଆଗାମୀ ଦୁଇ ସପ୍ତାହ ହେବ ଅତ୍ୟନ୍ତ ଯନ୍ତ୍ରଣାଦାୟକ । ହ୍ୱାଇଟ୍ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମ୍‌ କୋର୍ଟରେ ତଥ୍ୟ ରଖିଲେ କେନ୍ଦ୍ର ସରକାର, ସହରରୁ ଗାଁକୁ ଯାଉଥିବା ପ୍ରତି ୧୦ ଜଣରେ ୩ ଜଣ କରୋନା ବାହକ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପକ୍ଷରୁ ଯୁଦ୍ଧସ୍ତରରେ ପଦକ୍ଷେପ ନିଆଯାଉଛି ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ଏବେ ଖାଦ୍ୟ ଓ ଆଶ୍ରୟ ବ୍ୟବସ୍ଥା ହୋଇଛି ବୋଲି ସରକାର ଆଜି ସୁପ୍ରିମ୍‌ କୋର୍ଟଙ୍କୁ ଅବଗତ କରାଇଛନ୍ତି। ତେବେ ସହରରୁ…
ଅଧିକ ଖବର ଦେଖନ୍ତୁ...

ବ୍ୟକ୍ତିଗତ ଚିକିତ୍ସା ଉପକରଣର ଅଭାବ: ରେନ୍‌କୋଟ୍‌, ହେଲମେଟ୍‌ ପିନ୍ଧି କରୋନା ମୁକାବିଲା

ନୂଆଦିଲ୍ଲୀ: ଦେଶରେ ବ୍ୟକ୍ତିଗତ ଚିକିତ୍ସା ଉପକରଣର ବ୍ୟାପକ ଅଭାବ ଯୋଗୁଁ କିଛି ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ଏବେ ରେନ୍‌କୋଟ୍‌ ଏବଂ ହେଲମେଟ୍‌ ପିନ୍ଧି କରୋନା ମୁକାବିଲା କରୁଛନ୍ତି। କେନ୍ଦ୍ର ସରକାର ଗତକାଲି କହିଥିଲେ ଯେ, ବ୍ୟକ୍ତିଗତ ସୁରକ୍ଷା ଉପକରଣ କ୍ରୟ ପାଇଁ ସରକାର ଚେଷ୍ଟା…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ରାଜ୍ୟରେ ସରକାରଙ୍କ ନିୟନ୍ତ୍ରଣକୁ ଗଲା‌ ଷ୍ଟାର ହୋଟେଲ୍‌: ପାଲଟିଲା ଆଇସୋଲେସନ୍‌ ୱାର୍ଡ, କ୍ବାରାଣ୍ଟିନ…

ନୂଆଦିଲ୍ଲୀ: କରୋନା ବିଶ୍ବ ମହାମାରୀ ବିରୋଧରେ ଲଢ଼େଇ ପାଇଁ ବିଭିନ୍ନ ରାଜ୍ୟ ସରକାର ଏବେ ଯୁଦ୍ଧ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅଧିକାଂଶ ରାଜ୍ୟ ଏବେ ଘରୋଇ ହୋଟେଲ୍‌ ଏବଂ ମଲ୍ଟି ଷ୍ଟାର ଫ୍ୟାସିଲିଟ ଗୁଡ଼ିକୁ ରୋଗୀମାନଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ‌ରେ ପରିଣତ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ପାଇଁ ରେଳବାଇର ବ୍ୟାପକ ପ୍ରସ୍ତୁତି, ୨୦,୦୦୦ ବଗି ହେବ ଆଇସୋଲେସନ୍‌ ୱାର୍ଡ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭାରତୀୟ ରେଳବାଇ ୨୦,୦୦୦ ବଗିକୁ ଆଇସୋଲେସନ୍‌ ୱାର୍ଡ‌୍‌ରେ ପରିଣତ କରିବ। ୩.୨ ଲକ୍ଷରୁ ଅଧିକ କୋଭିଡ୍‌-୧୯ ରୋଗୀଙ୍କ ଆଇସୋଲେସନ୍‌ ପାଇଁ ରେଳବାଇ ପକ୍ଷରୁ ଏହି ପ୍ରସ୍ତୁତି କରାଯାଇଛି। ଏନେଇ…
ଅଧିକ ଖବର ଦେଖନ୍ତୁ...

 ଚିକିତ୍ସା ଲାଗି ଚତୁର୍ଥ କରୋନା ଆକ୍ରାନ୍ତଙ୍କୁ ଏସିବି ଅଣାଯାଉଛି

ଭୁବନେଶ୍ବର/ଭଦ୍ରକ: ଭଦ୍ରକରୁ ରାଜ୍ୟର ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ କିଶୋର ଧଳ ଏ ନେଇ ଭଦ୍ରକ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିିଛନ୍ତି । ତୁରନ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ଲାଗି କଟକ ବଡ ମେଡିକାଲକୁ ଆଣିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏଥି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ, ଦୁବାଇରୁ ଫେରିଥିଲେ ଯୁବକ

ଭୁବନେଶ୍ୱର: ଓଡ଼ିଶାରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁବାଇରୁ ଫେରିଥିବା ଜଣେ ଯୁବକଙ୍କ ସ୍ୱାବ ନମୁନା ପରୀକ୍ଷା ପଜିଟିଭ ହୋଇଥିବା ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । Fourth COVID-19…
ଅଧିକ ଖବର ଦେଖନ୍ତୁ...

ଦେଶରେ କରୋନା ସଂକ୍ରମଣ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି, ସୁସ୍ଥ ହେଲେଣି ୧୨୩

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ନେଇ ତାଜା ତଥ୍ୟ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ରାତିରେ ଜାରି ସୂଚନା ଅନୁଯାୟୀ ଦେଶରେ ଏଯାବତ୍ କୋଭିଡ -୧୯ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯୭ରେ ପହଞ୍ଚିଛି | ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଟାଟାନଗରରେ ଫସିଲେ ୧୪ ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ନିବେଦନ

ଖଡିଆଳ: ନୂଆପଡା ଜିଲା ଖଡିଆଳ ବ୍ଲକ ଅନ୍ତର୍ଗତ ଖାସବାହାଲ ପଞ୍ଚାୟତର ନୂଆରାଜପୁର ଗ୍ରାମର ଶ୍ରମିକମାନେ ଝାଡ଼ଖଣ୍ଡର ଟାଟାନଗରରେ ଫସି ରହିଥିବା ଜଣାପଡ଼ିଛି । କରୋନା ଯୋଗୁଁ ଲକଡାଉନ ହେବା ପରେ ସେମାନେ ଘରକୁ ଆସିବାକୁ ଚାହୁଁଥିଲେ ମଧ୍ୟ ଆସିପାରୁ ନାହାନ୍ତି । ତେଣୁ ସେମାନଙ୍କୁ ଉଦ୍ଧାର କରାଯିବା…
ଅଧିକ ଖବର ଦେଖନ୍ତୁ...

ଭାରତରେ କରୋନାଭାଇରସ୍ ଟୀକା ଉପରେ ଗବେଷଣା ଦ୍ରୁତ ଗତିରେ ଆଗେଇ ଚାଲିଛି : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଙ୍ଗଳବାର ଦିନ କହିଛି ଯେ, ମାରାତ୍ମକ କରୋନାଭାଇରସ୍ ପାଇଁ ଟୀକା ଉପରେ ଭାରତରେ ଗବେଷଣା ଦ୍ରୁତ ଗତିରେ ଚାଲିଛି ଏବଂ ସରକାର ସଠିକ୍ ଦିଗରେ ଗତି କରୁଛନ୍ତି। ଦେଶର କୋଭିଡ-୧୯ ପରିସ୍ଥିତି ଉପରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଦୈନିକ ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...