ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ଦେବଗଡ଼: ରୋଷେଇ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟି ମହିଳାଙ୍କ ମୃତ୍ୟୁ, ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ୱାମୀ ଗୁରୁତର

ଦେବଗଡ଼: ରୋଷେଇ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିବାରୁ ମଙ୍ଗଳବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟରେ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଘନେଇଲା କୁଣ୍ଢେଇଗୋଳା ସବର୍ଣ୍ଣ-ଅସବର୍ଣ୍ଣ ବିବାଦ:ସବର୍ଣ୍ଣ ମହିଳାଙ୍କ ଥାନା ଘେରାଉ, ଅନଶନ

ରିଆମାଳ: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅଞ୍ଚଳରେ ରଥ ଟଣାକୁ କେନ୍ଦ୍ର କରି ଗତ କିଛି ବର୍ଷ ହେଲା ସବର୍ଣ୍ଣ-ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଲାଗି ରହିଛି। କିଛି ଅସବର୍ଣ୍ଣ ମହିଳା ଯାତ୍ରା ଦେଖି ଫେରୁଥିବା ବେଳେ କୁଣ୍ଢେଇଗୋଳା ଗ୍ରାମର କାଳିଆ ସାହୁ ଓ ରଘୁ ଦଳବେହେରା ସେମାନଙ୍କୁ ଗାଳିଗୁଲଜ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ଫାଟି ଯୁବକ ଆହତ,ବୁର୍ଲା ସ୍ଥାନାନ୍ତର

କୁଚିଣ୍ଡା: କୁଚିଣ୍ଡା ଥାନା ତିଲେଇମାଲ ପଞ୍ଚାୟତ ଦନସନାଡିହି ଗ୍ରାମରେ ଦୁଷ୍ମନ୍ତ ଖର୍ସେଲ (୧୮) ଏକ ମାଇକ୍ରୋମେକସ ମୋବାଇଲର ବ୍ୟାଟେରି ଫାଟି ଯିବାରୁ ଆହତ ହୋଇଛନ୍ତି। ମୋବାଇଲରେ ଲାଗିଥିବା ବ୍ୟାଟେରି କାଢି ସେ ଏକ ଆଉଟ ଚାର୍ଜରରେ ଚାର୍ଜ କରୁଥିଲେ। ବ୍ୟାଟେରି ଫାଟିବା ସମୟରେ ଯୁବକ ଜଣକ ହାତରେ…
ଅଧିକ ଖବର ଦେଖନ୍ତୁ...

ବସାଲଇ ଏସ୍‌ବିଆଇ ସେବାକେନ୍ଦ୍ର ଗ୍ରାହକଙ୍କୁ ଠକେଇ ଅଭିଯୋଗ  

ଦେବଗଡ଼: ବାରକୋଟ ଥାନା ବସାଲଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏସବିଆଇ ଗ୍ରାହକ ସେବାକେନ୍ଦ୍ରର ପ୍ରତିନିଧି ଗ୍ରାହକଙ୍କ ଆକାଉଣ୍ଟରୁ ବେଆଇନ ଭାବେ ଟଙ୍କା ଉଠାଇଥିବା ଅଭିଯୋଗ ହୋଇଛି। ଦେବଗଡ଼ ପୁଲିସ ବୁଧବାର ରାତି ପ୍ରାୟ ସାଢେ ୯ଟାରେ ଉକ୍ତ ଗ୍ରାହକ ସେବା କେନ୍ଦ୍ରକୁ ଯାଇ ଘଟଣାର ତଦନ୍ତ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁପତ୍ର ବିଭାଗ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ରିଆମାଳ: ମାଳିଚୁଆରେ ବୁଧବାର କେନ୍ଦୁପତ୍ର ବିଭାଗ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏସସିସିଏଫ ପ୍ରକାଶଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ରେଞ୍ଜର ବିନୋଦ ବିହାରୀ ସାହୁ, ଫରେଷ୍ଟର ତପନ ଦ୍ୱିବେଦୀ ଅତିଥି ଥିଲେ। ୪ ଶହ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ୨ ଗୁରୁତର

ରିଆମାଳ,: ରିଆମାଳ ଥାନା ଭିତରପଦରରେ ମଙ୍ଗଳବାର ଅପରାହ୍‌ଣରେ କାର୍‌-ବାଇକ୍‌ ଧକ୍କାରେ ୨ ଜଣ ଗୁରୁତର ହୋଇଛନ୍ତି। ଟିଙ୍କବୀର ଗ୍ରାମର ଶିକ୍ଷକ ଉମାକାନ୍ତ ପ୍ରଧାନଙ୍କୁ ବାଇକରେ କାର୍‌ (ଓଡି ୦୫ଇ-୬୫୪୩) ପଛ ପଟୁ ଧକ୍କା ଦେଇ ଫେରାର ହୋଇଥିଲା। ନିକଟରେ ଥିବା ରେଙ୍ଗାଳପାଲିର ଦଣ୍ଡୁଆ ନାଏକ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼: ଗଇଲ ଘାଟିରେ ଓଲଟିଲା ମିନିଟ୍ରକ, ୧୨ ଗୁରୁତର

ଦେବଗଡ଼: ଆଜି ସକାଳେ ଦେବଗଡ଼ ଜିଲ୍ଲା ଗଇଲ ଘାଟିରେ ଏକ ମିନିଟ୍ରକ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି। ଏଥିରେ ଗର୍ଭବତୀ ମହିଳା, ଶିଶୁଙ୍କ ସମେତ ମୋଟ୍‌ ୧୨ ଜଣ ଗୁରୁତର ଭାବ ଆହତ ହୋଇଛନ୍ତି। ଖବର ପାଇ ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି…
ଅଧିକ ଖବର ଦେଖନ୍ତୁ...

ଭାଗ୍ୟ ମାଝୀଙ୍କୁ ମିଳିଲା ସହାୟତା

ଦେବଗଡ଼: ଅସହାୟ ଅବସ୍ଥାରେ ପର କୁଡ଼ିଆରେ ଆଶ୍ରା ନେଇଥିବା ଦେବଗଡ଼ ପୌରାଞ୍ଚଳ ଓ୍ଵାର୍ଡ ନଂ.୭ ଗୋବିନ୍ଦପୁର ନିବାସୀ ଭାଗ୍ୟ ମାଝୀଙ୍କୁ ମିଳିଛି ସହାୟତା। ତାଙ୍କର କେହି ନିଜର ନ ଥିବା ବେଳେ ଜଣେ ଜଣେ ବ୍ୟକ୍ତିଙ୍କ ଭଙ୍ଗା କୁଡ଼ିଆରେ ଆଶ୍ରା ନେଇଥିଲେ। ପୂର୍ବରୁ ମିଳୁଥିବା ଚାଉଳ ମୁଠାଏ ବି ବନ୍ଦ…
ଅଧିକ ଖବର ଦେଖନ୍ତୁ...

ଯୌତୁକ ନିର୍ଯାତନା ଅଭିଯୋଗ

ଦେବଗଡ଼: ପୁରୁଣାଗଡର ସ୍ୱର୍ଗତ ଲୁକା ବେହେରାଙ୍କ ପୁଅ ସମୀର ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ବାଟଗାଁର ମୁଳିଆ ବସନ୍ତରାଙ୍କ ଝିଅ ମିଲିବାଳା (୨୧)ଙ୍କୁ ବିବାହ କରିଥିଲେ। ଯୌତୁକ ପାଇଁ ମିଲିବାଳାଙ୍କୁ ସ୍ୱାମୀ ସମୀର ନିର୍ଯାତନା ଦେଇ ଆସୁଥିବାରୁ ବାଧ୍ୟ ହୋଇ ଗୁରୁବାର ଦେବଗଡ଼ ଥାନାରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଦେବଗଡ: ୪୯ନଂ ଜାତୀୟ ରାଜପଥରେ ପଥରଗଡ ବ୍ରିଜରେ ଫାଟ

ଦେବଗଡ଼: ତିଳେଇବଣି ବ୍ଲକ ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥରେ ଥିବା ପଥରଗଡ ବ୍ରିଜରେ ଫାଟ ସୃଷ୍ଟି ହୋଇଥିବା ବେଳେ ଉକ୍ତ ବ୍ରିଜ ଏବେ ବିପଦସଂଙ୍କୁଳ ଅବସ୍ଥାରେ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ସଂପୃକ୍ତ ର୍ନିମାଣକାରୀ…
ଅଧିକ ଖବର ଦେଖନ୍ତୁ...