ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ବ୍ରହ୍ମତାଳଧ୍ୱଜ ନିକଟରେ ନାବାଳିକାକୁ ଦୁଷ୍କର୍ମ: ପଦାରେ ପଡ଼ିଲା ସୁରକ୍ଷା ବ୍ୟବସ୍ଥା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ଆରାଧ୍ୟ ବଳଦେବଜିଉଙ୍କ ରଥ ନିକଟରେ ଗତ ଗୁରୁବାର ସନ୍ଧ୍ୟାରେ ଜଣେ ନାବାଳିକାକୁ ଦୁଷ୍କର୍ମ ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରଥ ନିକଟରେ କଡ଼ା ପୁଲିସ ପହରା ସତ୍ତ୍ୱେ ଏଭଳି ଘଟଣା ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି। ଗତକାଲି…
ଅଧିକ ଖବର ଦେଖନ୍ତୁ...

ରାଜନଗର ହାଇସ୍କୁଲ୍‌ରେ ୨୦ ଲକ୍ଷର ଦୁର୍ନୀତି:ପ୍ରଧାନଶିକ୍ଷକଙ୍କ ବିରୋଧରେ ଚାର୍ଜଫ୍ରେମ୍‌

ରାଜନଗର: ରାଜନଗର ବ୍ଲକ ହେଡ୍‌କ୍ୱାର୍ଟରରେ ଥିବା ସରକାରୀ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଆର୍ଥକ ଶୋଷଣ କରାଯାଉଥିଲା। ୧୩ ବର୍ଷ ମଧ୍ୟରେ ପବ୍ଲିକ ଓ ସରକାରୀ ଅର୍ଥ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଚଳୁ କରି ଦିଆଯାଇଛି। ଏହି ସଙ୍ଗୀନ ମାମଲାରେ ତଦନ୍ତ କରି ବ୍ଲକ ଶିକ୍ଷାଧିକାରୀ ଭାରପ୍ରାପ୍ତ…
ଅଧିକ ଖବର ଦେଖନ୍ତୁ...

ରାଜନଗର: ମୁଣ୍ଡରେ ହେଲା ବଜ୍ରପାତ, ଚାଷୀ ମୃତ

ରାଜନଗର: ଆଜି ରାଜନଗର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ସାହି ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ ସାହି ଗାଁର ନୃସିଂହ ଜେନା(୫୬ ବର୍ଷ) ନାମକ ଜଣେ ଚାଷୀଙ୍କର ଆଜି ସକାଳେ ବଜ୍ରପାତରେ ମୃତ୍ୟୁ ଘଟିଛି।ବିଲରେ ତଳି ଉପାଡୁଥିବା ବେଳେ ଏହି ଅଘଟଣ ଘଟିଛି। ଏହାକୁ ନେଇ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ରାଜନଗରରେ ସରକାରୀ ଆବାସ, କୋରେଇରେ ମନରେଗା ଘୋଟାଲା

ସ୍ୱାମୀ, ସ୍ତ୍ରୀଙ୍କୁ ଡବଲ ଉପହାର! ରାଜନଗର : ରାଜନଗର ବ୍ଲକରେ ସରକାରୀ ଆବାସ ଯୋଜନାରେ ଆଖିବୁଜା କେଳେଙ୍କାରୀ ହୋଇଛି। ସରକାରୀ ନୀତି, ନିୟମ, ଆଇନ୍‌ କାନୁନ୍‌କୁ ଦଳିମକଚି ବଣ୍ଟା ଯାଇଛି ବିଜୁ ପକ୍କାଘର। ପୂର୍ବରୁ ସ୍ୱାମୀ ସରକାରୀ କୋଠା ପାଇଥିବାବେଳେ ଏବେ ସ୍ତ୍ରୀଙ୍କୁୁ ବିଜୁ ପକ୍କାଘର…
ଅଧିକ ଖବର ଦେଖନ୍ତୁ...

ଟିଟୋ ପିନ୍ଧୁଥିଲା ୫ ଲକ୍ଷ ଟଙ୍କାର ଘଣ୍ଟା, ବ୍ୟାଣ୍ଡ୍‌ ସୁନା, ଚାବି ହୀରା

କେନ୍ଦ୍ରାପଡା/ରାଜନଗର/କଟକ : ଗ୍ୟାଙ୍ଗ୍‌ଷ୍ଟର ଟିଟୋ ପିନ୍ଧୁଥିଲା ୫ ଲକ୍ଷ ଟଙ୍କା ମୂଲ୍ୟର ଘଣ୍ଟା। ଏହି ଘଣ୍ଟାକୁ ଜବତ କରିଛି ଏସ୍‌ଟିଏଫ୍‌ । ଉକ୍ତ ଘଣ୍ଟାର ବ୍ୟାଣ୍ଡ୍‌ଟି ସୁନାରେ ହୋଇଥିବା ବେଳେ ଚାବିଟି କୁଆଡ଼େ ହୀରାରେ ଲାଗିଥିଲା ବୋଲି କୁହାଯାଉଛି। ଏହି ଜବତ ଘଣ୍ଟା ସମ୍ପର୍କରେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଟିଟୋର ୪ କାର୍ପଟଦାର ଗିରଫ

ଭୁବନେଶ୍ୱର/ରାଜନଗର : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ଅପରାଧ ସାମ୍ରାଜ୍ୟର ଚାରି ପ୍ରମୁଖ କାର୍ପଟଦାର ତଥା ଦୁର୍ଦାନ୍ତ ଅପରାଧୀଙ୍କୁ ଆଜି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରିଛି। ଚାରି ଅଭିଯୁକ୍ତ ହେଲେ କଟକ ମଙ୍ଗଳାବାଗ ଅଞ୍ଚଳର ସେକ୍‌ ଅବଦୁଲା ଓରଫ୍‌ ରାଜେଶ୍‌, ଜାହାଙ୍ଗିର…
ଅଧିକ ଖବର ଦେଖନ୍ତୁ...

ଉଗ୍ରମୁଖା ବଙ୍ଗୋପସାଗର : ୩ ଶହ ଫୁଟ ଘେରିବନ୍ଧଭସାଇନେଲା

ରାଜନଗର : ବଙ୍ଗୋପସାଗର ଆଜି କୂଳ ଲଂଘିଛି। ସମୁଦ୍ରରେ ଉଚ୍ଚ ଜୁଆର ଉଠି ସାତଭାୟାର ସୁରକ୍ଷା କବଚ ଲୁଣାଘେରି ବନ୍ଧକୁ ଭସାଇ ନେଇଛି। ସାତଭାୟା ନିକଟରେ ଭେଡ଼ା ମଧ୍ୟକୁ ଜୁଆର ପାଣି ପ୍ରବେଶ କରିଛି। ମା’ ପଞ୍ଚୁବରାହୀ ମନ୍ଦିର ନିକଟରେ ଓ ସାତଭାୟାର ଶେଷ ମୁଣ୍ଡର କାଦୁଆନାଶୀ ନିକଟରେ ଦୁଇ ପଟରେ…
ଅଧିକ ଖବର ଦେଖନ୍ତୁ...

୧୨ ଦିନିଆ ରିମାଣ୍ଡ ଶେଷ; ଜେଲ୍‌ ଗଲା ଟିଟୋ

କେନ୍ଦ୍ରାପଡ଼ା/ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ସୟଦ୍‌ ଉସ୍‌ମାନ ଅଲ୍ଲୀ ଓରଫ୍‌ ଟିଟୋର ୧୨ ଦିନିଆ ରିମାଣ୍ଡ ଆଜି ଶେଷ ହୋଇଛି। କଡ଼ା ପୁଲିସ୍‌ ପହରା ଭିତରେ ତାକୁ ଆଜି କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟ ହାଜର କରାଯାଇଥିଲା। ଏସ୍‌ଟିଏଫ୍‌ ପକ୍ଷରୁ ଟିଟୋକୁ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରା…
ଅଧିକ ଖବର ଦେଖନ୍ତୁ...

ପାରାଦୀପ ଲିଙ୍କ୍‌ ଘଣ୍ଟାଚକଟା : ଟିଟୋର ଦୁଇ ସାର୍ପସୁଟରଙ୍କୁ ଗିରଫ କଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/କେନ୍ଦ୍ରାପଡା : ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର୍‌ ସୟଦ ଉସମାନ୍‌ ଅଲ୍ଲୀ ଓରଫ୍‌ ଟିଟୋକୁ ତୃତୀୟ ପର୍ଯ୍ୟାୟ ରିମାଣ୍ଡ୍‌ରେ ଆଣି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ତାର ଅପରାଧ ସାମ୍ରାଜ୍ୟ ସଂପର୍କରେ ଜୋରଦାର ଖୋଳତାଡ଼ ଆରମ୍ଭ କରିଛି। ଟିଟୋର ପାରାଦୀପ ଲିଙ୍କ୍‌ ଓ ଏହା ପଛର ଅସଲ…
ଅଧିକ ଖବର ଦେଖନ୍ତୁ...

ଭୁଲ୍‌ ଚିକିତ୍ସାରେ ଛାତ୍ରଙ୍କ ମୃତ୍ୟୁ

ରାଜନଗର : ଆଜି ରାଜନଗର ବ୍ଲକ ବାଲିକଣା ଗାଁର ମେଘନାଦ ବାରିକଙ୍କ ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୩ ବର୍ଷର ପୁଅ ସୁବ୍ରତ କ୍ୱାକ୍‌ଙ୍କ ଭୁଲ୍‌ ଚିକିତ୍ସା ଯୋଗୁଁ ପ୍ରାଣ ହରାଇଛନ୍ତିି। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଥିବା ବେଳେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି…
ଅଧିକ ଖବର ଦେଖନ୍ତୁ...