ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କ ଘର ଓ ଅଫିସରେ ଭିଜିଲାନ୍‌ସ ଚଢାଉ, ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସଂପତ୍ତି ଠାବ

ରାୟଗଡ଼ା : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡା ଜିଲ୍ଲା ଗୁଣପୁର ଆଇଟିଡିଏ କନିଷ୍ଠ ଯନ୍ତ୍ରୀ ଗଗନ ବିହାରୀ ପତିଙ୍କ ଘର ସମେତ ୫ଟି ସ୍ଥାନରେ ଆଜି ଭିଜିଲାନ୍‌ସ ଏକକାଳୀନ ଚଢ଼ାଉ କରିଛି। ବ୍ରହ୍ମପୁର ଡିଭିଜନ ଭିଜିଲାନ୍‌ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଗୁଣପୁର ଆଇଟିଡିଏ…
ଅଧିକ ଖବର ଦେଖନ୍ତୁ...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଉମରକୋଟ: ଉମରକୋଟ ବ୍ଲକ ନେଉରା ପଞ୍ଚାୟତ ଅନ୍ତର୍ଗତ ବଡଗାଁ ଗ୍ରାମର ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି। ସୂଚନା ଅନୁଯାୟୀ, ବଡଗାଁ ଗ୍ରାମର ଦଶମୁ ଭତରା ଓ ଦଇନୁ ଭତରା ଆଜି ସକାଳ ପ୍ରାୟ ୧୦ଟାରେ ନିଜ ମକା ଫସଲ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା: ନିୟମଗିରିରେ ବଜ୍ରାଘାତ, ୯୭ ଗୋରୁ ମୃତ

ରାୟଗଡ଼ା: ବଜ୍ରାଘାତ ଯୋଗୁଁ ମଙ୍ଗଳବାର ୯୭ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ରାୟଗଡ଼ା ସୀମାରେ ଥିବା ନିୟମଗିରି ପାହାଡ ଗାଈ-ଗୋରୁମାନେ ଏକାଠି ଥିବା ବେଳେ ବଜ୍ରାଘାତ ହୋଇଥିଲା। ଆଜି ସନ୍ଧ୍ୟାରେ ବିଷମ କଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡ଼ା ଗାଁରେ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଉପରେ ଡ୍ରେନ ପାଣି, ଲୋକେ ହନ୍ତସନ୍ତ

କଲ୍ୟାଣସିଂହପୁର: କଲ୍ୟାଣସିଂହପୁର ସଦର ମହକୁମାର ବିଭିନ୍ନ ସାହିର ଡ୍ରେନ ଗୁଡିକ ସଫା କରାଯାଇନଥିବାରୁ ଡ୍ରେନର ଆବର୍ଜନା ପାଣି ରାସ୍ତାରେ ବୋହୁଥିବାରୁ ସାହି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକଶ ପାଇଛି। ପଞ୍ଚାୟତ ପକ୍ଷରୁ ଦୀର୍ଘ ଛଅ ମାସ ଧରି ଡ୍ରେନ ସଫେଇ କାର୍ଯ୍ୟକ୍ରମ ଚାଲୁଥିଲେବି…
ଅଧିକ ଖବର ଦେଖନ୍ତୁ...

ଅଟୋ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ମାଉସୀ ମୃତ, ପତୁରା ଗୁରୁତର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଚାନ୍ଦଲି ଥାନା ଅନ୍ତର୍ଗତ ଜେକେପୁର ସାଇମନ୍ଦିର କୁମୁଟିଲପେଟା ନିକଟରେ ଆଜି ଏକ ଅଟୋ ଓ ଟ୍ୟାଙ୍କର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ରାୟଗଡ଼ା…
ଅଧିକ ଖବର ଦେଖନ୍ତୁ...

ବଲେରୋକୁ ଧକ୍କାଦେଲା ଟିପ୍ପର

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ବଲେରୋକୁ ବକ୍ସାଇଟ୍‌ ବୋଝେଇ ଟିପ୍ପର ଧକ୍କା ଦେବାରୁ ଜଣେ ଶିକ୍ଷୟିତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି। ତେବେ ଶିକ୍ଷୟିତ୍ରୀ ବଲେରୋ ସମ୍ମୁଖ ସିଟ୍‌ରେ ବସିଥିବାରୁ ସାମାନ୍ୟ ଆହତ ହେବାରୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ…
ଅଧିକ ଖବର ଦେଖନ୍ତୁ...

ପୂଜା ପାଇଁ ପତ୍ର ସଂଗ୍ରହ ହେଲା କାଳ : ମହୁମାଛି ଦଂଶନରେ ଛାତ୍ର ମୃତ

ରାୟଗଡ଼ା : ଗଣେଶ ପୂଜା ସାଜସଜ୍ଜା ପାଇଁ ଜଙ୍ଗଲକୁ ପତ୍ର ଆଣିବାକୁ ଯାଇଥିବା ବେଳେ ସ୍ଥାନୀଯ ବାରୁବାଇ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କ ସହ ଅଭାବନୀୟ ଘଟଣା ଘଟିଛି। ମହୁମାଛି ଏମିତି ବିନ୍ଧିଲେ ଯେ ଜଣେ ଛାତ୍ର ଅକାଳରେ ଆଖି ବୁଜିଲେ। ଅନ୍ୟ ୫ଜଣ ଗୁରୁତର ଆହତ ହେଲେ। ମୃତ ଛାତ୍ର ଜଣକ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା: ମହୁମାଛି ଦଂଶନରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ର ମୃତ; ଅନ୍ୟ ୫ ଜଣଙ୍କ ଅବସ୍ଥା ସାଙ୍ଘାତିକ

ରାୟଗଡ଼ା: ଗୁରୁବାର ସକାଳ ପ୍ରାୟ ଛଅଟା ବେଳେ ମହୁମାଛି ବିନ୍ଧିବାରୁ ରାୟଗଡ଼ା ବ୍ଲକ୍‌ ଅନ୍ତର୍ଗତ କାରୁବାଇ ସେବାଶ୍ରମ ବିଦ୍ୟାଳୟର ଜଣେ ଛାତ୍ରର ମୃତ୍ୟୁ ଘଟିବା ସହ ଅନ୍ୟ ୫ ଜଣ ସାଙ୍ଘାତିକ ଆହତ ହୋଇଛନ୍ତି। ମୃତଛାତ୍ର ଜଣକ ହେଲେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ମଙ୍ଗୁଲୁ ଓ ଯୋଗୀ ତୋଇକାଙ୍କ…
ଅଧିକ ଖବର ଦେଖନ୍ତୁ...

ବକ୍ସାଇଟ୍‌ ବୋଝେଇ ଟିପ୍ପର ଓଲଟିଲା

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ନିକଟସ୍ଥ କୋଡିଙ୍ଗାମାଳିରୁ ବକ୍ସାଇଟ୍‌ ନେଇ ଏକ ଟିପ୍ପର କାକିରିଗୁମ୍ମା ଆଡକୁ ଯାଉଥିବା ବେଳେ ଡୁମୁରିପଦର ଯାତ୍ରୀ ବିଶ୍ରାମଗାର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଟିପ୍ପର ପ୍ରଥମେ ଡୁମୁରିପଦର ଛକରେ ଥିବା ଯାତ୍ରୀବିଶ୍ରାମଗାରକୁ ଧକ୍କା ଦେବା ପରେ ରାସ୍ତା…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା ଜିଲ୍ଲାରେ ପୁଣି ମାଓବାଦୀ ପୋଷ୍ଟର୍‌

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ୍‌ ଅନ୍ତର୍ଗତ ଶିବ ମନ୍ଦିର ଏବଂ ମୁନିଗୁଡ଼ା ବ୍ଲକ୍‌ ଅଞ୍ଚଳର ମୁନିଖୋଲ ଠାରେ ମାଓ ପୋଷ୍ଟର୍‌ ଲାଗାଯାଇଛି। ବାସଧାରା ଗୁମୁସରା ନାଗାବଳୀ ଡିଭିଜ୍‌ନାଲ୍‌ କମିଟି ସିପିଆଇ ମାଓମାଦୀମାନେ ଏହି ପୋଷ୍ଟର୍‌ ସବୁ ମାରିଥିବା କଥା ଜଣାପଡ଼ିଛି। ନିୟମଗିରି ଜନ ଆନ୍ଦୋଳନକୁ…
ଅଧିକ ଖବର ଦେଖନ୍ତୁ...