ଅନୁସନ୍ଧାନ କରୁଥିବା ବର୍ଗ

Leading

ମୁମ୍ବାଇରେ ମୁଣ୍ଡ ଗୁଞ୍ଜିବାକୁ ଦରକାର ୫୩ ଲକ୍ଷ, ଜାଣନ୍ତୁ କାହିଁକି?…

ମୁମ୍ବାଇ: ମୁମ୍ବାଇ ମହାନଗରୀରେ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗାଟିଏ ବା ମୁଣ୍ଡ ଉପରେ ଛାତ ଖଣ୍ଡିଏ ପାଇବା ଏବେ ଅତ୍ୟନ୍ତ ଦୁର୍ମୂଲ୍ୟ ଏବଂ କଷ୍ଟସାଧ୍ୟ ବ୍ୟାପାର ହୋଇ ପଡ଼ିଛି। ଏବେ, ମୁମ୍ବାଇ ମହାନଗରୀରେ ମାତ୍ର ୧୮୯ ବର୍ଗଫୁଟର ଦୁଇ ବଖୁରିଆ ଘରଟିଏର ମୂଲ୍ୟ ହେଉଛି ୫୩ ଲକ୍ଷ। ୫୩ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର: ଗଡ଼ଚିରୋଲିରେ ନଦୀରେ ଭାସୁଥିବା ୧୧ ନକ୍ସଲଙ୍କ ଶବ ଉଦ୍ଧାର, ସଂଖ୍ୟା ପହଞ୍ଚିଲା ୩୭

ଗଡ଼ଚିରୋଲି/ମୁମ୍ବାଇ: ପୂର୍ବ ମହାରାଷ୍ଟ୍ରର ଗଡ଼ଚିରୋଲିରେ ମଙ୍ଗଳବାର ସକାଳୁ ୧୧ ଜଣ ନକ୍ସଲଙ୍କ ଶବ ଇନ୍ଦ୍ରାବତୀ ନଦୀରୁ ଉଦ୍ଧାର କରାଯାଇଛି। ଏଥି ସହିତ ବିଗତ ୨ ଦିନ ମଧ୍ୟରେ ନକ୍ସଲଙ୍କୁ ନିହତ କରାଯାଇଥିବା ସଂଖ୍ୟା ୩୭ରେ ପହଞ୍ଚିଛି। ସୁରକ୍ଷା କର୍ମଚାରୀମାନେ ସୋମବାର ସନ୍ଧ୍ୟାରେ ଅହେରୀ ତହସିଲ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ରହିଛି ଦୁଇଟି ନକଲି ବିଶ୍ୱବିଦ୍ୟାଳୟ, ସେଗୁଡ଼ିକର ନାଁ ଜାଣନ୍ତୁ

ଭୁବନେଶ୍ୱର : ଛାତ୍ରଛାତ୍ରୀମାନେ ସତର୍କ ରୁହନ୍ତୁ । ଓଡ଼ିଶାରେ ରହିଛି ୨ଟି ନକଲି ବିଶ୍ୱବିଦ୍ୟାଳୟ । ଏ ସଂପର୍କରେ ଖୋଦ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଘୋଷଣା କରିଛି । ଏହି ଦୁଇଟି ନକଲି ବିଶ୍ୱବିଦ୍ୟାଳୟ ହେଲା ରାଉରକେଲାର ନବଭାରତ ଶିକ୍ଷା ପରିଷଦ ଓ ମୟୁରଭଞ୍ଜରେ ଥିବା…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକରେ ବୁଧବାର ଠାରୁ ଗ୍ରୀଷ୍ମ ଛୁଟି ହେବ। ଏ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ତଥା ଖରାଦାଉରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆଶ୍ୱସ୍ତି ଦେବା ପାଇଁ  ସ୍କୁଲ ଓ…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିବା ଆତଙ୍କବାଦୀ ଗିରଫ

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିବା ଆତଙ୍କବାଦୀ ମହମ୍ମଦ ରଫିକକୁ ଗିରଫ କରିଛି ତାମିଲନାଡୁ ପୁଲିସ୍‌ । ତାହାର ଏହି ଷଡ଼ଯନ୍ତ୍ର ବିଷୟରେ ଏକ ଅଡିଓ ଟେପରୁ ଜଣାପଡିବା ପରେ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ତାଙ୍କୁ ଖୋଜୁଥିଲା । ପ୍ରାରମ୍ଭିକ…
ଅଧିକ ଖବର ଦେଖନ୍ତୁ...

ଭାଇରାଲ ହେଲା ଟ୍ରମ୍ପ ଓ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଫ୍ରେଞ୍ଜ୍‌ ଚୁମ୍ବନ

ନୂଆଦିଲ୍ଲୀ: ଫ୍ରାନ୍ସର ରାଷ୍ଟ୍ରପତି ଇମେନୁଏଲ ମେକ୍ରୋ ତିନିଦିବସୀୟଗ୍ରସ୍ତରେ ମଙ୍ଗଳବାର ଆମେରିକାରେ ପହଞ୍ଚିଛନ୍ତି। ଆମେରିକା ପହଞ୍ଚିବା ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମେନୁଏଲ ମେକ୍ରୋଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱାଗତ କରିଥିଲେ। ଫ୍ରାନ୍ସର ରାଷ୍ଟ୍ରପତି ଇମେନୁଏଲ…
ଅଧିକ ଖବର ଦେଖନ୍ତୁ...

୨୦୧୯ ଆଇସିସି ବିଶ୍ୱ କପ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୁନ୍‌ ୫ରେ ଭାରତ କରିବ ଅଭିଯାନ, ଜୁନ ୧୬ରେ ପାକିସ୍ତାନ ସହିତ…

ନୂଆଦିଲ୍ଲୀ: ଆଇସିସି କ୍ରିକେଟ ବିଶ୍ୱ କପ୍‌ ୨୦୧୯ ଜୁନ୍‌ରେ ଆରମ୍ଭ ହେବ। ଭାରତ ଜୁନ୍‌ ୫ରେ ଦକ୍ଷିଣ ଆଫ୍ରିକା ବିରୋଧରେ ଅଭିଯାନ ଆରମ୍ଭ କରିବ ବୋଲି  ବିସିସିଆଇ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଭାରତ ଜୁନ ୧୬ରେ ପାକିସ୍ତାନକୁ ଭେଟିବ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଫାଇନାଲ…
ଅଧିକ ଖବର ଦେଖନ୍ତୁ...

‘କାଷ୍ଟିଂ କାଉଚ୍‌’ରୁ ପାର୍ଲିଆମେଣ୍ଟ ମଧ୍ୟ ମୁକ୍ତ ନୁହେଁ: ପୂର୍ବତନ ସାଂସଦ ରେଣୁକା ଚୌଧୁରୀ

ନୂଆଦିଲ୍ଲୀ: ‘କାଷ୍ଟିଂ କାଉଚ୍‌’ ହେଉଛି ଏକ ନିର୍ଦ୍ଦୟ ବାସ୍ତବତା। କେବଳ ମାତ୍ର ଦେଶର ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ; ସର୍ବତ୍ର ଏହା ବିଦ୍ୟମାନ। ଏପରିକି ଦେଶରେ ଗଣତନ୍ତ୍ରର ମନ୍ଦିର ରୂପେ ବିବେଚନା କରାଯାଉଥିବା ସଂସଦ ବା ପାର୍ଲିଆମେଣ୍ଟ ମଧ୍ୟ ଏଥିରୁ ମୁକ୍ତ ନୁହେଁ ବୋଲି କହିଛନ୍ତି ବରିଷ୍ଠ…
ଅଧିକ ଖବର ଦେଖନ୍ତୁ...

ହ୍ରାସ ପାଇଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: ଏବେ ବିବାହ ଋତୁ ଚାଲିଛି। ଘରେ ଘରେ ସୁନାଗହଣା କିଣାକିଣି ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ସୁନା ଓ ରୁପାର ଦର ହଠାତ୍‌ ହ୍ରାସ ପାଇଥିବା ସୂଚନା ମିଳିଛି। ଦିଲ୍ଲୀ ସୁନା ମାର୍କେଟରେ ମଙ୍ଗଳବାର ସୁନା ଦର ୮୫ଟଙ୍କା ହ୍ରାସ ପାଇ ପ୍ରତି ୧୦ଗ୍ରାମକୁ ୩୨,୨୨୫ଟଙ୍କା ହୋଇଯାଇଛି। ସେହିପରି…
ଅଧିକ ଖବର ଦେଖନ୍ତୁ...

ମହାସମୁଦ୍ରରେ ଚୀନର ମୁକାବିଲା ଲାଗି ସମରାଭ୍ୟାସ କରୁଛି ଭାରତ, ଚୀନ ଗଣମାଧ୍ୟମର ଚିନ୍ତା

ନୂଆଦିଲ୍ଲୀ : ଭାରତ ଏବେ ଏକ ବୃହତ ସମରାଭ୍ୟାସ ଚଳାଇଛି । ଗଗନଶକ୍ତି ନାମକ ଏହି ସମରାଭ୍ୟାସ ଏପର୍ଯ୍ୟନ୍ତ ଭାରତ କରିଥିବା ସମରାଭ୍ୟାସ ମଧ୍ୟରେ ସବୁଠାରୁ ବିଶାଳ ବୋଲି କୁହାଯାଉଛି । ଏହା ଦ୍ୱାରା ଭାରତ ନିଜର ଶକ୍ତି ପ୍ରଦର୍ଶନ କରୁଥିବାବେଳେ ପରୋକ୍ଷରେ ଚୀନକୁ ସଂକେତ ଦେଉଛି । ଏହି…
ଅଧିକ ଖବର ଦେଖନ୍ତୁ...