Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Browsing Tag

Accident

କୋରାପୁଟ: ଟ୍ରାକ୍‌ ମରାମତି ବେଳେ ଚଢ଼ିଗଲା ଟ୍ରେନ୍‌, ଜଣେ ମୃତ, ୨ ଗୁରୁତର

କୋରାପୁର: ଗତକାଲି ରାତି ପ୍ରାୟ ୨ଟା ବେଳେ କୋରାପୁଟ୍‌ ଷ୍ଟେସନ୍‌ରେ ରେଲେଓ୍ଵ ଟ୍ରାକ୍‌ ମରାମତି କରୁଥିବା ବେଳେ ହଠାତ ଏକ ଟ୍ରେନ୍‌ ଇଞ୍ଜିନ  ଭୁଲ ଟ୍ରାକ୍‌ରେ ଆସି ମରାମତି କରୁଥିବା ରେଳବାଇ କର୍ମଚାରୀଙ୍କୁ ଧକ୍କା ଦେଇଛି। ଏଥିରେ ଜଣେ ରେଳବାଇ  କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ…

ଭବାନୀପାଟଣା: ପୋଲତଳକୁ ଖସିପଡ଼ିଲା କାର, ଘଟଣାସ୍ଥଳରେ ୪ ସାଙ୍ଗଙ୍କ ମୃତ୍ୟୁ

ଭବାନୀପାଟଣା: ଗତକାଲି ରାତିରେଏକ ଢ଼ାବାରୁ ଖାଇସାରି ଫେରୁଥିବା ବେଳେ ଏକ କାର ଦୁୁର୍ଘଟୟଣାରେ ୪ ଜଣ ସାଙ୍ଗଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକଲି ରାତିରେ…

ଫୁଲବାଣୀ: ବସ ଓଲଟି ଜଣେ ମୃତ, ୨୦ ଆହତ

ଫୁଲବାଣୀ: ଆଜି ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ରୁତିଙ୍ଗିଆ ପଞ୍ଚାୟତ ଦଲାବାଲି ଘାଟିରେ ‘ଲଳିତା’ ନାମକ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବାରୁ  ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି।  ବସଟି ପ୍ରାୟ ୩୫ରୁ ଊର୍ଧ୍ୱ ଯାତ୍ରୀଙ୍କୁ ନେଇ…

ଜୟପୁର: ଟ୍ରକ- ଅଟୋ ଧକ୍କା, ୨ ଭାଇ ଗୁରୁତର

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଜୟନ୍ତଗିିରି ନିକଟରେ ଏକ ଚାଉଳ ବୋଝେଇ ଟ୍ରକ୍‌ ସହିତ ଏକ ଓମ୍‌ଫେଡ ସାମଗ୍ରୀ ନେଇ ଯାଉଥିବା ଅଟୋର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଅଟୋରେ ଥିବା ଦୁଇ ଭାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ନାମ ଅନୀଲ ସମରଥା ଓ ଅନନ୍ତ ସମରଥା।…

ଭୁବନେଶ୍ୱର: ମ୍ୟାନହୋଲ ଦବି ଯିବାରୁ ଓଲଟି ପଡ଼ିଲା ଟ୍ରକ

ଭୁବନେଶ୍ୱର: ଆଜି ସକାଳେ ରାଜଧାନୀ ର ପ୍ରଦର୍ଶନୀ ପଡ଼ିଆ ସମ୍ମୁଖରେ ଏକ ମ୍ୟାନ୍‌ହୋଲ ଦବି ଯିବାରୁ ସେହି ରାସ୍ତାରେ ଯାଉଥିବାଏକ ଟ୍ରକ୍‌ ଓଳଟି ପଡ଼ିଛି। ନିକଟରେ ନିର୍ମିତ ମ୍ୟାନ୍‌ହୋଲଟି ଟ୍ରକ୍‌ର ଭାର ସମ୍ଭାଳି ନ ପାରି ଦବିଯିବାରୁ ଟ୍ରକ୍‌ର ଚକା ସେଠାରେ ଦବି ଯାଇଥିଲା ଓ ସଙ୍ଗେସଙ୍ଗେ ଟ୍ରକ୍‌ଟି…

ନୟାଗଡ଼: ଦୁଇ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ, ୨ ଗୁରୁତର

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ କଲେଜ ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଆଜି ସକାଳେ ଦୁଇଟି ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅଧିକ…

ବରଗଡ଼: ସ୍କୁଲ ଛାତ୍ରଙ୍କ ଉପରେ ଚଢ଼ିଗଲା ଟ୍ରକ, ୨ ମୃତ, ୨ ଗୁରୁତର

ବରଗଡ଼: ଆଜି ସକାଳେ ସ୍କୁଲ ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିବା ଛାତ୍ରମାନଙ୍କ ଉପରେ ଦୃତଗତିରେ  ଯାଉଥିବା ଏକ ଟ୍ରକ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ଦୁଇଜଣ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ସୋହେଲା…

ଟାଙ୍ଗୀ: ପର୍ଯ୍ୟଟକ ବସ ଦୁର୍ଘଟଣାଗ୍ରସ୍ତ, ୧୫ ଆହତ

ଟାଙ୍ଗୀ: କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥର ରଥ ପେଟ୍ରୋଲ ପମ୍ପ ନିକଟରେ ଏକ ପର୍ଯ୍ୟଟକ ବସ ସହିତ ଏକ ପିକ୍‌ଅପ୍‌ ଭ୍ୟାନ୍‌ର ଧକ୍କା ହେବା ଫଳରେ ୧୫ରୁ ଊର୍ଧ୍ୱ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି…

କଟକ: ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

କଟକ:ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ କଟକ-ଟାଙ୍ଗୀ ରାସ୍ତାର କହ୍ନେଇପୁର ପଞ୍ଚାୟତର ଆଞ୍ଚୁଆ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଏକ ବୋଲୋରୋ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୃତ…

ନୂଆପଡ଼ା: ବାଇକ-ପିକ୍‌ଅପ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ୪ ଆହତ

ନୂଆପଡ଼ା: ଟାଉନ ଥାନା ଅନ୍ତର୍ଗତ ଘୋଟପୋର ନିକଟରେ ରବିବାର ଅପରାହ୍ନରେ ଏକ ବାଇକ-ପିକ୍‌ଅପ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠ ବର୍ଷ ଶିଶୁ ସମେତ ୪ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣକୁ ବୁର୍ଲା ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ, ଅନ୍ୟ…