Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

3e820ae2-ce51-4675-83e1-f3bdf526dc0f (1)

Firing in Saranda: ସରଣ୍ଡା ଜଙ୍ଗଲରେ ପୁଲିସ–ନକ୍ସଲ ଗୁଳି ବିନିମୟ, ଜଣେ ଇନାମୀ ନକ୍ସଲ ସହ ଅନେକ ନିହତ ହୋଇଥିବା ସୂଚନା

ramsagr 01

Contractor BlackListed: କଳା ତାଲିକାଭୁକ୍ତ ହେଲା ଠକ ଠିକା ସଂସ୍ଥା: ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ କାମ ହାତେଇବା ଘଟଣାରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ

spt

National Kho Kho: ଜାତୀୟ ଖୋଖୋରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଏଚ୍‌ପିସି ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ

d22220ac-2c69-4709-b96c-273b26948b77

Kalinga Lancers Lost: କଳିଙ୍ଗ ଲାନ୍‌ସର୍ସର ପ୍ରଥମ ପରାଜୟ

Untitled-36

BaraBadhu: ଅଙ୍ଗନୱାଡି ଦିଦି ସାଜିଲେ ସୂର୍ଯ୍ୟମୟୀ, ଶିବାନୀ-ଶୈଳେନ୍ଦ୍ରଙ୍କ ଟୁପଟାପ ଗାଉଁଲି ପ୍ରେମ କାହାଣୀ: ଆସୁଛି 'ବରବଧୂ'

19rkl_6_19012026_2112

Sambalpur University won: ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ହକି: ସମ୍ବଲପୁର ବିଶ୍ବବିଦ୍ୟାଳୟ ବିଜେତା

aasddd

Loot From Labour Sarddar: ଦାଦନ ଯିବା ପାଇ ଟଙ୍କା ବଣ୍ଟନ କରୁଥିବାବେଳେ ଲୁଟର ଶିକାର ହେଲେ ଦାଦନ ସର୍ଦ୍ଦାର

mohan

Decision for Odia: ନିର୍ମାଣ ବିଭାଗର ସମୀକ୍ଷା ବୈଠକ: ସବୁ ସରକାରୀ କାର୍ଯ୍ୟ ଓଡ଼ିଆରେ କରିବାକୁ ନିର୍ଦ୍ଦେଶ

80f3b469-6d7a-4c9c-ab7d-9c68351ac1ae

Bhadrayani Conflict: ଭଣ୍ଡୁର ହେଲା ଭଦ୍ରାୟଣୀ: ଜିଲ୍ଲା ମହୋତ୍ସବକୁ ନେଇ ବିବାଦ

67ea86e8-70ca-4657-8bcc-e1ff64541163

Deadbody of infant rescued: ନବଜାତ ଶିଶୁ କନ୍ୟା ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାଥରୁମରେ ଫିଙ୍ଗି ମା ଫେରାର

Advertisment
ସବସ୍କ୍ରାଇବ କରନ୍ତୁ