Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

8d310e57-c8bd-42ca-b307-56797cc98a47

Accident in Paradip: ପାରାଦୀପରେ ମର୍ମନ୍ତୁଦ ଦୁର୍ଘଟଣା: ଲୁନାକୁ ଧକ୍କା ଦେଇ ଓଲଟି ପଡିଲା କାର

money

Money Seized: ଭୋଟିଂ ସମୟରେ ନଭି ମୁମ୍ବାଇରୁ ମିଳିଲା ଟଙ୍କା ଭର୍ତ୍ତି ବ୍ୟାଗ: ଭୋଟରଙ୍କୁ ବାଣ୍ଟିବା ପାଇଁ ଅଣାଯାଇଥିବା ସନ୍ଦେହ

swiggy zomota

Delivery Issue: ୧୦ ମିନିଟ୍‌ ଡେଲିଭରି ବନ୍ଦ: ଡେଲିଭରି ଏଜେଣ୍ଟଙ୍କୁ ଫରକ ପଡ଼ିବନି

221012102908-04-iran-protests-100822

Iran Violence: ୨୫୦୦ରୁ ଅଧିକ ମୃତ୍ୟୁ, ୧୮ ହଜାର ଗିରଫ: ଆମେରିକାର ଆକ୍ରମଣ ପ୍ରତିହତ କରିବାକୁ ଇରାନର ପ୍ରସ୍ତୁତି

np_file_208035

Australian Open: ଟେନିସ୍‌ ପ୍ରଶଂସକ ହେବେ ମାଲେମାଲ୍‌

aawww

ଜଳୁଛି ଇଟାଭାଟି, ଦୂଷିତ ହେଉଛି ପରିବେଶ: ପ୍ରଶାସନ ନୀରବ

ngp-gplf building

GPLF Building: ୧୫କୋଟି ଜିପିଏଲଏଫ କୋଠା ନିର୍ମାଣ ଅଧାରୁ ବନ୍ଦ

ngp-10lakhs road (1)

Road Problem: ୧୦ଲକ୍ଷର ପିଚୁ ରାସ୍ତା ୨ବର୍ଷ ମଧ୍ୟରେ ନଷ୍ଟ ,ପେଭର ବ୍ଲକ ଗାୟବ

Om Birla

E Cigarate: ଲୋକସଭାରେ ଇ-ସିଗାରେଟ ଟାଣିବା ପ୍ରସଙ୍ଗ: ବାଚସ୍ପତି କହିଲେ ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ

modi

New Office: ମକର ସଂକ୍ରାନ୍ତିରେ ନୂଆ ଅଫିସ୍‌ ଯିବେ ପ୍ରଧାନମନ୍ତ୍ରୀ ମୋଦୀ !

Advertisment
ସବସ୍କ୍ରାଇବ କରନ୍ତୁ