ହାତରେ ରକ୍ତ ଲାଗିଥିବା ଫଟୋ ସେୟାର କରି ଟ୍ରୋଲ ହେଲେ ଡାକ୍ତରାଣୀ

ନୂଆଦିଲ୍ଲୀ: ନିକଟରେ ଜଣେ ଡାକ୍ତରାଣୀ ସୋସିଆଲ ମିଡିଆରେ ଅପରେସନ ଥିଏଟରର ଭିଡିଓ ସେୟାର କରି ଟ୍ରୋଲ ହୋଇଛନ୍ତି। ଏହି ଡାକ୍ତରାଣୀଙ୍କ ନାମ ଜିକରା ବୋଲି ଜଣାରପଡ଼ିଛି। ଡାକ୍ତର ଜିକରା ଏକ୍ସରେ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ ଅପରେସନ ବିଭାଗରେ ଥିବା ବେଳେ ଗାଉନ ପିନ୍ଧି…

ପ୍ରେମିକାର ବରଯାତ୍ରୀ ଆସୁଥିବା ଦେଖି ରାଗିଗଲା ପ୍ରେମିକ; ବର ଉପରେ କଲା ଏସିଡ଼ମାଡ଼

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାରେ ‌ପ୍ରେମିକାଙ୍କ ବିବାହ ଅଟକାଇବା ପାଇଁ ପ୍ରେମିକ ବର ଉପରେ ଏସିଡ଼ମାଡ଼ କରିଥିବାର ଅଭବାନୀୟ ଘଟଣା ସାମ୍ନାକୁ ଆସିଛି।  ଏହି ଘଟଣାରେ ବର ସମେତ ତିନିଜଣ  ଏସିଡ଼ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ ଶିଶୁ ବି ଅଛି। ଯିଏକି ବର…

ଚର୍ଚ୍ଚାରେ କେଜ୍ରିୱାଲଙ୍କୁ ଜାମିନ ଦେଇଥିବା ବିଚାରପତି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଳୀର ରାଉସ୍ ଆଭେନ୍ୟୁ କୋର୍ଟ  ଗତବୁଧବାର ଜାମିନ ମଞ୍ଜୁର କରିଥିଲେ। ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅର୍ଥାତ ଜୁନ ୨୧ ତାରିଖରେ ତିହାର ଜେଲରୁ ବାହାରକୁ ବାହାରିଥାନ୍ତେ। କିନ୍ତୁ ଆଜି…

‘ରାମା‌ୟାଣ’ ଚଳଚ୍ଚିତ୍ରକୁ ନେଇ ରାମାନନ୍ଦ ସାଗରଙ୍କ ନାତିଙ୍କ ପ୍ରତିକ୍ରିୟା

ମୁମ୍ବାଇ: ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ରାମାୟାଣ' ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ରହିଛି। ଏହି ଚଳଚ୍ଚିତ୍ରର ଷ୍ଟାର କାଷ୍ଟିଙ୍ଗରେ ଅରୁଣ ଗୋବିଲ ରାଜା ଦଶରଥଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଅନ୍ୟପକ୍ଷେ  ଲାରା ଦତ୍ତା କୈକେୟୀ ହୋଇଛନ୍ତି। ସେଟରୁ ଉଭୟଙ୍କ…

ଖାକି ପୋଷାକରେ ନଜର ଅସୁଥିବା ମହିଳା କରଜ ଦେଇଥିବା ଟଙ୍କାକୁ ଫେରସ୍ତ ପାଇବାର ସୂତ୍ର କହିଲେ

ନୂଆଦିଲ୍ଲୀ: ସମୟସମୟରେ ଆବଶ୍ୟକ ପଡ଼ିଲେ କିଛି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କ ସାଙ୍ଗସାଥୀ ବନ୍ଧୁବାନ୍ଧକ ଓ ଚିହ୍ନାଲୋକଙ୍କ ଠାରୁ ଟଙ୍କା କରଜରେ ନେଇ ଥାଆନ୍ତି। ଆଉ ଖୁବଶୀଘ୍ର ସୁଝି ଦେବେ ବୋଲି କଥା ବି ଦେଇଥାଆନ୍ତି। କିନ୍ତୁ ଦିନ ପରେ ଦିନ ଏମିତି ମାସମାସ ବର୍ଷବର୍ଷ ବିତି ଯାଇଥିଲେ ବି…

ବନ୍ଦେ ଭାରତ ଯାତ୍ରୀଙ୍କ ଖାଦ୍ୟରେ ଅସରପା ବାହାରିବା ପରେ ଆଇଆରସିଟିସିର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଟ୍ରେନ ଓ ବିମାନରେ ଯା୍ତ୍ରା କରୁଥିବା ଯାତ୍ରୀଙ୍କ ଖାଦ୍ୟରେ କେତେବେଳେ ଅସରପା ତ କେ‌ତେବେଳେ ପୋକ ବାହାରିବା ଘଟଣା ପ୍ରାୟତଃ ସାମ୍ନାକୁ ଆସିଥାଏ। ଏନେଇ କର୍ତ୍ତୃପକ୍ଷ କ୍ଷମା ମାଗିବା ସହିତ ଦ୍ବିତୀୟଥର ଏମିତି ଘଟିବ ନାହିଁ ବୋଲି ପ୍ରତିଶ୍ରୃତି ‌ଦେଇଥାଆନ୍ତି। କିନ୍ତୁ କିଛିଦିନ…

ଓୟୋ ରୁମ ଭିତରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର: ଉଭୟଙ୍କ ପରିବାରଲୋକ ସ୍ତବ୍ଧ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ଓୟୋ ହୋଟେଲର ଏକ କୋଠରିରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।  କୋଠରିରୁ ଯୁବକଙ୍କ ଶବ ଫାଶୀରେ ଝୁଲୁଥିବା ବେଳେ ଯୁବତୀଙ୍କ ମୃତଦେହ ବିଛଣାରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲା। ଏହି ଘଟଣା ସମ୍ପର୍କରେ ହୋଟେଲ ପରିଚାଳକ ପୁଲିସକୁ…

ଯୋଗ ପାଇଁ ମୁଁ ମୋ ମନକୁ ଶାନ୍ତିରେ ରଖି ଲକ୍ଷ୍ୟ ପଥରେ ଆଗେଇ ଚାଲିଛି

ନୂଆଦିଲ୍ଲୀ: ପାକିସ୍ତାନରୁ ନୋଏଡା ଆସିଥିବା ସୀମା ହାଇଦରଙ୍କୁ ନେଇ ସମୟସମୟରେ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। ଆଜି ବି ସଚିନ ଓ ସୀମାଙ୍କ ପ୍ରେମକାହାଣୀ ଚର୍ଚ୍ଚାରେ ରହିଛି। ସୀମା ପ୍ରାୟତଃ କୌଣସି ପୂଜାପର୍ବ ହେଉ ଅବା ଦିବସ ଗୁଡ଼ିକରେ ନିଜର ଭିଡିଓ ପୋଷ୍ଟ କରିଥାଆନ୍ତି।  ଏହି…

ପାୱାର ବ୍ୟାଙ୍କ ଭିତରୁ ବାହାରୁଛି ମାଟି, କିଣିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ

ନୂଆଦିଲ୍ଲୀ: କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ସାବଧାନତା ଅବଲମ୍ବନ କରିବାକୁ ବାରମ୍ବାର ଯାତ୍ରୀଙ୍କୁ ସତର୍କ କରାଯାଉଛି। ବିଶେଷ ଭାବେ ଟ୍ରେନ ଯାତ୍ରା କରିବା ସମୟରେ ଅଜଣା ଲୋକଙ୍କ ଠାରୁ କୌଣସି ଖାଦ୍ୟ ଖାଇବାକୁ ମନା କରାଯାଇଥାଏ। ଏଥିସହିତ ଟ୍ରେନରେ ଯଦି କୌଣସି ସାମଗ୍ରୀ କିଣୁଛନ୍ତି…

ପରସ୍ପର ଉପରେ ଦୋଷ ଲଦାଲଦି ହେଲେ ଅମିତାଭ ଓ ପ୍ରଭାସ

ନୂଆଦିଲ୍ଲୀ: ଅଭିନେତା ପ୍ରଭାସ, ଅମିତାଭ ବଚ୍ଚନ ଓ ଦୀପିକା ପାଦୁକୋନଙ୍କ ଷ୍ଟାରର ସିନେମା ‘କ୍ଲିକ ୨୮୯୮ ଏଡି’ର ରିଲିଜକୁ ନେଇ ଦର୍ଶକ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।  ଏହି ସିନେମା ଜୁନ ୨୭ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ ହେବାକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିସାରିଛି।…