Advertisment

11,000 crore loan: ଖୋଲା ବଜାରରୁ ୧୧,୦୦୦ କୋଟି ଋଣ

Advertisment

ରାଜ୍ୟ ସରକାର ୨୦୨୬ ଜାନୁଆରି ସୁଦ୍ଧା ଖୋଲା ବଜାରରୁ ୧୧ ହଜାର କୋଟି ଟଙ୍କାର ଋଣ ଆଣିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଏହା ୨୦୨୪-୨୫ ଆର୍ଥିକ ବର୍ଷରେ ଅଣାଯାଇଥିବା ୨୦,୭୮୦ କୋଟି ଟଙ୍କା ଋଣଠାର ତାହା କମ୍‌ ରହିଛି।

ରାଜ୍ୟ ସରକାର ୨୦୨୬ ଜାନୁଆରି ସୁଦ୍ଧା ଖୋଲା ବଜାରରୁ ୧୧ ହଜାର କୋଟି ଟଙ୍କାର ଋଣ ଆଣିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଏହା ୨୦୨୪-୨୫ ଆର୍ଥିକ ବର୍ଷରେ ଅଣାଯାଇଥିବା ୨୦,୭୮୦ କୋଟି ଟଙ୍କା ଋଣଠାର ତାହା କମ୍‌ ରହିଛି।

dsdssdds

ଭୁବନେଶ୍ବର: ରାଜ୍ୟ ସରକାର ୨୦୨୬ ଜାନୁଆରି ସୁଦ୍ଧା ଖୋଲା ବଜାରରୁ ୧୧ ହଜାର କୋଟି ଟଙ୍କାର ଋଣ ଆଣିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଏହା ୨୦୨୪-୨୫ ଆର୍ଥିକ ବର୍ଷରେ ଅଣାଯାଇଥିବା ୨୦,୭୮୦ କୋଟି ଟଙ୍କା ଋଣଠାର ତାହା କମ୍‌ ରହିଛି। ୨୦୨୬ ଜାନୁଆରି ସୁଦ୍ଧା ରାଜ୍ୟ ସରକାର ନାବାର୍ଡରୁ ୧୦୭୫.୫୯ କୋଟି ଟଙ୍କା, ଭାରତ ସରକାରଙ୍କଠାରୁ ୩୩୫୨.୩୫ କୋଟି ଟଙ୍କା, ଗ୍ରାମ୍ୟ ବିଦ୍ୟୁତ୍‌କରଣ ନିଗମ ଓ ଅନ୍ୟାନ୍ୟ ସୂତ୍ରରୁ ୫୨୦୦ କୋଟି ଟଙ୍କା ଋଣ ଆଣିଥିଲେ। ମୋଟ୍‌ ଉପରେ ଋଣ ପରିମାଣ ୧୮,୧୮୩.୫୬ କୋଟି ଟଙ୍କା ରହିଛି। 

fshfshhfxvbbv

୨୦୨୪-୨୫ ଆର୍ଥିକ ବର୍ଷ‌ରେ ରାଜ୍ୟ ସରକାର ନାବାର୍ଡରୁ ୪୨୬୫.୮୬ କୋଟି ଟଙ୍କା, ଭାରତ ସରକାରଙ୍କଠାରୁ ୭୭୩୬.୫୯ କୋଟି ଟଙ୍କା ଓ ଗ୍ରାମ୍ୟ ବିଦ୍ୟୁତ୍‌କରଣ ନିଗମ ଓ ଅନ୍ୟାନ୍ୟ ସୂତ୍ରରୁ ୯୯୫୦ କୋଟି ଟଙ୍କା ଋଣ ଆଣିଥିଲେ। ଏହି ଆର୍ଥିକ ବର୍ଷରେ ସରକାର ମୋଟ୍‌ ୪୧,୭୫୦ କୋଟି ଟଙ୍କାର ଋଣ ଆଣିଥିଲେ। ଅଣାଯାଇଥିବା ଋଣକୁ ସମ୍ପୂର୍ଣ୍ଣ ରୂପେ ଭିତ୍ତିଭୂମି ଓ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟବହାର କରାଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe