ଅତୀତ ହେବେ ବାଘ ମାମୁ; ଫଟୋରେ ଦେଖିବେ ରାମୁ, ଶାମୁ...

Advertisment

ଆଜି କୁଆଡ଼େ ବାଘ ଦିବସ! ସେ ବାଘ ଫାଘ କିମିତିଆ ଯନ୍ତୁ ଆମ ପରପିଢ଼ି ଆଗକୁ ଦେଖିବାକୁ ପାଇବେ ଟି? ଯଦି ଦେଖିବାକୁ ପାଇବେନି କି ଦିବସ ପାଳିବେ ମ? ସବୁ ଦେଖିବ ଆଗକୁ ଖାଲି ଫଟୋରେ ଦିବସ ପାଳନ ହେବ। ବାଘ ଥିବ ଯେ ବ୍ୟାଘ୍ର ଦିବସ ମନେଇବ !

ଆଜି କୁଆଡ଼େ ବାଘ ଦିବସ! ସେ ବାଘ ଫାଘ କିମିତିଆ ଯନ୍ତୁ ଆମ ପରପିଢ଼ି ଆଗକୁ ଦେଖିବାକୁ ପାଇବେ ଟି? ଯଦି ଦେଖିବାକୁ ପାଇବେନି କି ଦିବସ ପାଳିବେ ମ? ସବୁ ଦେଖିବ ଆଗକୁ ଖାଲି ଫଟୋରେ ଦିବସ ପାଳନ ହେବ। ବାଘ ଥିବ ଯେ ବ୍ୟାଘ୍ର ଦିବସ ମନେଇବ !

New Project (13) (2)

ଭୁବନେଶ୍ବର: ଆଜି କୁଆଡ଼େ ବାଘ ଦିବସ! ସେ ବାଘ ଫାଘ କିମିତିଆ ଯନ୍ତୁ ଆମ ପରପିଢ଼ି ଆଗକୁ ଦେଖିବାକୁ ପାଇବେ ଟି? ଯଦି ଦେଖିବାକୁ ପାଇବେନି କି ଦିବସ ପାଳିବେ ମ? ସବୁ ଦେଖିବ ଆଗକୁ ଖାଲି ଫଟୋରେ ଦିବସ ପାଳନ ହେବ। ବାଘ ଥିବ ଯେ ବ୍ୟାଘ୍ର ଦିବସ ମନେଇବ !

93773eb9-ad0b-4161-bba9-2b2bd85215f1

ଆମ ଆଗାମୀ ପିଢ଼ିର ପିଲାମାନେ ଖାଲି ପୁସ୍ତକରେ ପଢ଼ିବେ ଆଉ ଫଟୋରେ ଦେଖିବେ ବାଘଙ୍କୁ। କାହିଁକି ନା ସତ ବାଘ ତ ଆଉ କିଛି ବର୍ଷ ପରେ ଓଡ଼ିଶାରେ ଗୋଟାଏ ବି ଦେଖିବାକୁ ମିଳିବନି ବୋଲି ଲାଗୁଛି। 

ଓଡ଼ିଶାରେ ବାଘ ବଂଶ ବୃଦ୍ଧି କରିବାକୁ ଏକ ଦଶନ୍ଧି ହେଲା ଯୋଜନା ଚାଲିଥିଲେ ବି ସଫଳତା ମିଳିପାରି ନାହିଁ।  ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ମହାବଳ ବାଘ ନାହାନ୍ତି। ପ୍ରସ୍ତାବିତ ଦୁଇ ବ୍ୟାଘ୍ର ଅଭୟାରଣ୍ୟ ଡେବ୍ରିଗଡ଼ ଓ ସୁନାବେଢ଼ାରେ କେବଳ କଲରାପତରିଆ ବାଘ ଦୌଡ଼ୁଛନ୍ତି। ଗଣନା ସମୟରେ କେନ୍ଦୁଝର, ହୀରାକୁଦ ଓ ପାରଳାଖେମୁଣ୍ଡି ବନଖଣ୍ଡରେ ମହାବଳ ଦେଖିବାକୁ ମିଳିଥିଲେ, ଯାହା ଏବେ ଅଦୃଶ୍ୟ। ବନ ବିଭାଗ କ୍ୟାମେରାକୁ ସେମାନେ ଆସୁ ନାହାନ୍ତି। ତେଣୁ କେବଳ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ହିଁ ଓଡ଼ିଶାରେ ମହାବଳଙ୍କ ସ୍ଥିତିକୁ ବଜାୟ ରଖିଛି। 

ଓଡ଼ିଶାରେ ଦିନକୁ ଦିନ ବାଘମାନଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ତାହାକୁ ନେଇ ଆମେ କାର୍ଟୁନ ମାଧ୍ୟମରେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛୁ। ଦିହକୁ ନେବେନି।

କାର୍ଟୁନ: ଦେବାଶିଷ

https://sambad.in/cartoon-stories/cartoon-9586287

https://sambad.in/latest/dehaku-nebeni-series-9543009

https://sambad.in/cartoon-stories/cartoon-on-corruption-in-odisha-9539440

https://sambad.in/cartoon-stories/cartoon-story-9535304

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe