cartoon on election Photograph: (sambad.in)
ଯେବେ ପ୍ରତିଶ୍ରୁତି ମିଛ ଥାଏ
ଯେବେ କଥାରୁ ସ୍ବାର୍ଥପରତାର ଗନ୍ଧ ବାହାରେ
ସେବେ ଏମିତି ତାଳମେଳ ନଥିବା ଚିତ୍ର ହିଁ ଦୁନିଆ ଦେଖେ
ଜନତା ଚାହାନ୍ତି କଣ…?
ନେତା ପ୍ରତିଶ୍ରୁତି ଦେଉଛନ୍ତି କଣ ? ?
ନୂଆପଡ଼ା ନାଟକରେ ରାଜନେତା ହିଁ ଅଭିନେତା
ସେମାନେ ଜାଣନ୍ତି ନାଟକ ସରିଲେ
ମୁହଁରୁ ରଙ୍ଗ ପାଉଡର ପୋଛି ଫୁର୍… କିନା ଉଡିଯିବାକୁ ପଡ଼ିବ
ତେଣୁ ଲୋକେ ଯାହା ମାଗନ୍ତୁ ଆମେ ଯାହା ତାହା କହି ଖସିଗଲେ ଗଲା
ତେଣୁ ତ ଏଠି ପ୍ରସଙ୍ଗ ଗୋଟେ- ପ୍ରତିଶ୍ରୁତି ଭିନ୍ନ
ଜନତା କହୁଛନ୍ତି ଦୂର କର ଦାଦନ, ଜମିକୁ କର ଜଳସେଚନ
ନେତାଏ କିନ୍ତୁ କିଛି ନଶୁଣି ମିଛି ମିଛିକା କରନ୍ତି ପବନ
/filters:format(webp)/sambad/media/media_files/2025/10/30/nuapada-cartoon-2025-10-30-16-08-05.jpeg)
ଭାଇନା !
ଏଇୟା ହିଁ ଆମ ବ୍ୟବସ୍ଥା
ଏଇୟା ହିଁ ରାଜନୀତି
ଦିହକୁ ନେବେନି...
କାର୍ଟୁନ- ଦେବାଶିଷ
ଅଧିକ ପଢ଼ନ୍ତୁ: Cartoon Corner: ଦୁର୍ନୀତି ଗାଦି ଉପରେ ବସି ଦୁର୍ନୀତି ନିବାରଣ ସପ୍ତାହ ପାଳନ !
ଅଧିକ ପଢ଼ନ୍ତୁ: Cartoon Corner: ଓଡ଼ିଆଙ୍କୁ କି ଡରେଇବ ବାତ୍ୟା, ବାତ୍ୟାର ବି ଆମେ କରି ପାରୁ ହତ୍ୟା...!
Follow Us