ଆମ ଓଡ଼ିଆଙ୍କ ପାଇଁ ବାତ୍ୟା କ’ଣ ନୂଆ...? ଆମେମାନେ ତ ବାତ୍ୟା ସହ ଖେଳି ଖେଳି ବଡ଼ ହେଇଛନ୍ତି। ଇଏ ‘ମୋନ୍ଥା’ କ’ଣ ଆମକୁ ଡରେଇବ ମ ! ହେଲେ ବି ନା ଟା ଶୁଣି ଟିକିଏ ତ ଛନକା ପଶିଥିଲା ଛାତିରେ। ସେଇଥିପାଇଁ ତ ସରକାରଙ୍କଠାରୁ ଆରମ୍ଭ କରି ପ୍ରଶାସନ, ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ ବିଭାଗ, ଜନତା ସମସ୍ତେ ହେଇଗଲେ ସଜାଗ। କାହାର ବି କିଛି ଉଜାଡ଼ି ପାରିଲାନି ସାମୁଦ୍ରିକ ଝଡ଼ ‘ମୋନ୍ଥା’। ତାହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।

Advertisment

ଅନ୍ୟ କାର୍ଟୁନ ଷ୍ଟୋରି ପଢ଼ନ୍ତୁ

ଦୁର୍ନୀତି ଗାଦି ଉପରେ ବସି ଦୁର୍ନୀତି ନିବାରଣ ସପ୍ତାହ ପାଳନ !

ବାତ୍ୟା ଦାଉରୁ ପଛେ ବଞ୍ଚିଯିବା; ଖାଇବା ନପାଇ କିନ୍ତୁ ନିଶ୍ଚୟ ମରିବା...!

ଅମାନିଆ ହେଇ ରେଳ ଧାରଣାରେ କରିଲେ ନାଟ, ରେଳବାଇ ଦେବ ବଜେଇ ଅଚଞ୍ଛା ଛାଟ

ଧରାପଡ଼ିଛି ଲାଞ୍ଜ, ମୁଣ୍ଡକୁ ଏବେ ଖୋଜ

 dihakunebeni