Cartoon Corner: ଅମାନିଆ ହେଇ ରେଳ ଧାରଣାରେ କରିଲେ ନାଟ, ରେଳବାଇ ଦେବ ବଜେଇ ଅଚଞ୍ଛା ଛାଟ

Advertisment

ଏଣିକି ଟ୍ରେନ ଟ୍ରାକରେ ହେଉ କି ରେଳ ଧାରଣା କଡରେ ହେଉ ଯେଉଁଠି ବି ରିଲ୍ସ କଲେ କିମ୍ବା ସେଲ୍ଫି ନେଲେ ଭୋଗିବାକୁ ପଡିବ ପରିଣାମ । ଗଣିବାକୁ ପଡ଼ିବ ତଣ୍ଡ, ଯିବାକୁ ବି ପଡିପାରେ ଜେଲ ।

ଏଣିକି ଟ୍ରେନ ଟ୍ରାକରେ ହେଉ କି ରେଳ ଧାରଣା କଡରେ ହେଉ ଯେଉଁଠି ବି ରିଲ୍ସ କଲେ କିମ୍ବା ସେଲ୍ଫି ନେଲେ ଭୋଗିବାକୁ ପଡିବ ପରିଣାମ । ଗଣିବାକୁ ପଡ଼ିବ ତଣ୍ଡ, ଯିବାକୁ ବି ପଡିପାରେ ଜେଲ ।

Untitled

ସାବଧାନ! ସାବଧାନ! ସାବଧାନ! ରିଲ୍ସ ପ୍ରେମୀ ଏଣିକି ଟିକେ ସାବଧାନ! ଅମାନିଆ ହେଇ ରେଳ ଧାରଣାରେ କରିଲେ ନାଟ, ରେଳବାଇ ଦେବ ବଜେଇ ଅଚଞ୍ଛା ଛାଟ।

ଆହୁରି ପଢ଼ନ୍ତୁ: ଧରାପଡ଼ିଛି ଲାଞ୍ଜ, ମୁଣ୍ଡକୁ ଏବେ ଖୋଜ

ଆହୁରି ପଢ଼ନ୍ତୁ: ଜେଲ୍‌ ସୁରକ୍ଷା ବ୍ୟବସ୍ଥା ଭାଇ ଭାରି କଡ଼ାକଡ଼ି, ଦିନ ଦ୍ବିପ୍ରହରେ ପୁଲିସ୍‌ ଆଗରେ କଏଦୀ ଭିଡ଼ାଭିଡ଼ି...!

ଏଣିକି ଟ୍ରେନ ଟ୍ରାକରେ ହେଉ କି ରେଳ ଧାରଣା କଡରେ ହେଉ ଯେଉଁଠି ବି ରିଲ୍ସ କଲେ କିମ୍ବା ସେଲ୍ଫି ନେଲେ ଭୋଗିବାକୁ ପଡିବ ପରିଣାମ । ଗଣିବାକୁ ପଡ଼ିବ ତଣ୍ଡ, ଯିବାକୁ ବି ପଡିପାରେ ଜେଲ । କାରଣ ଅମାନିଆଙ୍କ ପାଇଁ କଡ଼ା ଚେତାବନୀ ଦେଇଛି ପୂର୍ବତଟ ରେଳପଥ । ଟ୍ରାକ୍ ନିକଟରେ କିମ୍ବା ଚାଲୁଥିବା ଟ୍ରେନରେ ସେଲ୍‌ଫି କିମ୍ବା ରିଲ୍‌ ନେବା ଏକ ଦଣ୍ଡନୀୟ ଅପରାଧ ।

ଆହୁରି ପଢ଼ନ୍ତୁ: ଭାଇନା ଇଏ ରାଜଧାନୀ ଦିଲ୍ଲୀ, ଏଠି ସବୁକିଛି ଯାଏ ଦୋହଲି… ବାୟୁ ପ୍ରଦୂଷଣ କରି ଲୋକେ କହିଲେ ହାପି ଦିୱାଲି

ଆହୁରି ପଢ଼ନ୍ତୁ: ହେଇଟି ! ତେମେ ଯେତେ ଫିଙ୍ଗୁଛ ଫିଙ୍ଗ, ତେଲ ପାଇଁ ଆମେ ଦିହେଁ ସାଜିଛୁ ସାଙ୍ଗ... ହାପି ଦିଓ୍ଵାଲି

 cartoon | railway 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe