ଅନୁସନ୍ଧାନ କରୁଥିବା ବର୍ଗ

କରୋନା

ରାଜ୍ୟ ପୂର୍ତ୍ତ, ଇସ୍ପାତ ଏବଂ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଓଡ଼ିଶାର ପୁଣି ଜଣେ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ପୂର୍ତ୍ତ, ଇସ୍ପାତ ଏବଂ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ଏନେଇ ସେ ସୂଚନା ଦେଇଛନ୍ତି। ତାଙ୍କର ସଂକ୍ରମଣ ବିଷୟରେ ସୂଚନା ଦେଇ ମଲ୍ଲିକ ତାଙ୍କ ଟ୍ୱିଟର…
ଅଧିକ ଖବର ଦେଖନ୍ତୁ...

୧୬୩୩ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୧ହଜାର ୨୧୫କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୬୩୩ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୯୫୫ ଓ ସ୍ଥାନୀୟ ଅଞ୍ଚଳରୁ ୬୭୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୧ହଜାର ୨୧୫କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲା ଓ ଷ୍ଟେଟ୍…
ଅଧିକ ଖବର ଦେଖନ୍ତୁ...

କମିବାରେ ଲାଗିଛି ଦେଶରେ କରୋନା ମୃତ୍ୟୁ ହାର, ଗତ ୨୪ ଘଣ୍ଟା ମଧ୍ୟରେ ୫୭୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ଆରୋଗ୍ୟଙ୍କ ସଂଖ୍ୟା ୭୦ ଲକ୍ଷ ଟପିଯାଇଛି। ଲଗାତାର ୬ ଦିନ ଧରି ଦେଶରେ ସକ୍ରିୟ ମାମଲା ୬୦ ହଜାରରୁ କମ୍‌ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାର ୧୨୯ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୫୭୮ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୭୮…
ଅଧିକ ଖବର ଦେଖନ୍ତୁ...

କିଛି ରାଷ୍ଟ୍ର ମହାମାରୀର ‘ବିପଜ୍ଜନକ ରାସ୍ତା’ରେ ଅଛନ୍ତି

‌ଜେନେଭା: ସମଗ୍ର ବିଶ୍ବ ଏବେ କରୋନା ମହାମାରୀ ପାଇଁ ଅତି ଜଟିଳ ସ୍ଥିତିରେ ଉପନୀତ ହୋଇଛି। କିଛି ରାଷ୍ଟ୍ର ମହାମାରୀର ଅତି ବିପଜ୍ଜନକ ରାସ୍ତାରେ ଅଛନ୍ତି। କରୋନା ଚାପରେ ସ୍ବାସ୍ଥ୍ୟ ସେବା କିଛି ରାଷ୍ଟ୍ରରେ ଭୁଶୁଡ଼ି ପଡ଼ିବା ଭଳି ଲାଗୁଛି। ଆମେ ଏବେ ମହାମାରୀର ଅତି ଜଟିଳ ସ୍ଥିତିରେ ରହିଛେ।…
ଅଧିକ ଖବର ଦେଖନ୍ତୁ...

କରୋନା ହେବାର ୭ ମାସ ପର୍ଯ୍ୟନ୍ତ ଶରୀରରେ ଆଣ୍ଟିବଡି ଚିହ୍ନଟ ହେଉଛି

ନୂଆଦିଲ୍ଲୀ: ଜଣେ ରୋଗୀ କରୋନାରୁ ସୁସ୍ଥ ହେବାପରେ ତାଙ୍କ ଶରୀରରେ ଆଣ୍ଟିବଡି ବିକାଶ ହୋଇଥାଏ। ତେବେ କିଛି ରୋଗୀ କରୋନାରୁ ସୁସ୍ଥ ହେଲେ ମଧ୍ୟ ତାଙ୍କ ଶରୀରରେ ଆଣ୍ଟିବଡିର ବିକାଶ ହୋଇନଥାଏ। ପ୍ରଶ୍ନ ଉଠୁଛି ଯେ ଜଣେ ରୋଗୀ କରୋନାରୁ ସୁସ୍ଥ ହେବାପରେ ତାଙ୍କ ଶରୀରରେ କେତେଦିନ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁ, ଦିଲ୍ଲୀ ଅପେକ୍ଷା ମୁମ୍ବାଇରେ କୋଭିଡ୍‌ ମୃତ୍ୟୁ ହାର ଅଧିକ

ମୁମ୍ବାଇ: ବେଙ୍ଗାଲୁରୁ, ଦିଲ୍ଲୀ ଭଳି ମହାନଗର ଅପେକ୍ଷା ମୁମ୍ବାଇରେ କୋଭିଡ୍‌ ମୃତ୍ୟୁ ହାର ଅଧିକ ବୋଲି ଜଣାପଡ଼ିଛି। ବିଶେଷକରି ଡାଇବେଟିସ, କିଡ୍‌ନି ରୋଗ, ମେଦବହୁଳତା ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗ କୋଭିଡ୍‌ ମୃତ୍ୟୁକୁ ବଢ଼ାଇ ଦେଉଛି। ମୁମ୍ବାଇରେ କେବଳ ୮୫ ପ୍ରତିଶତ କୋଭିଡ୍‌…
ଅଧିକ ଖବର ଦେଖନ୍ତୁ...

ସର୍ବେକ୍ଷଣ ରିପୋର୍ଟ : ଭାରତରେ ପ୍ଲାଜ୍‌ମା ଚିକିତ୍ସା କ୍ବଚିତ୍‌ ଫଳପ୍ରଦ

ନୂଆଦିଲ୍ଲୀ : ବର୍ତ୍ତମାନ ସୁଦ୍ଧା ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ କୌଣସି ଫଳପ୍ରଦ ସାର୍ବଜନୀନ ଟିକା ଉପଲବ୍‌ଧ ହୋଇ ପାରିନଥିବା ବେଳେ ସେହିଭଳି କୌଣସି ପ୍ରମାଣସିଦ୍ଧ ଉପଚାର ପଦ୍ଧତି ମଧ୍ୟ ବାହାରିପାରିନାହିଁ। ତେଣୁ ଏଭଳି ସ୍ଥିତିରେ ଅନନ୍ୟୋପାୟ ହୋଇ ପୀଡ଼ିତ ଓ ଚିକିତ୍ସକମାନେ ବିକଳ୍ପ…
ଅଧିକ ଖବର ଦେଖନ୍ତୁ...

‘କୋଭିସିଲ୍‌ଡ’ ସମେତ ୫ଟି ଟିକାର ୧୦୦ କୋଟି ମାତ୍ରା ପାଇଁ ପ୍ରସ୍ତୁତ ହେଉଛି ସିରମ୍‌

ନୂଆଦିଲ୍ଲୀ : ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ୫ଟି ଭିନ୍ନଭିନ୍ନ କ‌େରାନା ଟିକାର ପ୍ରାୟ ୧୦୦ କୋଟି ମାତ୍ରା ପ୍ରସ୍ତୁତ କରିବା କାର୍ଯ୍ୟ ତ୍ବରାନ୍ବିତ କରିଛି। ୨୦୨୧-୨୨ ପୂର୍ବରୁ ଏହି ସମସ୍ତ ଟିକା ପ୍ରସ୍ତୁତ ହୋଇଯିବ ବୋଲି ଏସ୍‌ଆଇଆଇ ପକ୍ଷରୁ ପ୍ରକାଶ ପାଇଛି। ଏହି…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ କରୋନା ମୃତ୍ୟୁ ୧୫୦

ଭୁବନେଶ୍ବର: ରାଜଧାନୀରେ କରୋନା ମୃତ୍ୟୁ ୧୫୦ ଛୁଇଁଛି। ଆଜି ରାଜଧାନୀରେ ୨ଜଣ କରୋନାରେ ପ୍ରାଣ ହରାଇବା ପରେ ସଂଖ୍ୟାରେ ବୃଦ୍ଧି ହୋଇଛି। ଗତ ଏପ୍ରିଲ ୭ତାରିଖରେ ରାଜଧାନୀରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା। ଗତ ସେପ୍ଟେମ୍ବର ଓ ଚଳିତମାସରେ ମୃତ୍ୟୁ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଜୁନ୍‌ ୨୦୨୧ ସୁଦ୍ଧା ଆସିବ ‘କୋଭାକ୍ସିନ୍‌’!

ନୂଆଦିଲ୍ଲୀ: କୋଭିଡ୍‌ ଟିକା ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଗତ ୨୨ ତାରିଖରେ ସ୍ବିକୃତୀ ପାଇଥିବା ଭାରତ ବାୟୋଟେକ୍‌ ଆସନ୍ତା ଜୁନ୍‌ ୨୦୨୧ ସୁଦ୍ଧା ଟିକା ଆଣିବା ପାଇଁ ଯୋଜନା କରୁଛି। ଆଇସିଏମ୍‌ଆର ସହ ମିଶି ଭାରତ ବାୟୋଟେକ୍‌ ଦ୍ବାରା ସ୍ବ‌ଦେଶୀ ଜ୍ଞାନକୌଶଳରେ ଏହି…
ଅଧିକ ଖବର ଦେଖନ୍ତୁ...