ରାସ୍ତାରେ ଟଙ୍କା ଉଡ଼ାଉଛନ୍ତି ୟୁଟ୍ୟୁବର; କାର୍ଯ୍ୟାନୁଷ୍ଠାନ ଦାବି କଲେ ଲୋ‌କେ

Advertisment

ରାସ୍ତାରେ ୟୁଟ୍ୟୁବରଙ୍କୁ ଟଙ୍କା ଉଡ଼ାଇବା ଦେଖି ଅସନ୍ତୋଷ ବ୍ୟକ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କଲେ ଲୋକେ ଟଙ୍କା ଉଠାଇବା ପାଇଁ ରାସ୍ତାରେ ଲୋକଙ୍କ ଲାଗିଲା ପ୍ରବଳ ଭିଡ଼

ରାସ୍ତାରେ ୟୁଟ୍ୟୁବରଙ୍କୁ ଟଙ୍କା ଉଡ଼ାଇବା ଦେଖି ଅସନ୍ତୋଷ ବ୍ୟକ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କଲେ ଲୋକେ ଟଙ୍କା ଉଠାଇବା ପାଇଁ ରାସ୍ତାରେ ଲୋକଙ୍କ ଲାଗିଲା ପ୍ରବଳ ଭିଡ଼

୧୨୩

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏଇ କିଛିଦିନ ହେବ ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଉକ୍ତ ୟୁଟ୍ୟୁବରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। 

ଏହି ଭାଇରାଲ ଭିଡିଓରେ ହଠାତ ରାସ୍ତାରେ ଦୁଇଜଣ ଯୁବକ ବାଇକ ନେଇ ଚାଲି ଆସୁଛନ୍ତି। ଜଣେ ଚଲାଉଥିବା ବେଳେ ଅନ୍ୟ ଜଣେ ବାଇକ ଉପରେ ଛିଡ଼ା ହୋଇ ନୋଟ ପରେ ନୋଟ ଉଡ଼ାଇ ଆଗକୁ ବଢ଼ି ଯାଉଛନ୍ତି। ଏହି ୟୁଟ୍ୟୁବରଙ୍କ ନମେ ପାୱର ହର୍ଷ। ସେ ହାଇଦ୍ରାବାସର ବ‌ାସନ୍ଦା ବୋଲି ଜଣାପଡ଼ିଛି। 

ପାୱର ହର୍ଷ ରାସ୍ତାରେ ଟଙ୍କା ଉଡ଼ାଇ ଚାଲିଯିବା ପରେ ଏହାକୁ ଉଠାଇବା ପାଇଁ ରାସ୍ତାରେ ଲୋକଙ୍କ ପ୍ରବଳ ଭିଡ଼ ଜମି ଯାଉଛି। 


ଏହି ଭିଡିଓକୁ  ଦେଖି ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଯୁବକଙ୍କ ରାସ୍ତାରେ ଏଭଳି କାଣ୍ଡ ପାଇଁ କଡ଼ା କାର୍ଯ୍ୟାନୁଷ୍ତଠାନ ଗ୍ରହଣ କରିବା ପାଇଁ ପୁଲିସକୁ ଲୋକେ ଦାବି କରିଛନ୍ତି।

ଅଧିକପଢ଼ନ୍ତୁ ବନ୍ଦ ହୋଇଯିବ ଲୋକପ୍ରିୟ ରେସ୍ତୋରାଁ

ଅଧିକପଢ଼ନ୍ତୁଜେଲରେ ହତ୍ୟାକାରୀ କନ୍ନଡ଼ ଅଭିନେତାଙ୍କୁ ମିଳୁଛି ଭିଭିଆଇପି ସୁବିଧାା

ଅଧିକପଢ଼ନ୍ତୁ ଆସିଲା ‘ସୁଭଦ୍ରା’ ଗାଇଡଲାଇନ୍‌, କିଏ ହୋଇପାରିବେ ହିତାଧିକାରୀ ଜାଣନ୍ତୁ

ଅଧିକପଢ଼ନ୍ତୁପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର !...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe