Diwali: ମାଟିଦୀପରେ ଦୀପ ଜାଳିବାକୁ ସଚେତନ କଲେ ବିଧାୟକ ଲକ୍ଷ୍ମଣ ବାଗ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ କୌଣସି କାମରେ ସିନ୍ଧେକେଲା ଦେଇ ଯାଉଥିବା ସମୟରେ ସ୍ଥାନୀୟ ଲୋକଙ୍କୁ ମାଟିରୁ ପ୍ରସ୍ତୁତ ଦୀପ କଣିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।

Laxman Bag

Kantabanji MLA Laxman Bag shopping earthern lamp from road side market. Photograph: (sambad.in)

ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ କୌଣସି କାମରେ ସିନ୍ଧେକେଲା ଦେଇ ଯାଉଥିବା ସମୟରେ ସ୍ଥାନୀୟ ଲୋକଙ୍କୁ ମାଟିରୁ ପ୍ରସ୍ତୁତ ଦୀପ କଣିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ସିନ୍ଧେକେଲା ବସଷ୍ଟାଣ୍ଡ ଠାରେ ରାସ୍ତାକଡ଼ରେ ଭଳିକି ଭଳି ମାଟିଦୀପ ବିକ୍ରି ହେଉଥିବା ଦେଖିବାକୁ ପାଇଥିଲେ।

ଆହୁରି ପଢ଼ନ୍ତୁ: College Student Death: ରାୟଗଡ଼ାରେ କଲେଜ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ତେବେ ଗାଡିରୁ ଓଲ୍ଲାଇ ବିକ୍ରି କରୁଥିବା ଲୋକଙ୍କୁ ମାଟିଦୀପର ଚାହିଦା କିପରି ଅଛି ପଚାରି ବୁଝିବାସହ ନିଜେ ମଧ୍ୟ ମାଟିଦୀପ କିଣିଥିଲେ ଏବଂ ଲୋକଙ୍କୁ ମାଟିଦୀପ ରେ ହିଁ ଦୀପାବଳି ପାଳିବା ପାଇଁ ସଚେତନ କରୁଥିବା ଦେଖାଯାଇଥିଲା। ତେବେ ବିଧାୟକ ମାଟିଦୀପ ପାଇଁ ଲୋକଙ୍କୁ ସଚେତନ କରୁଥିବା ଖବର ଜାଣି ବହୁ ଭିଡ଼ ପରିଲକ୍ଷିତ ହୋଇଥିଲା।

ଆହୁରି ପଢ଼ନ୍ତୁ: Ashwini Vaishnaw: ରେଳ କର୍ମଚାରୀଙ୍କୁ ପ୍ରଶଂସା କରି ଦୀପାବଳିର ଶୁଭେଚ୍ଛା ଜଣାଇଲେ ଅଶ୍ବିନୀ ବୈଷ୍ଣବ

Balangir 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe