ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଆଜିଠୁ ଆଇପିଏଲ୍ ଟି-୨୦ କ୍ରିକେଟ୍ ଲିଗ୍‌ : ଜୁଆଡ଼ି କରିବେ ବେଟିଂ, ପୁଲିସ କରିବ ଫିଲ୍ଡିଂ

ବ୍ରହ୍ମପୁର : ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ଟି-୨୦ କ୍ରିକେଟ୍‌ ଲିଗ୍-୨୦୨୦। କରୋନା ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟକୁ ଧୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ କ୍ରିକେଟ୍‌ପ୍ରେମୀଙ୍କୁ ନିରାଶ ନକରି ଭାରତ ବାହାରେ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ବଦଳରେ ଗୁଣିଆକୁ ଭରସା କରିବା ମହଙ୍ଗା ପଡ଼ିଲା : ବିବାହ ପୂର୍ବରୁ ବିଷାକ୍ତ ଚିତି ଦଂଶନରେ ଜୀବନ ହରାଇଲା ଝିଅ

ଭଞ୍ଜନଗର : ସରିଥିଲା ନିର୍ବନ୍ଧ। ମାଘ ମାସରେ ହୋଇଥାନ୍ତା ବିବାହ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିଲା। ଅଳିଅଳି ଝିଅକୁ ବାହା ଦେବା ପରେ ସେ ନୂଆ ଜୀବନ ଆରମ୍ଭ କରିବା ନେଇ ବାପାମା’ ମନରେ ଆଶା ସଞ୍ଚାର କରିଥିଲେ। ହେଲେ ସବୁ ଆଶା ନିମିଷକରେ ପାଣିଫୋଟକା ଭଳି ମ‌ିଳେଇଗଲା।…
ଅଧିକ ଖବର ଦେଖନ୍ତୁ...

ନୂତନ ପ୍ରଜାତିର କ୍ଷୁଦ୍ରତମ ଝିଟିପିଟି ‘ଗଞ୍ଜାମ ସ୍ଲେଣ୍ଡର୍ ଗାକୋ’ ଠାବ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ହୁମ୍ମା ଝାଡ଼େଶ୍ବର ଶୈବପୀଠ ପରିସରରୁ ଏକ ନୂତନ ପ୍ରଜାତିର ଝିଟିପିଟି ଠାବ ହୋଇଛି। ଏହାକୁ 'ଗଞ୍ଜାମ ସ୍ଲେଣ୍ଡର୍ ଗେକୋ' ନାମରେ ନାମିତ କରାଯାଇଛି। ସବୁଠାରୁ କ୍ଷୁଦ୍ରତମ ଏହି ଝିଟିପିଟିକୁ ଜବଲପୁର ସ୍ଥିତ ଜୁଲୋଜିକାଲ ସର୍ଭେ ଅଫ…
ଅଧିକ ଖବର ଦେଖନ୍ତୁ...

୮ ବର୍ଷର ଝିଅ ମୌସୁମୀ କେବେ ଫେରିପାଇବ ତାର ଦୃଷ୍ଟିଶକ୍ତି

ଭଞ୍ଜନଗର : କୋମଳ ମତି ବୟସରେ ସ୍କୁଲ ଭିତରେ ସାଙ୍ଗ ମାନଙ୍କ ସହ ଖେଳୁ ଖେଳୁ ହଟାତ ବାମ ଆଖିରେ ଲାଗିଥିଲା ଆଘାତ। ତା ପରଠାରୁ ବାମ ଆଖିକୁ ଆଉ ଦେଖା ଗଲା ନାହିଁ। ଡାହାଣ ଆଖିର ମଧ୍ୟ ଧିରେଧିରେ ଦୃଷ୍ଟି ଶକ୍ତି କମିବାରେ ଲାଗୁଛି। ପରିବାରର ଅର୍ଥିକ ସ୍ଥିତି ଉନ୍ନତ ଚିକିତ୍ସାରେ ସାଜିଥିଲା ବାଧକ।…
ଅଧିକ ଖବର ଦେଖନ୍ତୁ...

ଖଇନି ଭାବି ଉକୁଣୀ ମରା ଔଷଧ ଖାଇ ବୃଦ୍ଧ ମୃତ

ଭଞ୍ଜନଗର: ଖଇନି ଭାବି ଉକୁଣି ମରା ଔଷଧ ଖାଇବାରୁ ‌ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବଳନିୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ତାରସିଂ ଥାନା ଅଧିନ‌ କ୍ଷେତମୁଣ୍ଡଳୀ ପଞ୍ଚାୟତ ଲୁଣ୍ଡୁରିପଦର ଗ୍ରାମରେ। ଗ୍ରାମର ପାଣ୍ଡବ ଦଳବେହେରାଙ୍କ (୭୦) ଗତକାଲି ବିଳମ୍ବିତ ରାତିରେ ଭଞ୍ଜନଗର…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସି ଏନଫୋର୍ସମେଣ୍ଟ ଅଧିକାରୀଙ୍କ ମନ୍ତବ୍ୟଙ୍କୁ ନେଇ ଗୋସାଇଁ ନୂଆଗାଁରେ ଉତ୍ତେଜନା, ୧୪୪ ଧାରା ଜାରି

ବ୍ରହ୍ମପୁର: ଗୋସାାଇଁ ନୂଆଗାଁର ଆରାଧ୍ୟ ଦେବୀ ମା' କାଳୁଆଙ୍କ ଯାତ୍ରା ଆାଜି ମଧ୍ୟରାତ୍ରୀରୁୁ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମହାନଗର ନିଗମ ଏନଫୋର୍ସମେଣ୍ଟ ଅଧିକାରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଏପରିକି ଅଞ୍ଚଳବାସୀ ରାସ୍ତାରୋକ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁର ନିର୍ବାଚନମଣ୍ଡଳୀ, ବିଧାୟକଙ୍କୁ ନେଇ ଦଳୀୟ ଶିବିରରେ ସସ୍‌ପେନ୍ସ

ବ୍ରହ୍ମପୁର/ଗୋଳନ୍ଥରା: ଗୋପାଳପୁର ନିର୍ବାଚନମଣ୍ତଳୀ ବିଜେଡିର କର୍ମୀ ଓ ଛାମୁଆ ନେତା ଗତ କିଛି ଦିନ ହେଲା ସସ୍‌ପେନ୍ସ ମଧ୍ୟରେ ରହିଛନ୍ତି। ମୂଳ କାରଣ ହେଲା, ବିଧାୟକଙ୍କୁ ନେଇ। ନିର୍ବାଚନମଣ୍ଡଳୀ ଇଲାକାରେ ଅନୁଷ୍ଠିତ ଏକାଧିକ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ବିଧାୟକ ଡ.ପ୍ରଦୀପ…
ଅଧିକ ଖବର ଦେଖନ୍ତୁ...

ସିସିଟିଭିରେ ‌କଏଦ ହେଲା ଦିନ ଦ୍ବିପ୍ରହରରେ ଲୁଟ୍‌ ଉଦ୍ୟମ, ଆଗକୁ ଆସୁଛି ପାର୍ବଣ ଏବେଠୁ ମାତିଲେଣି ଚେନ୍‌ ଲୁଟେରା

ଭଞ୍ଜନଗର: କରୋନା କଟକଣା ପାଇଁ ସବୁକିଛି ବନ୍ଦ ରହିଥିଲା। ଦୀର୍ଘଦିନ ପରେ ଦୋକାନ ବଜାର ବର୍ତ୍ତମାନ ଖୋଲିଛି। ସହରରେ ଲୋକମାନଙ୍କ ଚଳପ୍ରଚଳ ମଧ୍ୟ ଆରମ୍ଭ ହୋଇଛି। ଆଉ ଏଥି ମଧ୍ୟରେ ଲୁଟେରା ଦଳ ମଧ୍ୟ ସକ୍ରିୟ ହେବାରେ ଲାଗିଥିବା ଜଣାପଡିଛି। ଆଜି ଦିନ ଦ୍ବିପ୍ରହରରେ ରାସ୍ତାରେ ଏକାକୀ…
ଅଧିକ ଖବର ଦେଖନ୍ତୁ...

ଉଦ୍ଧାର କୁମ୍ଭୀରକୁ ବାଇକ୍‌ରେ ନେବା ମହଙ୍ଗା ପଡ଼ିଲା : ଡେପୁଟି ରେଞ୍ଜର୍‌, ୨ ବନ କର୍ମଚାରୀ ନିଲମ୍ବିତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ତି ନିକଟସ୍ଥ ତଲାସି˚ ଗ୍ରାମର ଧାନ କ୍ଷେତରୁ ଉଦ୍ଧାର ମଗର କୁମ୍ଭୀରଙ୍କୁ ବାଇକ୍‌ରେ ନେଇ ଘୋଡ଼ାହାଡ଼ ଡ୍ୟାମ୍‌ରେ ଛାଡ଼ିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ବ୍ରହ୍ମପୁର ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଭଳି…
ଅଧିକ ଖବର ଦେଖନ୍ତୁ...

ବାଘ ଚମଡା ଜବତ; ଜଣେ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ବନାଞ୍ଚଳ ବାଲିପଡ଼ା ଅଞ୍ଚଳରୁ ଆଜି ବନ ବିଭାଗ ବାଘ ଚମଡା ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣଙ୍କୁ ବନବିଭାଗ ଗିରଫ କରିବା  ସହ ଏକ ମଟରସାଇକେଲ ଜବତ କରିଥିବା ନେଇ ବ୍ରହ୍ମପୁର ଡିଏଫ୍‌ଓ ଅମ୍ଲାନ୍‌ ନାଏକ ସୂଚନା ଦେଇଛନ୍ତି । ତେବେ କିଛିଦିନ ତଳେ ବନବିଭାଗ…
ଅଧିକ ଖବର ଦେଖନ୍ତୁ...