ଇନିସପେକ୍ଟରସ୍ତରରେ ଅଦଳବଦଳ: କୋରାପୁଟ, ସୁନାବେଡ଼ା ଓ ନାରାୟଣପାଟଣାରେ ଟାଉନଥାନାରେ ନୂଆ ଥାନା ଅଧିକାରୀ

Advertisment

କୋରାପୁଟ ଜିଲ୍ଲାରେ ଇନିସପେକ୍ଟରସ୍ତରରେ ବ୍ୟାପକ ଅଦଳବଦଳ ହୋଇଛି। କୋରାପୁଟ, ସୁନାବେଡ଼ା ଓ ନାରାୟଣପାଟଣାର ଟାଉନଥାନାରେ ନୂଆ ଥାନା ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି...

କୋରାପୁଟ ଜିଲ୍ଲାରେ ଇନିସପେକ୍ଟରସ୍ତରରେ ବ୍ୟାପକ ଅଦଳବଦଳ ହୋଇଛି। କୋରାପୁଟ, ସୁନାବେଡ଼ା ଓ ନାରାୟଣପାଟଣାର ଟାଉନଥାନାରେ ନୂଆ ଥାନା ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି...

3annxzap

କୋରାପୁଟ: କୋରାପୁଟ ଜିଲ୍ଲା ପୁଲିସଜିଲ୍ଲାର ୩ଟି ଥାନାର ଥାନା ଅଧିକାରୀ ତଥା ଇନିସପେକ୍ଟରସ୍ତରରେ ଏସପି ରୋହିତ ବର୍ମା ଅଦଳବଦଳ କରିଛନ୍ତି । ସୁନାବେଡା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କୁ କୋରାପୁଟ ଟାଉନଥାନାକୁ ବଦଳି କରାଯାଇଛି।

କୋରାପୁଟ ଟାଉନଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ତଥା ସାଇବର ଥାନା ଅଧିକାରୀ ଭବାନୀ ପ୍ରଧାନଙ୍କୁ ମୂଳସ୍ଥାନ ସାଇବର ଥାନାକୁ ଫେରାଇ ନିଆଯାଇଛି।

ଅଧିକ ପଢ଼ନ୍ତୁ: କୋରାପୁଟରେ କାର୍ଯ୍ୟକାରୀ ହୋଇପାରିଲାନି ଟୁରିଜମ୍ କରିଡ଼ର

ଅଧିକାରୀ ସୁଷମା କୁଅଁରଙ୍କୁ ସୁନାବେଡା ଥାନା ଅଧିକାରୀ ଓ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ ଥିବା ଇନିସପେକ୍ଟର ପ୍ରମୋଦ ନାୟକଙ୍କୁ ନାରାୟଣପାଟଣା ଥାନା ଅଧିକାରୀ ଭାବେ ବଦଳି କରାଯାଇଥିବା ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ: ପୁଟିଆକୁ ଜନଜାତି ମାନ୍ୟତା ପ୍ରଦାନ ଦାବି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe