ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

କୋରାପୁଟରେ ମୋ ସେବା କ‌େନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: କୋରାପୁଟ ଜିଲ୍ଲାର ପୌରପାଳିକା ପାର୍ଶ୍ବରେ ରହିଥିବା ମୋ ସେବା କ‌େନ୍ଦ୍ରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି । କୋରାପୁଟ ସହର ମଧ୍ୟରେ ରହିଥିବା ଏହି କେନ୍ଦ୍ରକୁ ବିଧାୟକ ରଘୁରାମ ପଡାଲ ଓ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ…
ଅଧିକ ଖବର ଦେଖନ୍ତୁ...

୧୦୫ତମ ବିଜୁ ଜୟନ୍ତୀ: ସରକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଚାଂଅ, ସାଇକେଲ ଶୋଭାଯାତ୍ରାରେ ଭାଗ ନେଲେ ପୂର୍ବତନ…

ଜୟପୁର: କୋରାପୁଟ ଜିଲା ଜୟପୁରଠାରେ ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଉତ୍ସବ ଜୟପୁର ନିର୍ବାଚନମଣ୍ଡଳୀର ବିଜେଡି କର୍ମକର୍ତ୍ତା ଏବଂ କର୍ମୀମାନଙ୍କୁ ନେଇ ପାଳନ କରାଯାଇଥିଲା। ସ୍ଥାନୀୟ ଜ୍ୟୋତି କଲ୍ୟାଣ ମଣ୍ତପ ଠାରେ ଏହା ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ସର୍ବପୁରାତନ ଦୁଇ ହାଇସ୍କୁଲର ରୁପରେଖ ପରିବର୍ତ୍ତନ କରିବା ମୋ ଲକ୍ଷ୍ୟ: ତାରାପ୍ରସାଦ ବାହିନୀପତି ବିଧାୟକ

ଜୟପୁର:ସହର ମଧ୍ୟରେ ରହିଥିବା ଦୁଇ ସର୍ବପୁରାତନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟର ରୁପରେଖର ସଂପୁର୍ଣ୍ଣ ପରିବର୍ତ୍ତନ କରିବା ମୋ ଲକ୍ଷ୍ୟ ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଆଜି ଅପରାହ୍ନରେ ଅଚାନକ ଭାବେ ସେ ଉଭୟ ବିଦ୍ୟାଳୟରେ ପହଚିଂ…
ଅଧିକ ଖବର ଦେଖନ୍ତୁ...

ବିଜୁ ବାବୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କୁ ସେବା କାଗଜ କଳ ଶ୍ରମିକ କର୍ମଚାରୀ ଓ ସଂଗଠନର ନିବେଦନ : ଆମ ମିଲ୍ ପୁନଃ…

ଜୟପୁର: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୫ତମ ଜୟନ୍ତୀ ସେବା କାଗଜ କଳ ଶ୍ରମିକ କର୍ମଚାରୀ ଓ ସଂଗଠନ ମାନଙ୍କ ଦ୍ୱାରା ପାଳିତ ହୋଇଛି । ଜୟପୁର ସହରର ମୁଖ୍ୟ ଟ୍ରାଫିକ ଛକ ରେ ବିଜୁ ବାବୁଙ୍କ ଫଟୋଚିତ୍ର ରେ ପୁଷ୍ପ ଅର୍ପଣ କରାଯାଇଥିଲା। ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସେବା କାଗଜ କଳ…
ଅଧିକ ଖବର ଦେଖନ୍ତୁ...

ଗୁପ୍ତେଶ୍ବର ପୀଠରେ ମହାଶିବରାତ୍ରୀ: କୋଭଡି-୧୯ କଟକଣା ସହ ହେବ ପାଳନ

କୋରାପୁଟ: ପ୍ରସିଦ୍ଧ ଗୁପ୍ତେଶ୍ବର ପୀଠରେ କୋଭିଡ-୧୯ ଗାଇଡଲାଇନ ଅନୁସାରେ ମହାଶିବରାତ୍ରୀ ପାଳନ ହେବ। ଏ ନେଇ କୋରାପୁଟ  ଜିଲ୍ଲାପାଳ ଆଜି ଗାଇଡଲାଇନ ଜାରି କରିଛନ୍ତି। ଶିବରାତ୍ରୀ ସମୟରେ ପୂଜକଙ୍କୁ ନେଇ କେବଳ ନୀତି ହେବ। ଶ୍ରଦ୍ଧାଳୁଙ୍କ ପାଇଁ ଗୁପ୍ତେଶ୍ବର ମନ୍ଦିର ମନା ରହିବ। ବାହାର…
ଅଧିକ ଖବର ଦେଖନ୍ତୁ...

ଜଳୁଛି ଜଙ୍ଗଲ, ଧୂଆଁମୟ ହାଲ୍‌ ସହରାଞ୍ଚଳ

ସେମିଲିଗୁଡା /ସୁନାବେଡା: ଶିମିଳିପାଳ ଅଭୟାରଣ୍ୟ ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଲାଗିଥିବା ନିଆଁ ଆୟତ୍ତକୁ ଆସିନଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ସ୍ଥାନରେ ଜଙ୍ଗଲ ଜଳିବାରେ ଲାଗିଛି। ହାଲ୍‌ ସହରାଞ୍ଚଳ ମଧ୍ୟରେ ଥିବା ଭାଲୁ ପାହାଡ଼ରେ ଅଳ୍ପ କିଛି ଦିନ ତଳେ ନିଆଁ ଲାଗି ସମଗ୍ର…
ଅଧିକ ଖବର ଦେଖନ୍ତୁ...

୮ଟି ଗ୍ରାମର ଜୀବନରେଖା ବୋଲାଉଥିବା ସିଡାପୁଟ ପୋଲ ଭୁଶୁଡ଼ିଲା

କୋରାପୁଟ: କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍ ଅଞ୍ଚଳରେ ଥିବା ସିଡାପୁଟ ପୋଲ ଭୁଶୁଡ଼ିଥିବାର ଖବର ମିଳିଛି।। ଆଜି ସକାଳେ ଏକ ଟ୍ରାକ୍ଟର୍ ପୋଲ ପାର କରୁଥିବା ବେଳେ ଭୁଶୁଡ଼ି ପଡ଼ିଥିଲା। ପୋଲ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି ପରେ ମଧ୍ୟ ୮ଗୋଟି ଗ୍ରାମର ଜୀବନରେଖା ବୋଲାଉ ଥିବା…
ଅଧିକ ଖବର ଦେଖନ୍ତୁ...

ଗ୍ରୀଷ୍ମ ମୁକାବିଲା ନେଇ ପ୍ରଶାସନିକ ପ୍ରସ୍ତୁତି; ସୁରେଇ ବଦଳରେ ରହିବ ପ୍ଲାଷ୍ଟିକ ବଡ ଟାଙ୍କି

କୋରାପୁଟ: ଖରା ବଢିବା ପୂର୍ବରୁ ସମସ୍ତ ନଳକୂପ ମରାମତି ଓ ପାଇପ ଜଳ ଯୋଗାଣ ବ୍ୟବସ୍ଥାକୁ ଶୃଙ୍ଖଳିଳ କରାଯିବାକୁ କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍‌. ଅଖତ୍‌ର ନିର୍ଦେଶ ଦେଇଛନ୍ତି। ଆଜି ସ୍ଥାନୀୟ ସଦଭାବନା ସଭାଗୃହରେ ଅ˚ଶୁଘାତ ମୁକାବିଲା ଓ ଜଳକଷ୍ଠ ଦୂରୀକରଣ ନେଇ ଅନୁଷ୍ଠିତ ବୈଠକରେ…
ଅଧିକ ଖବର ଦେଖନ୍ତୁ...

ସ୍ବୟଂ ଶାସିତ ବିକ୍ରମ ଦେବ ମହାବିଦ୍ୟାଳୟର ଫୁଟ୍ ଓଭର ବ୍ରିଜ୍ କାମ ସରିବ କେବେ?

ଜୟପୁର: ୬୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧିନ ରହିଛି ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଫୁଟ ଓଭରବ୍ରିଜ। ବହୁ ବାଦ୍ବି‌ବାଦ୍ ଏବଂ ଡିଜାଇନ୍ ଆସିବା ବିଳମ୍ବ ମଧ୍ୟରେ ଏବେ ଏହି କାମ ଚାଳିଛି। କିଛି ଗଛ ଓ କଲେଜ ସମ୍ମୁଖରେ ଯାଇଥିବା ବିଦ୍ୟୁତ ତାର୍ କାମରେ ବାଧା ସାଜିଥିଲା। ଏହା ଫଳରେ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିବେଶକୁ ବଦଳାଇ ଦେଇଛି ଗୋଲାପ ଓ ଔଷଧୀୟ ବଗିଚା

ଜୟପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିବେଶକୁ ବଦଳାଇ ଦେଇଛି ଏହା ପରିସରରେ ଥିବା ଗୋଲାପ ଓ ଔଷଧୀୟ ବଗିଚା। ରଂଗ, ହଳଦୀ, ଧଳା ଆଦି ଭଳିକି ଭଳି ଗୋଲାପ ଫୁଲ ସାଙ୍ଗକୁ ବିଭିନ୍ନ ଔଷଧୀୟ ଗଛ ଡାକ୍ତରଖାନାର ପରିବେଶକୁ ଭିନ୍ନ ରୁପ ଦେଇଛି। ପରିବେଶ ସୁସ୍ଥ , ସୁନ୍ଦର, ସତେଜ ରହିବା ଦ୍ବାରା…
ଅଧିକ ଖବର ଦେଖନ୍ତୁ...