କୋରାପୁଟରେ ଏବେ ବି ବଞ୍ଚିଛି ବାର୍ଟର ପଦ୍ଧତି

କୋରାପୁଟ ଜିଲ୍ଲାର ମହିଳାମାନେ ଅନେକ ବର୍ଷ ପୂର୍ବରୁ ପ୍ରଚଳିତ ଥିବା ବହୁ ପରମ୍ପରାକୁ ଆଜି ବି ଛାଡି ନାହାନ୍ତି। ସାଂପ୍ରତିକ ଯୁଗରେ ବୈଦ୍ୟୁତିକ ଯନ୍ତ୍ର ଚାଳିତ ଓଜନ ମେସିନ୍ ଓ ନିକତୀରେ ଓଜନ କରି ବିଭିନ୍ନ ସାମଗ୍ରୀ ବିକ୍ରି କରାଯାଉଛି।

kpt-barter system

କୋରାପୁଟ: ଯୁଗ ବଦଳିଛି। ଲୋକେ ମହାକାଶରେ ପହଚିଂ ସାରିଥିଲେ ହେଁ ଏବେ ବି କୋରାପୁଟ ଜିଲ୍ଲାର ମହିଳାମାନେ ଅନେକ ବର୍ଷ ପୂର୍ବରୁ ପ୍ରଚଳିତ ଥିବା ବହୁ ପରମ୍ପରାକୁ ଆଜି ବି ଛାଡି ନାହାନ୍ତି। ସାଂପ୍ରତିକ ଯୁଗରେ ବୈଦ୍ୟୁତିକ ଯନ୍ତ୍ର ଚାଳିତ ଓଜନ ମେସିନ୍ ଓ ନିକତୀରେ ଓଜନ କରି ବିଭିନ୍ନ ସାମଗ୍ରୀ ବିକ୍ରି କରାଯାଉଛି। ଆଜି ବି କୋରାପୁଟ ଜିଲ୍ଲାରେ ଚାଳିଛି ବାର୍ଟର ପଦ୍ଧତି।

ଏହି ଖବର ପଢ଼ନ୍ତୁ: ସୁଙ୍କି ଘାଟିର ଅବସ୍ଥା ସାଂଘାତିକ

କୋରାପୁଟ ଜିଲ୍ଲାର ଗ୍ରାମାଂଚଳର ମହିଳାମାନେ ଏବେ ବି ମାଣ, ଡବା, ଗ୍ଲାସରେ ଚୁଡ଼ା, କୋଳଥ, ବିରି, ଝୁଡୁଙ୍ଗ ମଂଜି, କାଙ୍ଗୁ ଚାଉଳ, ମୁଗ, କାନ୍ଦୁଲ ମଂଜି, ସୋୟାବିନ ମଞ୍ଜି, କାଜୁ ମଂଜି ଆଦି ବିକ୍ରି କରୁଛନ୍ତି। କୋରାପୁଟ ଜିଲ୍ଲାସଦରମହକୁମା ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ସାପ୍ତାହିକହାଟରେ ଏ ସବୁ ଏହି ପଦ୍ଧତିରେ ବିକ୍ରି ହେଉଛି।

ଏହି ଖବର ପଢ଼ନ୍ତୁ: ଜରାଜୀର୍ଣ୍ଣ ଅବସ୍ଥାରେ ଗୋପୀନାଥଙ୍କ ବାସଗୃହ

ସମୟ ବଦଳିଛି। କିନ୍ତୁ କେରାପୁଟ ଜିଲ୍ଲାର ଗ୍ରାମାଂଚଳର ମହିଳାମାନେ ଏବେ ଅନେକ ପୁରୁଣା ଅଭ୍ୟାସକୁ ଛାଡ଼ିପାରି ନାହାନ୍ତି। ମାଣ, ଡବା, ଗ୍ଲାସରେ ଚୁଡ଼ା, କୋଳଥ, ବିରି, ଝୁଡୁଙ୍ଗ ମଂଜି, କାଙ୍ଗୁ ଚାଉଳ, ମୁଗ, କାନ୍ଦୁଲ ମଂଜି, ସୋୟାବିନ ମଞ୍ଜି, କାଜୁ ମଂଜି ଆଦି ବିକ୍ରି କରୁଛନ୍ତି। କୋରାପୁଟ ଜିଲ୍ଲାସଦରମହକୁମା ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ସାପ୍ତାହିକହାଟରେ ଏ ସବୁ ଏହି ପଦ୍ଧତିରେ ବିକ୍ରି ହେଉଛି।

ଏହି ଖବର ପଢ଼ନ୍ତୁ: ପୁଲିସ ଗୁଳିରେ ୭ ନକ୍ସଲ ନିହତ

ତେବେ ଯୁଗ ବଦଳି ଯାଇଥିଲେ ହେଁ କୋରାପୁଟ ଜିଲ୍ଲାର ମହିଳାମାନେ ଏହି ରାଜରାଜୁଡା ଅମଳର ପରମ୍ପରା ବାରଟର ପଦ୍ଧତିକୁ ଛାଡି ପାରିନାହାନ୍ତି। ଲୋକେ ବି ଏହି ପଦ୍ଧତିକୁ ସହଜରେ ଗ୍ରହଣ କରୁଛନ୍ତି। ତେବେ ଏହି ଅତ୍ୟାଧୁନିକ ଯୁଗରେ ଆଉ କେତେ ଦିନ ଏହି ପଦ୍ଧତି ବଂଚି ରହିବ ତାହା ଦେଖିବାକୁ ବାକି ରହିଲା।

ଏହି ଖବର ପଢ଼ନ୍ତୁ: ମହିଳାଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କ ଉପହାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe