Advertisment

School: ସ୍କୁଲପିଲାଙ୍କୁ ମାରିବାକୁ ମାଲକାନଗିରିରେ ଦୁର୍ବୃତ୍ତଙ୍କ ଉଦ୍ୟମ

Advertisment

ଛୋଟଛୋଟ ପିଲାମାନଙ୍କୁ ଭଗବାନଙ୍କର ଅବତାର ବୋଲି କୁହାଯାଇଥାଏ। ଆତ୍ମା ଶାନ୍ତି ହେଉ ଅଥବା ଭଲକାମ ମନେ କରି ଛୋଟ ପିଲାମାନଙ୍କୁ ଅନେକ ଲୋକ ଖାଇବାକୁ ମଧ୍ୟ ଦେଇଥାନ୍ତି। ପିଲାମାନଙ୍କୁ ଖୁସି କରିବା ପାଇଁ କିଛି ଲୋକ ବାଳକ ଭୋଜନ ମଧ୍ୟ ଦେଇଥାନ୍ତି।

ଛୋଟଛୋଟ ପିଲାମାନଙ୍କୁ ଭଗବାନଙ୍କର ଅବତାର ବୋଲି କୁହାଯାଇଥାଏ। ଆତ୍ମା ଶାନ୍ତି ହେଉ ଅଥବା ଭଲକାମ ମନେ କରି ଛୋଟ ପିଲାମାନଙ୍କୁ ଅନେକ ଲୋକ ଖାଇବାକୁ ମଧ୍ୟ ଦେଇଥାନ୍ତି। ପିଲାମାନଙ୍କୁ ଖୁସି କରିବା ପାଇଁ କିଛି ଲୋକ ବାଳକ ଭୋଜନ ମଧ୍ୟ ଦେଇଥାନ୍ତି।

ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ଛୋଟଛୋଟ ପିଲାମାନଙ୍କୁ ଭଗବାନଙ୍କର ଅବତାର ବୋଲି କୁହାଯାଇଥାଏ। ଆତ୍ମା ଶାନ୍ତି ହେଉ ଅଥବା ଭଲକାମ ମନେ କରି ଛୋଟ ପିଲାମାନଙ୍କୁ ଅନେକ ଲୋକ ଖାଇବାକୁ ମଧ୍ୟ ଦେଇଥାନ୍ତି। ପିଲାମାନଙ୍କୁ ଖୁସି କରିବା ପାଇଁ କିଛି ଲୋକ ବାଳକ ଭୋଜନ ମଧ୍ୟ ଦେଇଥାନ୍ତି। ସେହିପରି ଅନେକଗୁଡ଼ିଏ ସାମାଜିକ ସଂଗଠନ ରହିଛି, ଯେଉଁମାନେ କି ଶିଶୁ ବିକାଶ କ୍ଷେତ୍ରରେ କାମ କରନ୍ତି। ତେମେ ଆମ ସମାଜରେ ଅନେକ ଲୋକ ପିଲାମାନଙ୍କର ପାଇଁ ଭଲ କାମ କରୁଥିବା ବେଳେ ଆଉ କିଛି ଲୋକ ମନ୍ଦ ଚିନ୍ତା କରୁଛନ୍ତି। ମାଲକାନଗିରି ଜିଲ୍ଲାରୁ ଏଭଳି ଚିତ୍ର ଆସିଛି। ପାଣି ଟାଙ୍କିରେ ବିଷ ମିଶାଇ ଦୁର୍ବୃତ୍ତମାନେ ପିଲାମାନଙ୍କୁ ମାରିବା ପାଇଁ ଉଦ୍ୟମ କରିଛନ୍ତି। 

ଆହୁରି ପଢ଼ନ୍ତୁ: Pakistan : ପାକିସ୍ତାନୀଙ୍କ ଭବିଷ୍ୟତ ଆଇଏସଆଇ ସ୍ଥିର କରେ : ଖୱାଜା ଆସିଫ୍

ମାଲକାନଗିରିରେ ବଡ଼ ଷଡ଼ଯନ୍ତ୍ର

ଦୁର୍ବୃତ୍ତମାନେ ମାଲକାନଗିରି ଜିଲ୍ଲାର ଏକ ବିଦ୍ୟାଳୟ ପରିସରରେ ଥିବା  ପାଣି ଟାଙ୍କିରେ ବିଷ ମିଶାଇ ଦେଇଛନ୍ତି। ଏଭଳି ଏକ ଘଟଣା ଘଟିଛି ମାଥିଲି ବ୍ଳକ ଦଳବପତିଗୁଡା ଫଂଚାୟତର ସିନ୍ଧାବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ପାଣିଟାଙ୍କିରେ ବିଷକ୍ରିୟା ନେଇ ଜଣାପଡ଼ିବା ପରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଫଳରେ ଛାତ୍ରଛାତ୍ରୀମାନେ ବଡ଼ ଅଘଟଣରୁ ମଧ୍ୟ ବର୍ତ୍ତି ଯାଇଛନ୍ତି।

ଆହୁରି ପଢ଼ନ୍ତୁ: Accident: ଶବ ସତ୍କାର ପାଇଁ ଯାଇ ନିଜେ ଶବ ପାଲଟିଗଲେ ଯୁବକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe