College Student Death: ରାୟଗଡ଼ାରେ କଲେଜ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଡିଗ୍ରି ଶେଷ ବର୍ଷ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛିI ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ଜଣଙ୍କ ହେଲେ ଲିଜା ପୀଡ଼ିକାକା (୨୦)I ତାଙ୍କ ଘର  ମୁନିଗୁଡା ଥାନା ନିଆଳି ଗ୍ରାମ ବୋଲି ଜଣାପଡିଛି I

Dead

College student dead body recovered from Rayagada. Photograph: (sambad)

ରାୟଗଡ଼ା: ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଡିଗ୍ରି ଶେଷ ବର୍ଷ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛିI ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ଜଣଙ୍କ ହେଲେ ଲିଜା ପୀଡ଼ିକାକା (୨୦)I ତାଙ୍କ ଘର  ମୁନିଗୁଡା ଥାନା ନିଆଳି ଗ୍ରାମ ବୋଲି ଜଣାପଡିଛି I

ଆହୁରି ପଢ଼ନ୍ତୁ: Ashwini Vaishnaw: ରେଳ କର୍ମଚାରୀଙ୍କୁ ପ୍ରଶଂସା କରି ଦୀପାବଳିର ଶୁଭେଚ୍ଛା ଜଣାଇଲେ ଅଶ୍ବିନୀ ବୈଷ୍ଣବ

ଲିଜା ରାୟଗଡ଼ା ଗାନ୍ଧୀନଗର ୪ର୍ଥ ଲାଇନରେ ରହୁଥିଲେI ପ୍ରାରମ୍ଭିକ ସୂଚନା ଅନୁଯାୟୀ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛିI କିନ୍ତୁ ଲିଜା କେଉଁ କାରଣରୁ ଆତ୍ମହତ୍ୟା କରିଲେ ତାହା ସ୍ପଷ୍ଟ ହୋଇନାହିଁI ରାୟଗଡ଼ା ଥାନା ପୁଲିସ ଏନେଇ ତଦନ୍ତ କରୁଛିI

ଆହୁରି ପଢ଼ନ୍ତୁ: Happy Diwali: ଅଦରକାରୀ ସାମଗ୍ରୀରୁ ଆକର୍ଷଣୀୟ କଳାକୃତି: ଦୀପାବଳିରେ ରାଜଧାନୀ ରାସ୍ତା କଡ଼ରେ ନିଆରା ଦୀପର ପସରା ମେଳାଇଛନ୍ତି ବାଲେଶ୍ବରର ଶିଳ୍ପୀ ପ୍ରିୟଙ୍କା

Rayagada | dead

ରିପୋର୍ଟ: ଶିବ ପ୍ରସାଦ ଦୋରା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe