ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ପୂର୍ତ୍ତବିଭାଗର ଆଉ ଏକ କେଳେଙ୍କାରୀ : ରାସ୍ତା ମରାମତି କାମରେ ଲକ୍ଷ ଲକ୍ଷ ଚଳୁ! ପିସି ହାତେଇବାକୁ ହେଉନି ଟେଣ୍ଡର

ରାଉରକେଲା : ରାଉରକେଲା ପୂର୍ତ୍ତ ବିଭାଗରେ ବର୍ଷ ବର୍ଷ ଧରି ଚାଲିଛି ବେଆଇନ କାମ। କ୍ୱାର୍ଟର୍ସ, ରାସ୍ତା ମରାମତିରେ ବର୍ଷକୁ ଟେଣ୍ଡର ଫିକ୍ସିଂରେ କୋଟି କୋଟି ଟଙ୍କାର ଗନ୍ଧ ବାହାରୁଛି। ଜେଇ, ଏସ୍‌ଡିଓଙ୍କ ସହ କିଛି କରିତକର୍ମା ଠିକାଦାର ମିଳି ମିଶି ଏଭଳି ଦୁର୍ନୀତି ପ୍ରୋତ୍ସାହନ ଦେଉଥିବା…
ଅଧିକ ଖବର ଦେଖନ୍ତୁ...

ବେଆଇନ୍‌ କରତ କଳରେ ଚଢ଼ଉ, ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କାଠ ଓ ମେସିନ୍‌ ଜବତ

ସମ୍ବଲପୁର: କ୍ଷେତରାଜପୁର ବଙ୍ଗାଳିପଡ଼ାରେ ବେଆଇନ୍‌ କରତ କଳ ଚାଲିଥିବା ନେଇ ସୂଚନା ମିଳିବା ପରେ ଗୁରୁବାର ସକାଳୁ ବନବିଭାଗର ଏକ ଟିମ୍‌ ଚଢ଼ଉ କରିଥିଲା। ଏହି ଘଟଣାରେ ବନବିଭାଗ ୫୦ ସିଏଫ୍‌ଟି ଶାଗୁଆନ କାଠ ସମେତ ଅନ୍ୟାନ୍ୟ କାଠ ଜବତ କରିଛି। ଜବତ କାଠଗୁଡ଼ିକର ମୂଲ୍ୟ ଆନୁମାନିକ ଭାବେ ୧.୫ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

୫ଶହ ଟପିଲା ସୁନ୍ଦରଗଡ଼, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ କରୋନା ପଜିଟିଭ୍ ଏଯାବତ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୫୭୭ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୦୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୧୬ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୬୧ଜଣ…
ଅଧିକ ଖବର ଦେଖନ୍ତୁ...

ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍: ଜଣେ ମୃତ, ୭ ଶ୍ରମିକ ଆହତ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁରୁ  ଝାଡ଼ଖଣ୍ଡ ଓଡଗାଁ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟିପଡ଼ିଛି l ଏହାଫଳରେ ଘଟଣା ସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି l ଅନ୍ୟ ସାତ ଶ୍ରମିକ ଆହତ ହୋଇଛନ୍ତି l ଆହତମାନଙ୍କୁ ପ୍ରଥମେ ହାତିବାରୀ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଜିଲ୍ଲାରେ ‘ସୁପରସ୍ପ୍ରେଡର୍’ ବୃଦ୍ଧ, ତାଙ୍କ ସଂସ୍ପର୍ଶରେ ଆସି ୨ ଦିନ ମଧ୍ୟରେ ୯୫ ଜଣ ଲୋକ କରୋନା ପଜିଟିଭ୍…

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ବୃଦ୍ଧଙ୍କ ସଂସ୍ପର୍ଶରେ ଆସି ୨ ଦିନ ମଧ୍ୟରେ ୯୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡ଼ିଛି । ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ଯାହାଫଳରେ ବୃଦ୍ଧ ଜଣକ ଜିଲ୍ଲାର ଜଣେ ‘ସୁପରସ୍ପ୍ରେଡର୍’ ପାଲଟି…
ଅଧିକ ଖବର ଦେଖନ୍ତୁ...

ଏବେ ବି ସଂକ୍ରମିତଙ୍କ ସଂଖ୍ୟାରେ ଗଞ୍ଜାମ ଜିଲ୍ଲା ଶୀର୍ଷରେ, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରୁ କେତେଜଣ କରୋନା ପଜିଟିଭ୍…

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୫୨୭ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୬ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ପ୍ରାଣ ହରାଇଲେ ଆଉ ୬ ସଂକ୍ରମିତ, ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହାଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଦତ୍ତ ସୂଚନା ଅନୁଯାୟୀ ସେମାନଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚରେ ବନ୍ଦୀ ଝାଡ଼ଖଣ୍ଡର ୧୨ ଯୁବକଙ୍କୁ ଉଦ୍ଧାର କଲା ପୁଲିସ

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ‘ଏ’ ସେକ୍ଟର ଜିଏଲ୍‌ ଚର୍ଚ୍ଚରେ ପ୍ରାୟ ୬ ଦିନ ଧରି ବନ୍ଦୀ ଥିବା ଝାଡ଼ଖଣ୍ଡର ୧୨ ଯୁବକଙ୍କୁ ଗତକାଲି ରାତିରେ ବନ୍ଧମୁଣ୍ଡା ପୁଲିସ ଉଦ୍ଧାର କରିଛି। ଏହି ଘଟଣାରେ ବନ୍ଧମୁଣ୍ଡା ପୁଲିସ ବନ୍ଧମୁଣ୍ଡା ‘ଡି’ କେବିନର ବିଲ୍‌କନ୍‌ ଭେଙ୍ଗ୍ରାଙ୍କୁ ଥାନାରେ ଅଟକ…
ଅଧିକ ଖବର ଦେଖନ୍ତୁ...

ବୀରମିତ୍ରପୁର ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ମାମଲା: ଡିଜିପିଙ୍କୁ ଜବାବ ତଲବ କଲେ ଏନ୍‌ସିଏସ୍‌ଟି

ରାଉରକେଲା: ବହୁଚର୍ଚ୍ଚିତ ବୀରମିତ୍ରପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ ନ୍ୟାସନାଲ କମିସନ୍‌ ଫର୍‌ ସିଡ୍ୟୁଲ ଟ୍ରାଇବ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଜବାବ ତଲବ କରିଛି। ବିଜେପି ନେତ୍ରୀ ସୁକେସି ଓରାମ ଏହି ମାମଲାକୁ ଆୟୋଗଙ୍କ ସମ୍ମୁଖକୁ ଆଣିଥିଲେ। ଆୟୋଗ ଏକ ମାସ…
ଅଧିକ ଖବର ଦେଖନ୍ତୁ...

ହୋମ୍ କ୍ୱାରେଣ୍ଟାଇନରେ ରହିଲେ ପୋକ୍ସୋ କୋର୍ଟ ବିଚାରପତି

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ର ପୋକ୍ସୋ କୋର୍ଟର ବିଚାରପତି ଓ ତାଙ୍କର ୧୦ଜଣ କର୍ମଚାରୀ ହୋମ୍‌ କ୍ୟାରେଣ୍ଟାଇନ୍‌ରେ ରହିଛନ୍ତି। ୧୬୪ ଧାରାରେ ବୀରମିତ୍ରପୁର ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିବା ଦୁଇଜଣ କନଷ୍ଟେବଳ ଗତକାଲି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିଚାରପତି ଓ କୋର୍ଟର ସମସ୍ତ…
ଅଧିକ ଖବର ଦେଖନ୍ତୁ...