ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ତିନି ଶିଶୁଙ୍କୁ ଛାଡି ମା’ର ଆତ୍ମହତ୍ୟା ତିନି ଦିନ ପୂର୍ବରୁ ହୋଇଥିଲା ସ୍ୱାମୀ ସହ କଳି

ରାଉରକେଲା: ସ୍ୱାମୀ-ସ୍ତ୍ରୀଙ୍କ କଳି ଆଗରେ ତିନିଟି ଛୁଆର ଭବିଷ୍ୟତ ଅର୍ଥହୀନ ହୋଇଯାଇଛି । ସ୍ୱାମୀଙ୍କ ସହିତ ପାରିବାରିକ କଳହ ଯୋଗୁଁ ଜଣେ ତିନିଟି ପିଲାର ମା’ ଆତ୍ମହତ୍ୟା କରିବାକୁ ପଛାଇ ନାହାନ୍ତି । ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମା’ର ଆତ୍ମହତ୍ୟା ପରେ…
ଅଧିକ ଖବର ଦେଖନ୍ତୁ...

ଥମୁନି ହାତୀ ଉପଦ୍ରବ: ଘର ଛାରଖାର କକିବା ସହ ଖାଇଗଲେ ଖାଦ୍ୟ ସାମଗ୍ରୀ, ଅଳ୍ପକେ ବର୍ତ୍ତିଲେ ୱାର୍ଡ ମେମ୍ବର

ରାଉରକେଲା: କୋଇଡା ବ୍ଲକ ମାଲଦା ପଞ୍ଚାୟତ ଗିଡେଇ ଗ୍ରାମରେ ୧୦ ଗୋଟି ଜଙ୍ଗଲି ହାତୀ ପଶି ଯାଇ ୪ ନଂ ୱାର୍ଡର ୱାର୍ଡ ମେମ୍ବର ଗମ୍ବାରୀ ମୁଣ୍ଡା ଗତକାଲି ନିଜ ଘରେ ସପରିବାର ଶୋଇଥିବା ବେଳେ ଅଚାନକ ୧୦ ଗୋଟି ହାତୀ ଆସି ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଛାରଖାର କରିଥିବା ବେଳେ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଗୋଆରୁ ରାଉରକେଲା ଫେରିଲେ ୯୨ ପ୍ରବାସୀ, କିଛି ସମୟ ପରେ ପହଞ୍ଚିବେ ସୁରତ ଫେରନ୍ତା

ରାଉରକେଲା: ଗୋଆ ମଦଗାଓଁ ରୁ ଫେରୁଲେ ୯୨ ପ୍ରବାସୀ। ଆଜି ଅପରାହ୍ନ ପ୍ରାୟ ୪ଟାରେ ସ୍ଵତନ୍ତ୍ର ଶ୍ରମିକ ଟ୍ରେନ ରାଉରକେଲା ଷ୍ଟେସନରେ ପହଁଚିଲା। ପ୍ରବାସୀଙ୍କ ମଧ୍ୟରେ ୩୫ ଜଣ ଝାଡଝଣ୍ଡ, ୧୨ ଜଣ ପଶ୍ଚିମବଙ୍ଗର ଓ ଅନ୍ୟ ୪୫ଜଣ ରାଉରକେଲା, ବଣାଇ, ଲାଠିକଟ, ନୂଆଗାଁ, ସାରନଗରୀ ଅଂଚଳର। ପ୍ରବାସୀଙ୍କ…
ଅଧିକ ଖବର ଦେଖନ୍ତୁ...

ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ; ଚାରି ଗିରଫ

ରାଉରକେଲା: ରାଉରକେଲାସ୍ଥିତ ବାସନ୍ତୀ କଲୋନୀରେ ପୂର୍ବ ଶତ୍ରୁତାକୁୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ୪ଜଣ ଆହତ ହୋଇଛନ୍ତି। ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆରଜିଏଚ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆହତ ହୋଇଥିବା ଦୁଇଜଣଙ୍କ ନାମ ରାଜେଶ…
ଅଧିକ ଖବର ଦେଖନ୍ତୁ...

୧୬୬୦ରେ ପହଞ୍ଚିଲା ରାଜ୍ୟରେ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୬୬୦ରେ ପହଞ୍ଚିଛି | ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ତଥ୍ୟ ଅନୁଯାୟୀ, ଏହି ୬୭ଜଣ କରୋନା ଆକ୍ରାନ୍ତଙ୍କ ଭିତରୁ୨୮ଜଣ ଗୁଜୁରାଟ ଫେରନ୍ତା…
ଅଧିକ ଖବର ଦେଖନ୍ତୁ...

୨୦ଟି ସ୍ଥାନରେ ଆର୍‌ଏମ୍‌ସି ଖୋଲିଲା ଜଳଛତ୍ର

ରାଉରକେଲା: ଡହ ଡହ ଖରାରେ ପାଣିଟୋପେ ପାଇଁ ପଥଚାରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। କରୋନା ମୁକାବିଲାରେ ବ୍ୟସ୍ତ ଥିବା ଜିଲ୍ଲା ପ୍ରଶାସନ ପ୍ରତିବର୍ଷ ପରି ଚଳିତ ଥର ଜଳ ଛତ୍ର ଖୋଲିବାକୁ ଭୁଲି ଯାଇଥିଲା। ସଂକ୍ରାନ୍ତୀୟ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ରାଉରକେଲା…
ଅଧିକ ଖବର ଦେଖନ୍ତୁ...

ପିଏଲଏଫଆଇ ଜୋନାଲ କମାଣ୍ଡର ସଚିତ ସିଂ ଗିରଫ

ରାଉରକେଲା: ଝାରଖଣ୍ଡ ଓଡିଶା ସୀମାନ୍ତ ବେଶ ସକ୍ରିୟ ଥିବା ଜୋନାଲ କମାଣ୍ଡର ସଚିତ ସିଂକୁ ଝାରଖଣ୍ଡର ସୀମାଡେଗା ପୁଲିସ ଗିରଫ କରିଛି l ତା ନିକଟରୁ ରେଗୁଲାର ଇନସାସ ରାଇଫଲ ଜବତ ହୋଇଛି l ତାର ଜଣେ ଘନିଷ୍ଟ ସହଯୋଗୀ ଜୋନ ସୁରିନକୁ ମଧ୍ୟ ଗିରଫ କରାଯାଇଛି । ଗତ ଦଶ ବର୍ଷ ଧରି ସଚିତ ସିଂ ଓଡିଶା…
ଅଧିକ ଖବର ଦେଖନ୍ତୁ...

କଣ୍ଟେନମେଣ୍ଟ ଜୋନରେ ସ୍ଥିତି ଶାନ୍ତ: ବଫର ଜୋନରେ ଖୋଲିଲା ଦୋକାନ ବଜାର

ରାଉରକେଲା : ଗତକାଲି କଣ୍ଟେନମେଣ୍ଟ ଜୋନରେ ଲାଗି ରହିଥିବା ଉତ୍ତେଜନା ଆଜି ସୁଧାର ଆସିଛି l ଯେଉଁ ସ୍ଥାନରେ ଉତ୍ତେଜନା ହୋଇଥିଲା ସେଠାରେ ଭଙ୍ଗା ଯାଇଥିବା ବାରିକେଡ଼କୁ ପୁଣି ବାନ୍ଧି ଦିଆଯାଇଛି l ଅନ୍ୟାନ୍ୟ ସ୍ଥାନରେ ଭଙ୍ଗା ଯାଇଥିବା ବ୍ୟାରିକେଡ଼ ସେମିତି ପଡିଛି l ଗତକାଲି ପରି ଆଜି…
ଅଧିକ ଖବର ଦେଖନ୍ତୁ...

କଣ୍ଟେନମେଣ୍ଟ ଜୋନ୍‌ରେ ଉତ୍ତେଜନା ସୀମା ଲଂଘିଲା, ବ୍ୟାରିକେଡ୍‌ ଭାଙ୍ଗିଲେ, ପୁଲିସ ଟେଣ୍ଟ ଭାଙ୍ଗି ଫିଙ୍ଗିଦେଲେ

ରାଉରକେଲା: ରାଉରକେଲା କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଗତକାଲି ରାତିଠାରୁ ଲାଗି ରହିଥିବା ଉତ୍ତେଜନା ଆଜି ବିସ୍ଫୋରକ ରୂପ ନେଇଛି। ପୁଲିସ ଉପରକୁ ଟେକାମାଡ଼, ବ୍ୟାରିକେଡ ଓ ପୁଲିସ ତମ୍ବୁ ଭଙ୍ଗାରୁଜା ତଥା ଜଳାପୋଡ଼ା ପରେ ବର୍ତ୍ତମାନ ଯଦିଓ ସ୍ଥିତି କିଛିଟା ଶାନ୍ତ ପଡ଼ିଛି, କିନ୍ତୁ ଆଲୋଚନା ପରେ…
ଅଧିକ ଖବର ଦେଖନ୍ତୁ...

ପୁଣି ଆସିଲା ଖୁସି ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ୮୪ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ଲାଗି ଖୁସି ଖବର। ସାଧାରଣ ଭାବେ ଅଧିକାଂଶ ଦିନ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିବା ବେଳେ ସୁସ୍ଥଙ୍କ ସଂଖ୍ୟା କମ୍ ରହିଥାଏ। ମାତ୍ର ଆଜି ସକାଳେ ରାଜ୍ୟରେ ୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେ‌ଳେ ୮୪ ଜଣ ସୁସ୍ଥ ହୋଇଥିବା ଖବର ଆସିଛି। ଏହାଫଳରେ…
ଅଧିକ ଖବର ଦେଖନ୍ତୁ...