ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଆଶା ଓ ଇତିହାସ

ଆବେଗ ଶୂନ୍ୟ ଭାବରେ ଆଇନର ତର୍ଜମା କରି ରାୟ ଶୁଣାଇବା ହେଉଛି ନ୍ୟାୟମୂର୍ତ୍ତିମାନଙ୍କର କାର୍ଯ୍ୟ। ତେଣୁ ଇତିହାସ ସୃଷ୍ଟି କଲା ଭଳି କୌଣସି ନାଟକୀୟ ଘଟଣାରେ ସମ୍ପୃକ୍ତ ରହିବା ବିଚାରପତିମାନଙ୍କ ପାଇଁ ସ୍ବାଭାବିକ ଭାବରେ ବିରଳ ହୋଇଥାଏ। ଆଉ କୌଣସି ଜଣେ ନିର୍ଦ୍ଦିଷ୍ଟ ବିଚାରପତି ଦୁଇ ଦୁଇ ଥର…
ଅଧିକ ଖବର ଦେଖନ୍ତୁ...

ନ’ ନଭେମ୍ବର

ଗଲା ଶନିବାର, ନଭେମ୍ବର ୯ ତାରିଖ ଦିନ ମାନ୍ୟବର ସର୍ବୋଚ୍ଚ ଅଦାଲତ ଦୀର୍ଘ କାଳ ଧରି ଚାଲିଆସିଥିବା ଅତ୍ୟନ୍ତ ସ୍ପର୍ଶକାତର ଅଯୋଧୢା ଜମି ବିବାଦ ମାମଲାରେ ତାଙ୍କର ଚୂଡ଼ାନ୍ତ ରାୟ ଶୁଣାଇବା ପରେ ଆମ ସାଧାରଣତନ୍ତ୍ର ଯେଉଁ ଭଳି ଭାବରେ ତାର ପ୍ରତିକ୍ରିୟା ପ୍ରକାଶ କରିଛି, ତାକୁ ଇ˚ରେଜୀ ଭାଷାର…
ଅଧିକ ଖବର ଦେଖନ୍ତୁ...

ନର୍କକୁ ରାସ୍ତା…

ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ଇତିହାସ ଅଧ୍ୟାପକଙ୍କ ଗୋଟିଏ କଥା ଆଜି ମୋ ମନକୁ ଆସୁଛି। ବିଶ୍ୱଯୁଦ୍ଧ ସମ୍ପର୍କରେ ଆଲୋଚନା କଲାବେଳେ ସେ ଜଣେ ପ୍ରବୀଣ ଐତିହାସିକଙ୍କ ଏକ ଚମତ୍କାର ଉକ୍ତିକୁ ଉଦ୍ଧାର କରୁଥିଲେ: Road to hell is paved with good intentions. ଅର୍ଥାତ୍‌…
ଅଧିକ ଖବର ଦେଖନ୍ତୁ...

ସମତଳ କ୍ରୀଡ଼ା ପ୍ରାଙ୍ଗଣ

୨୦୧୩ ମସିହାରେ ପ୍ରସାରିତ ପ୍ରସିଦ୍ଧ ଇ˚ରେଜୀ ଟକ୍‌ ସୋ’ ଓପ୍ରା ଵିନ୍‌ଫ୍ରି ସୋ’ରେ କି˚ବଦନ୍ତୀୟ ଦ୍ରୁତ ସାଇକେଲ ଚାଳକ ଲାନ୍‌ସ ଆର୍ମଷ୍ଟ୍ରଙ୍ଗ ଯେତେବେଳେ ସ୍ବୀକାର କଲେ ଯେ ନିଜ ପ୍ରଦର୍ଶନର ସ୍ତର ବୃଦ୍ଧି ଲାଗି ସେ ନିଷିଦ୍ଧ ଔଷଧ ନେଉଥିଲେ, ଏବ˚ କେବେ ହେଲେ ‘ଡୋପ୍‌’ ପରୀକ୍ଷାରେ ଧରା ପଡ଼ି…
ଅଧିକ ଖବର ଦେଖନ୍ତୁ...

ଏଡ୍‌ସ ଅସ୍ପୃଶ୍ୟ

ଆଜିକୁ ଠିକ ଅଠେଇଶ ବର୍ଷ ତଳେ, ଅର୍ଥାତ୍‌ ୧୯୯୧ ମସିହା, ନଭେମ୍ବର ୭ ତାରିଖରେ ପ୍ରସିଦ୍ଧ ଆମେରିକୀୟ ବାସ୍କେଟ ବଲ ତାରକା ଇଅରଭିନ୍‌ ‘ମାଜିକ୍‌’ ଜନସନ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସ୍ବୀକାର କଲେ ଯେ ସେ ଏଚ୍‌ଆଇଭି ଭୂତାଣୁ ଦ୍ବାରା ସ˚କ୍ରମିତ। ଏଚ୍‌ଆଇଭି ଭୂତାଣୁ ସ˚କ୍ରମଣକୁ ଘେରି ରହିଥିବା…
ଅଧିକ ଖବର ଦେଖନ୍ତୁ...

କ୍ୟାପ୍‌ଟେନ୍‌ କୁକୁର

ମନେ କର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଵାଲ୍‌ ଏବ˚ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର‌୍‌ ସି˚ହ ହେଉଛନ୍ତି ପରସ୍ପରର ପଡେ଼ାଶୀ ଏବ˚ କ୍ୟାପ୍‌ଟେନ୍‌ ‘ଥର‌୍‌’ ନାମକ ଏକ ଫ୍ରେଞ୍ଚ୍‌ ମାଷ୍ଟିଫ୍‌ କୁକୁର ପାଳିଛନ୍ତି, ଯିଏ ରାତି ସାରା ଭୁକୁଥାଏ। ଜାଗ୍ରତ ପ୍ରହରୀ…
ଅଧିକ ଖବର ଦେଖନ୍ତୁ...

ବିଷାଦଗ୍ରସ୍ତ କ୍ରିକେଟର

ଅଷ୍ଟ୍ରେଲିଆର କ୍ରିିକେଟ୍‌ ଖେଳାଳି ଗ୍ଲେନ ମାକ୍‌ସେଵଲ୍‌ ମାନସିକ ଅବସାଦର ଶିକାର ହୋଇ କ୍ରିକେଟରୁ କିଛି ଦିନ ପାଇଁ ବିରତି ନେଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ଏକ ଟି-ଟ୍ବେଣ୍ଟି ମ୍ୟାଚ୍‌ରେ ସେ ଆକର୍ଷଣୀୟ ଇନି˚ସ ଖେଳି ଅଷ୍ଟ୍ରେଲିଆର ବିଜୟରେ ସହାୟକ ହୋଇଥିଲେ। ମ୍ୟାଚ ପରେ ସେ ମାନସିକ ଅବସାଦ…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିପାତ, ଚାରି ଦିନିଆ କାର୍ଯ୍ୟ ସପ୍ତାହ

କର୍ମଚାରୀମାନଙ୍କ କାର୍ଯ୍ୟ ସମୟ ସହିତ କାର୍ଯ୍ୟରେ ସଫଳତାର କି ସଂପର୍କ ରହିଛି, ‌େସ ବାବଦରେ ଜାପାନରେ ହୋଇଥିବା ଏକ ପରୀକ୍ଷାରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ ଫର୍ମୁଲାର ପ୍ରୟୋଗ କରାଯାଇଛି। ‘ମାଇକ୍ରୋସଫ୍‌ଟ’ କଂପାନିର ଜାପାନ ଶାଖାରେ ଗଲା ଅଗଷ୍ଟ ମାସରେ ହୋଇଥିବା ଏହି ପରୀକ୍ଷଣରେ…
ଅଧିକ ଖବର ଦେଖନ୍ତୁ...

ଅକ୍ଷତ ପ୍ରାଚୀର

ଶେଷରେ ଆଞ୍ଚଳିକ ଅବାଧ ବାଣିଜ୍ୟ ଚୁକ୍ତି ‘ଆର‌୍‌ସିଇପି’ ସହିତ ସମ୍ପୃକ୍ତ ହେବା ପାଇଁ ଭାରତ ଖୋଜୁଥିବା ଧୂସର ଇଲାକା ତାକୁ ନ ମିଳିବାରୁ ଭାରତ ଏଥିରେ ସାମିଲ ନ ହେବାକୁ ନିଷ୍ପତ୍ତି ନେଇଛି ବୋଲି ସୋମବାର ଦିନ ସରକାର ଘୋଷଣା କରି ଏ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାରେ ଅନ୍ତ…
ଅଧିକ ଖବର ଦେଖନ୍ତୁ...

ରାଜାଙ୍କ ରୋଷେଇୟା

ଆଶ୍ରମରେ ଯେଉଁ ତରୁଣ ରୋଷେଇ କରୁଥିଲା, ତାର ପ୍ରତିଭା ଦେଖି ଦିନେ ସନ୍ନ୍ୟାସୀ ତାକୁ କହିଲେ- ବାବୁ, ତୁ ଜଣେ ପ୍ରତିିଭାବାନ ଯୁବକ। ତୁ ଚାହିଁଲେ ଅନନ୍ୟ ରୋଷେଇୟାରେ ପରିଣତ ହେବୁ। କିନ୍ତୁ ‌େସଥି ଲାଗି ତୋତେ ଦରକାର ସୁଯୋଗ। ତେଣୁ ଚାଲ, ରାଜାଙ୍କୁ କହି ତାଙ୍କ ପାଖରେ ତୋତେ ରୋଷେଇୟା…
ଅଧିକ ଖବର ଦେଖନ୍ତୁ...