ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ ଫଳାଫଳ-୨୦୨୦

ଗୁରୁଦ୍ବାରାରେ ପ୍ରାର୍ଥନା କଲେ ଭଗୱନ୍ତ ଓ ଚନ୍ନି: ଭଗୱନ୍ତଙ୍କ ଘର ଆଗରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଚଣ୍ଡୀଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଭୋଟ ଗଣତି ଜାରି ରହିଥିବା ବେଳେ ସେଠାକାର ପ୍ରାରମ୍ଭିକ ଟ୍ରେଣ୍ଡକୁ ନେଇ ଆପ୍ ଓ କଂଗ୍ରେସ ଦଳ ଉତ୍ସାହିତ ଥିବା ପରିଲକ୍ଷିତ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ଉଭୟ ଆସନରେ ଆଗୁଆ ରହିଛନ୍ତି। ଏଣେ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ମହାନଗର ନିଗମ ମେୟର ପାଇଁ ଡ. ସବିତା ସୁଆରଙ୍କୁ ପ୍ରାର୍ଥୀ କଲା ବିଜେପି

ବ୍ରହ୍ମପୁର/ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ବ୍ରହ୍ମପୁର ମହାନଗର ନିଗମ (ବିଏମସି) ମେୟର୍‌ ପଦବି ପାଇଁ ଡ. ସବିତା ସୁଆରଙ୍କୁ ନିଜର ପ୍ରାର୍ଥୀ କରିଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଭାରତୀୟ ପାର୍ଟି ଆଜି ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ ଜିଲ୍ଲା ପରିଷଦ ନିର୍ବାଚନ ଫଳାଫଳ-୨୦୨୨

ନିର୍ବାଚନ ମଣ୍ଡଳୀ (ଜୋନ୍‌ ସଂଖ୍ୟା)   ବିଜେଡି, ବିଜେପି, କଂଗ୍ରେସ ୧. ଆଠମଲ୍ଲିକ(୧) ୧୨୫୪୯,  ୭୦୧୦, ୧୪୬୦ ୨. ଆଠମଲ୍ଲିକ(୫) ୧୩୫୮୫,  ୧୧୧୩୬, ୨୯୩୫ ୩. ଆଠମଲ୍ଲିକ(୧୧) ୧୦୧୦୬, ୯୬୮୫, ୭୬୫ ୪. ଛେଣ୍ଡିପଦା(୧୪) ୧୨୦୪୮, ୧୧୩୦୧, ୧୦୫୯ ୫. ଛେଣ୍ଡିପଦା(୨୫) ୧୬୩୮୬, ୧୩୩୮୪, ୯୯୪ ୬.…
ଅଧିକ ଖବର ଦେଖନ୍ତୁ...

ପ୍ରଥମଠାରୁ ଅଧିକ: ଦ୍ବିତୀୟ ପର୍ଯ୍ୟାୟରେ ୭୮.୩ ପ୍ରତିଶତ ମତଦାନ

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ଦିନ ଦ୍ବିତୀୟ ପର୍ଯ୍ୟାୟରେ ଏଥର ରେକର୍ଡ ସଂଖ୍ୟକ ମତଦାନ ହୋଇଛି। ଶୁକ୍ରବାର ୭୮.୩% ଲୋକ ମତଦାନ କରିଛନ୍ତି। ଗତ ନିର୍ବାଚନରେ ମତଦାନ ହାର ପର୍ଯ୍ୟାୟ ଅନୁଯାୟୀ ବଢ଼ିଥିବାବେଳେ ଏଥର ବି ସେହି ଧାରା ବଜାୟ ରହିଛି ବୋଲି ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ବଣାଇରେ ପ୍ରାକ୍ ନିର୍ବାଚନୀ ହିଂସା: ସମିତି ସଭ୍ୟା ମହିଳା ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ରାଉରକେଲା: ଆସନ୍ତ ୧୬ ତାରିଖରେ ହେବାକୁ ଯାଉଛି ବଣାଇରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ତା ପୂର୍ବରୁ ନିର୍ବାଚନୀ ହିଂସାର ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ୟା ପାର୍ଥୀ ପୁଷ୍ପିତା ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆଜି ସକାଳେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁରରେ ସ୍ଥିତି ଗଡ଼ବଡ଼; ବିଜେପିରେ କନ୍ଦଳ, ବିଜେଡି ନିରବ

ବରଗଡ଼ / ପଦ୍ମପୁର : ପଦ୍ମପୁର ନିର୍ବାଚନ ମଣ୍ତଳୀରେ ରାଜନୈତିକ ଦଳ ଗୁଡ଼ିକର ସ୍ଥିତି ଗୋଳମାଳିଆ ସ୍ଥିତିରେ ରହିଛି। କୌଣସି ଦଳ ସ୍ଥିର ଭାବେ ପ୍ରଚାର ଅଭିଯାନ ଚଳାଇ ନାହାନ୍ତି। ଏଠାକାର ନିର୍ବାଚନୀ ମାହୋଲକୁ ଠଉରାଇବା କାଠିକର ପାଠ ହୋଇଛି। କାହା ସପକ୍ଷରେ ହାୱା ରହୁଛି, ଭୋଟ୍‌ ସ୍ରୋତ କାହା…
ଅଧିକ ଖବର ଦେଖନ୍ତୁ...

ତେଜସ୍ୱୀ କହିଲେ ବିହାରରେ ନୂତନ ସରକାର ଗଠନ କରିବ ମହାଗଠବନ୍ଧନ; ନବ ନିର୍ବାଚିତ ବିଧାୟକଙ୍କୁ ପାଟଣା ନ ଛାଡ଼ିବାକୁ…

ପାଟନା / ନୂଆଦିଲ୍ଲୀ: ବିହାର ନିର୍ବାଚନ ଫଳାଫଳ ଘୋଷଣା ହୋଇଯିବା ପରେ ଏବେ ନୂତନ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଯାଇଛି। ଏହି ପରିପ୍ରେକ୍ଷୀରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ସରକାର ଗଠନ ପାଇଁ ଏନ୍‌ଡିଏ ପକ୍ଷରୁ ଉଦ୍ୟମ ଚାଲିଥିବା ବେଳେ ମହାଗଠବନ୍ଧନ…
ଅଧିକ ଖବର ଦେଖନ୍ତୁ...

ବିହାର ନିର୍ବାଚନ ଫଳାଫଳ: ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର

ନୂଆଦିଲ୍ଲୀ/ପାଟନା: କୌଣସି ଜନମତ ସର୍ଭେ ଆକଳନ ଠିକ୍‌ ହେଲା ନାହିଁ। ଜନମତ ସର୍ଭେରେ ଯେଉଁ ଫଳାଫଳ ଆସିଥିଲା ବିହାର ନିର୍ବାଚନ ଫଳାଫଳ ତାର ଠିକ ଓଲଟା ଆସିଲା। ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବଙ୍କ ମଧ୍ୟରେ କଡ଼ା ଟକ୍କର ହେଲା ସତ, କିନ୍ତୁ ଶେଷରେ ଏନ୍‌ଡିଏକୁ ମିଳିଲା ବିଜୟ ମୁକୁଟ। ୨୪୩ ଆସନରୁ…
ଅଧିକ ଖବର ଦେଖନ୍ତୁ...

ଭୋଟ୍‌ ଗଣତି ପାଇଁ ଏତେ ଲମ୍ବା ସମୟ କାହିଁକି ?

ପାଟନା: ବିହାର ବିଧାନସଭା ନିର୍ବାଚନ ଓ ୧୧ଟି ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନର ଫଳ ବହୁତ ବିଳମ୍ବରେ ଆସିଛି। ଅପରାହ୍ନ ୧ଟା ସୁଦ୍ଧା ବିହାରରେ ପ୍ରାୟ ୨୦ରୁ ୨୫ ପ୍ରତିଶତ ଭୋଟ୍‌ ଗଣତି ହୋଇଥିବା ବେଳେ ବିଳମ୍ବିତ ରାତି ସୁଦ୍ଧା ମଧ୍ୟ ସ୍ଥିତି ସ୍ପଷ୍ଟ ହୋଇନଥିଲା। ଚଳିତ ନିର୍ବାଚନରେ ଭୋଟ୍‌…
ଅଧିକ ଖବର ଦେଖନ୍ତୁ...

ଜାତୀୟ ପ୍ରେକ୍ଷାପଟ୍ଟରେ ବିହାର ନିର୍ବାଚନର ଗୁରୁତ୍ୱ

ନୂଆଦିଲ୍ଲୀ : ବିହାରରରେ ଏକଦା ଜେଡିୟୁର ଅଂଶୀଦାର ଥିବା ବିଜେପି ଏବେ ଏକକ ବୃହତ୍ତମ ଦଳ ଭାବେ ଉଭା ହେବାକୁ ଯାଉଛି। ସରକାର ବିରୋଧରେ ଥିବା ଲୋକଙ୍କ ଅସନ୍ତୋଷ ଯୋଗୁଁ ନୀତୀଶ କୁମାରଙ୍କ ଜେଡିୟୁ ବହୁ ଆସନ ହରାଇଛି। ତେବେ ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚାର ଯୋଗୁଁ…
ଅଧିକ ଖବର ଦେଖନ୍ତୁ...