Motherhood: ମାତୃତ୍ବର ଅନନ୍ୟ ଅଭିବ୍ୟକ୍ତି

Advertisment

ସନ୍ତାନସମ୍ଭବା ନାରୀମାନେ ନିଜ ଉଦରକୁ ପଣତ ତଳେ ଲୁଚାଇ ରଖିବାର ଯୁଗ ଆଉ ନାହିଁ। ଏବେକା ସମୟରେ ମାତୃତ୍ବକୁ ଦୁନିଆ ସମ୍ମୁଖରେ ପ୍ରଦର୍ଶିନ କରି ମହିଳାମାନେ ଗୌରବାନ୍ବିତ ଅନୁଭବ କରୁଛନ୍ତି।

ସନ୍ତାନସମ୍ଭବା ନାରୀମାନେ ନିଜ ଉଦରକୁ ପଣତ ତଳେ ଲୁଚାଇ ରଖିବାର ଯୁଗ ଆଉ ନାହିଁ। ଏବେକା ସମୟରେ ମାତୃତ୍ବକୁ ଦୁନିଆ ସମ୍ମୁଖରେ ପ୍ରଦର୍ଶିନ କରି ମହିଳାମାନେ ଗୌରବାନ୍ବିତ ଅନୁଭବ କରୁଛନ୍ତି।

SFHHSFFHVXB

ସନ୍ତାନସମ୍ଭବା ନାରୀମାନେ ନିଜ ଉଦରକୁ ପଣତ ତଳେ ଲୁଚାଇ ରଖିବାର ଯୁଗ ଆଉ ନାହିଁ। ଏବେକା ସମୟରେ ମାତୃତ୍ବକୁ ଦୁନିଆ ସମ୍ମୁଖରେ ପ୍ରଦର୍ଶିନ କରି ମହିଳାମାନେ ଗୌରବାନ୍ବିତ ଅନୁଭବ କରୁଛନ୍ତି। ବିଶେଷ କରି ସେଲିବ୍ରିଟିମାନେ ‘ବେବି ବମ୍ପ୍‌’ ଦେଖାଇ ସୋସିଆଲ୍‌ ମିଡିଆରେ ଫଟୋ ପୋଷ୍ଟ୍‌ କରିବା ଏକ ନୂଆ ଧାରାରେ ପରିଣତ ହୋଇଛି। 

Horoscope 2026 February 21 : ଜାଣନ୍ତୁ ଆଜିର ରାଶିଫଳ

ଏଭଳି ଏକ ନୂଆ ଟ୍ରେଣ୍ଡ୍‌ରେ ସାମିଲ୍‌ ହୋଇଛନ୍ତି ଅନୀଲ ତନୟା ସୋନମ କପୁର। ବଲିଉଡ୍‌ ଅଭିନେତ୍ରୀ ସୋନମ ଦ୍ବିତୀୟ ଥର ମାଆ ବନିବ‌ାକୁ ଯାଉଥିବା ବେଳେ ଖୁବ୍‌ ଆନନ୍ଦ ସହକାରେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ‘ବେବି ବମ୍ପ୍‌’ ପ୍ରଦର୍ଶିତ କରି ଫଟୋ ପୋଷ୍ଟ୍‌ କରିଛନ୍ତି। ଫଟୋରେ ସୋନମ ଠିକ୍‌ ରାଣୀଟିଏ ପରି ସଜେଇ ହୋଇଛନ୍ତି। ଗୋଲାପି ରଂଗର କଲମକରି ଶାଢ଼ି ସହ ମ୍ୟାଚିଂ ଅଳଙ୍କାର ଲଗାଇ ସେ ବେଶ୍‌ ନିଆରା ଲାଗୁଛନ୍ତି। ତାଙ୍କ ଆଖିର କଜଳ ଓ ଗଭାର ଗଜରା ସୋନମଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି। 

Narendra Modi: ଦୃଢ଼ ଡାଟା ପ୍ରଶାସନର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ୱାରୋପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe