Chakrant: ଜାନୁଆରି ୧୬ରେ ‘ଚକ୍ରାନ୍ତ’

Advertisment

ସୌରଭ ପାଢ଼ୀଙ୍କ ପ୍ରଯୋଜିତ ତଥା ପିନୁ ନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’ ୨୦୨୬ ଜାନୁଆରି ୧୬ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଏଥିରେ ପ୍ରଥମ ଥର ଲାଗି ମଣ୍ଟୁ-ଭୂମିକାଙ୍କ ଯୋଡ଼ିକୁ ଦର୍ଶକ ଦେଖିବାକୁ ପାଇବେ।

Updated On

ସୌରଭ ପାଢ଼ୀଙ୍କ ପ୍ରଯୋଜିତ ତଥା ପିନୁ ନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’ ୨୦୨୬ ଜାନୁଆରି ୧୬ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଏଥିରେ ପ୍ରଥମ ଥର ଲାଗି ମଣ୍ଟୁ-ଭୂମିକାଙ୍କ ଯୋଡ଼ିକୁ ଦର୍ଶକ ଦେଖିବାକୁ ପାଇବେ।

ଅଦ୍ୟତନ ହୋଇଛି
fsfsxvbv

ସୌରଭ ପାଢ଼ୀଙ୍କ ପ୍ରଯୋଜିତ ତଥା ପିନୁ ନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’ ୨୦୨୬ ଜାନୁଆରି ୧୬ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଏଥିରେ ପ୍ରଥମ ଥର ଲାଗି ମଣ୍ଟୁ-ଭୂମିକାଙ୍କ ଯୋଡ଼ିକୁ ଦର୍ଶକ ଦେଖିବାକୁ ପାଇବେ। ହରିହର ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଧରିତ୍ରୀ ଖଣ୍ଡୁଆଳ, ସୁରଭି, ସୌମ୍ୟ ଶତପଥୀ, ଶୁଭମ୍ ପାଢ଼ୀ, ସୁମନ ମହାନ୍ତି, କୁସୁମ ତ୍ରିପାଠୀ, ପ୍ରମୋଦ, ତୁଷାର, ଉମାକାନ୍ତ, ନିରଞ୍ଜନ ନିରୁଆ ଓ କୃଷ୍ଣାରାଣୀ ଦାଶ ପ୍ରମୁଖ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି।

Cold Waves: ଅସହ୍ୟ ଥଣ୍ଡା ଯୋଗୁଁ ଓଡ଼ିଶାର ଦାର୍ଜିଲିଂରେ ଲୋକେ କଲବଲ

‘ଚକ୍ରାନ୍ତ’ର କାହାଣୀ ଦିଶା ପାଢ଼ୀ ଲେଖିଥିବା ବେଳେ ପୁଣ୍ୟତୋୟା ମିଶ୍ର ଏହାର ସହ-ପ୍ରଯୋଜନା କରିଛନ୍ତି। ଡକ୍ଟର ନିର୍ମଳ ନାୟକ ଓ ଡକ୍ଟର ରଘୁନାଥ ସାହୁଙ୍କ ଗୀତକୁ ସ୍ବରରେ ସଜାଇଛନ୍ତି ଅଭିଜିତ ମଜୁମଦାର। ଅମିତ ନାୟକ ଓ କବୀର ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ସିନେମାଟୋଗ୍ରାଫି କରିଛନ୍ତି ସୁଦର୍ଶନ ସେନାପତି। ଏହାର ବିତରଣ ଦାୟିତ୍ବ ବହନ କରିଛନ୍ତି ପ୍ରକାଶ ଫିଲ୍ମସ।

New Delhi: ଗୋଟିଏ ପରିବାରର ୩ଜଣଙ୍କ ସମୁହ ଆତ୍ମହତ୍ୟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe