Shah Rukh Khan:ଜନ୍ମଦିନରେ ପ୍ରଶଂସକଙ୍କୁ ସରପ୍ରାଇଜ ଦେଇ ଖୁସି କରାଇ ଦେଲେ କିଙ୍ଗ ଖାନ୍

Advertisment

ଜନ୍ମଦିନରେ କିଙ୍ଗ ଖାନ୍ ତାଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ରିଟର୍ଣ୍ଣ ଗିଫ୍ଟ ଦେଇଛନ୍ତି। ଶାହରୁଖ ଫିଲ୍ମ ‘କିଙ୍ଗ’ର ପ୍ରଥମ ଲୁକ୍ ସେୟାର କରି ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଅଭିନେତାଙ୍କୁ ଏକ ପ୍ରଭାବଶାଳୀ ଲୁକରେ ଦେଖିବାକୁ ମିଳୁଛି।

ଜନ୍ମଦିନରେ କିଙ୍ଗ ଖାନ୍ ତାଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ରିଟର୍ଣ୍ଣ ଗିଫ୍ଟ ଦେଇଛନ୍ତି। ଶାହରୁଖ ଫିଲ୍ମ ‘କିଙ୍ଗ’ର ପ୍ରଥମ ଲୁକ୍ ସେୟାର କରି ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଅଭିନେତାଙ୍କୁ ଏକ ପ୍ରଭାବଶାଳୀ ଲୁକରେ ଦେଖିବାକୁ ମିଳୁଛି।

Untitled-2

shah-rukh-khan-reveals-his-first-look Photograph: (@sambad.in)

ନୂଆଦିଲ୍ଲୀ: ବଲିଉଡର କିଙ୍ଗ ଖାନ୍ ଶାହରୁଖ ଖାନ ନଭେମ୍ବର ୨ ତାରିଖରେ ୬୦ ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି। ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ମଧ୍ୟରାତ୍ରିରୁ ପ୍ରଶଂସକମାନେ ଶାହରୁଖଙ୍କ ଘର "ମନ୍ନତ" ବାହାରେ ଭିଡ଼ ଜମାଇ ଦେଇଛନ୍ତି। 

୬୦ ବର୍ଷ ବୟସରେ ପ୍ରଦାର୍ପଣ କଲେ ଶାହରୁଖ

ଜନ୍ମଦିନରେ ଅଭିନେତା ତାଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ରିଟର୍ଣ୍ଣ ଗିଫ୍ଟ ଦେଇଛନ୍ତି। ଶାହରୁଖ ଫିଲ୍ମ ‘କିଙ୍ଗ’ର ପ୍ରଥମ ଲୁକ୍ ସେୟାର କରି ଏକ ଭିଡିଓ ପୋଷ୍ଟ କରିଛନ୍ତି।ଯେଉଁଥିରେ ଅଭିନେତାଙ୍କୁ ଏକ ପ୍ରଭାବଶାଳୀ ଲୁକରେ ଦେଖିବାକୁ ମିଳୁଛି। ‘କିଙ୍ଗ’ରେ ଶାହରୁଖ ଖାନ ପୁଣି ଥରେ ଆକ୍ସନ୍ ସିକ୍ୱେନ୍ସ ରେ ନଜର ଆସିବେ।

ଅଧିକପଢ଼ନ୍ତୁ:ମଇଦାନରେ ରାଜନୈତିକ ପରିବାରର ମହିଳା ପ୍ରାର୍ଥୀ: ଆରଜେଡି-ଜେଡିୟୁ ରୁ ଆରମ୍ଭ କରି ବିଜେପି ପର୍ଯ୍ୟନ୍ତ ବ୍ୟାପିଛି ବଂଶବାଦ

ଭିଡିଓ ସେୟାର କରି ଅଭିନେତା ଲେଖିଛନ୍ତି, "ଶହଟି ଦେଶରେ ବଦନାମ୍, ଦୁନିଆ ଦେଲା କେବଳ ଗୋଟିଏ ନାମ - #KING #KingTitleReveal। ଏହା ସୋ'ର ସମୟ! ସିନେମା ୨୦୨୬ରେ..."

ଶାହରୁଖ ଫିଲ୍ମ ‘କିଙ୍ଗ’ର ପ୍ରଥମ ଲୁକ୍ ସେୟାର

ଶାହରୁଖ ଖାନଙ୍କୁ ଶେ।ଷ ଥର ପାଇଁ "ଡଙ୍କି" ଫିଲ୍ମରେ ଦେଖିବାକୁ ମିଳିଥିଲା। ସେ ତାପସୀ ପନ୍ନୁ ଏବଂ ଭିକି କୌଶଲ ଭଳି ଷ୍ଟାରଙ୍କ ସହ ଅଭିନୟ କରିଥିଲେ। ଏହି ଫିଲ୍ମଟି ୨୦୨୩ ମସିହାରେ ମୁକ୍ତିଲାଭ କରିଥିଲା। ଅଭିନେତା ଏବେ "କିଙ୍ଗ୍" ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି, ଯେଉଁଥିରେ ସେ ପ୍ରଥମ ଥର ପାଇଁ ଝିଅ ସୁହାନା ଖାନଙ୍କ ସହ ସ୍କ୍ରିନ୍ ସେୟାର କରିବେ। ଏହି ଫିଲ୍ମଟି ୨୦୨୬ ମସିହାରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

ଅଧିକପଢ଼ନ୍ତୁ:ବିଶ୍ୱ ରେକର୍ଡ ପାଇଁ ବରେଲିର ପୁଅ ଆଦିତ୍ୟ ୯ ଦିନ ଉପାସ ରହି ୨୨୦ ଘଣ୍ଟା ଲଗାତାର ପୁସ୍ତକ ପଢ଼ିବା ଆରମ୍ଭ କଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe