୭ମାସ ପୂର୍ବରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲା ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତ

Advertisment

ସୈଫଙ୍କୁ ଛୁରାମାଡ଼ ହେବା ଘଟଣାକୁ ନେଇ ମୁମ୍ବାଇ ପୁଲିସ ପ୍ରତିକ୍ରିୟା ଦେଇ କହିଛି,‘ ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତ ଶରିଫୁଲ ଇସଲାମ ଶହଜାଦ ମହମ୍ମଦ ରୋହିଲ୍ଲା ଅମୀନ ଫକିର(୩୦) ବାଂଲାଦେଶରେ ବସବାସ କରେ।

ସୈଫଙ୍କୁ ଛୁରାମାଡ଼ ହେବା ଘଟଣାକୁ ନେଇ ମୁମ୍ବାଇ ପୁଲିସ ପ୍ରତିକ୍ରିୟା ଦେଇ କହିଛି,‘ ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତ ଶରିଫୁଲ ଇସଲାମ ଶହଜାଦ ମହମ୍ମଦ ରୋହିଲ୍ଲା ଅମୀନ ଫକିର(୩୦) ବାଂଲାଦେଶରେ ବସବାସ କରେ।

wqe


ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ ହେବା ପରଠାରୁ ଘଟଣା ସହିତ ଜଡ଼ିତ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି। 

ଅଧିକପଢ଼ନ୍ତୁ:ଭଉଣୀର ବିବାହ: ପୋଷାକ କିଣିବାକୁ ଯାଇ ଜୀବନ ହରାଇଲେ ୨ ଭଉଣୀ

ସୈଫଙ୍କୁ ଛୁରାମାଡ଼ ହେବା ଘଟଣାକୁ ନେଇ ମୁମ୍ବାଇ ପୁଲିସ ପ୍ରତିକ୍ରିୟା ଦେଇ କହିଛି,‘ ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତ ଶରିଫୁଲ ଇସଲାମ ଶହଜାଦ ମହମ୍ମଦ ରୋହିଲ୍ଲା ଅମୀନ ଫକିର(୩୦) ବାଂଲାଦେଶରେ ବସବାସ କରେ। ସେ ୭ମାସ ପୂର୍ବରୁ ବେଆଇନ ଭାବେ ଭାରତରେ ପ୍ରବେଶ କରି ମୁମ୍ବାଇ ଆସିଥିଲା।

ମୁମ୍ବାଇ ଆସିବା ପୂର୍ବରୁ ସେ କିଛିଦିନ ପଶ୍ଚିମବଙ୍ଗରେ ରହିଥିଲା। ଏହାପରେ ସେଠାକାର ବାସିନ୍ଦା ଖୁକୁମୋନି ଜହାଙ୍ଗୀର ସେଖାଙ୍କ ଆଧାରକାର୍ଡ ବ୍ୟବହାର କରି ସିମ କଣିଥିଲା। ଆଉ ନିଜ ନାମ ପରିବର୍ତ୍ତନ କରି ବିଜୟ ଦାସ ରଖିଥିଲି। ଏହାପରେ ଚାକିରି ପାଇଁ ମୁମ୍ବାଇ ଆସିଥିଲା। 

ଅଧିକପଢ଼ନ୍ତୁ:ବିବାହର ଦୁଇମାସ ପରେ ନିଜର ପିଣ୍ଡଦାନ କଲେ ମହିଳା
 

୭ମାସ ପୂର୍ବରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିବା ପାଇଁ ଶରିଫୁଲ ଇସଲାମ ଦାବକି ନଦୀ ଅତିକ୍ରମ କରିଥିଲା। ମୁମ୍ବାଇ ପହଞ୍ଚିବା ପରେ ସେ ଏମିତି ସ୍ଥାନମାନଙ୍କରେ କାମ ଖୋଜିବା ଆରମ୍ଭ କରିଥିଲା ଯେଉଁ ସ୍ଥାନରେ ତାକୁ ଦସ୍ତାବିଜର ଆବଶ୍ୟକ ପଡ଼ିବ ନାହିଁ। ଏଭଳି ସମୟରେ ଶ୍ରମିକ ଠିକାଦାର ଅମିତ ପାଣ୍ଡେ ତାକୁ ହାଟେଲରେ ହାଉସକିପିଂର କାମ ଦେବାରେ ସାହାଯ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe