Odia boy Gulzar: ବଙ୍ଗଳା ଛବିରେ ଓଡ଼ିଆ ପୁଅ ଗୁଲଜାର୍

Advertisment

ବଙ୍ଗଳା ଚଳଚ୍ଚିତ୍ର ଜଗତର ଜଣାଶୁଣା ନିର୍ଦ୍ଦେଶକ ରାହୁଲ ଶାହାଙ୍କ ନୂଆ ଛବି ‘ଆଗୁନ୍‌’ରେ ଅଭିନୟ କରୁଛନ୍ତି ଓଡ଼ିଆ ପୁଅ ଗୁଲଜାର୍‌। ବାଲିପାଟଣାର ସାହେବ ନଗର ନିବାସୀ ଶେଖ୍ ସିଦ୍ଦିକି ଓ ଫାତମା ବିବିଙ୍କ ପୁଅ ଶେଖ୍ ଗୁଲଜାର୍ ହୁସେନ୍....

ବଙ୍ଗଳା ଚଳଚ୍ଚିତ୍ର ଜଗତର ଜଣାଶୁଣା ନିର୍ଦ୍ଦେଶକ ରାହୁଲ ଶାହାଙ୍କ ନୂଆ ଛବି ‘ଆଗୁନ୍‌’ରେ ଅଭିନୟ କରୁଛନ୍ତି ଓଡ଼ିଆ ପୁଅ ଗୁଲଜାର୍‌। ବାଲିପାଟଣାର ସାହେବ ନଗର ନିବାସୀ ଶେଖ୍ ସିଦ୍ଦିକି ଓ ଫାତମା ବିବିଙ୍କ ପୁଅ ଶେଖ୍ ଗୁଲଜାର୍ ହୁସେନ୍....

dgadggdavzcv

ବଙ୍ଗଳା ଚଳଚ୍ଚିତ୍ର ଜଗତର ଜଣାଶୁଣା ନିର୍ଦ୍ଦେଶକ ରାହୁଲ ଶାହାଙ୍କ ନୂଆ ଛବି ‘ଆଗୁନ୍‌’ରେ ଅଭିନୟ କରୁଛନ୍ତି ଓଡ଼ିଆ ପୁଅ ଗୁଲଜାର୍‌। ବାଲିପାଟଣାର ସାହେବ ନଗର ନିବାସୀ ଶେଖ୍ ସିଦ୍ଦିକି ଓ ଫାତମା ବିବିଙ୍କ ପୁଅ ଶେଖ୍ ଗୁଲଜାର୍ ହୁସେନ୍ ଏହା ପୂର୍ବରୁ ନିର୍ଦ୍ଦେଶକ ରାହୁଲ ଶାହାଙ୍କ ବଙ୍ଗଳା ଛବି ‘ମୋମୋ ଦି ଗେମ୍ ଅଫ୍ ଡେଥ୍’ରେ ମଧ୍ୟ ଅଭିନୟ କରିଥିଲେ।

Forest Fire: ୬୦ ସ୍ଥାନରେ ନିଆଁ ଆୟତ୍ତ କଲା ବନ ବିଭାଗ

‘ଆଗୁନ୍‌’ରେ ଗୁଲଜାରଙ୍କ ସହ ବିଭିନ୍ନ ଭୂମିକାରେ ସାନୁ, ସୃଷ୍ଟି ବିଶ୍ବାସ, ମୋନୋଜିତ ବୋରାଲ, ଅନସୂୟା ସାମନ୍ତ, ରୂପା ମହାପାତ୍ର, ଦେବଜିତ ପଣ୍ଡା, ଋଷଭ ସରକାର ପ୍ରମୁଖ ବଙ୍ଗୀୟ କଳାକାର ଅଭିନୟ କରୁଛନ୍ତି। କ୍ଷୁଦ୍ର ଓ ପ୍ରାମାଣିକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେବା ସହ ଅଭିନୟ କରି ଜାତୀୟସ୍ତରରେ ବି ସମ୍ମାନିତ ହୋଇଛନ୍ତି ଗୁଲଜାର। 

Hockey: ବେଲ୍‌ଜିୟମ୍‌ର ବିଜୟଧାରା ଜାରି; ଆସନ୍ତାକାଲି ଭାରତ-ବେଲ୍‌ଜିୟମ ମୁକାବିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe