ଅନେକଥର ଜୀବନ ହାରିବାକୁ ଉଦ୍ୟମ କରିଛି

Advertisment

୨୦୧୮ରେ ସାଜିଦ ଖାନ ହାଉସଫୁଲ ୪ର ସୁଟିଂ କରୁଥିବା ବେଳେ ଅନେକ ମହିଳା ତାଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିିଥିଲେ। ଭୟରେ ସେ ମା’ଙ୍କୁ ଏ ବିଷୟରେ ଜଣାଇ ନଥିଲେ।

୨୦୧୮ରେ ସାଜିଦ ଖାନ ହାଉସଫୁଲ ୪ର ସୁଟିଂ କରୁଥିବା ବେଳେ ଅନେକ ମହିଳା ତାଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିିଥିଲେ। ଭୟରେ ସେ ମା’ଙ୍କୁ ଏ ବିଷୟରେ ଜଣାଇ ନଥିଲେ।

୍କମ୍

ମୁମ୍ବାଇ:  ୨୦୧୮ରେ ସାଜିଦ ଖାନ ହାଉସଫୁଲ ୪ର ସୁଟିଂ କରୁଥିବା ବେଳେ ଅନେକ ମହିଳା ତାଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିିଥିଲେ। ଏହାପର ଠାରୁ ତାଙ୍କ ଜୀବନ ଏକ ଭିନ୍ନ ମୋଡ଼ ନେଇଥିଲେ।

 ସାଜିଦ ଖାନଙ୍କ ନାମରେ ମିଠୁର ଅଭିଯୋଗ ଆସିବା ପରେ ତାଙ୍କ ହାତରୁ କାମ ଚାଲି ଯାଇଥିଲା। ଅନେକ ଦିନ ହେବ ସେ ବେକାର ହୋଇ ବସି ରହିଥିଲେ। ନିକଟରେ ଏକ ସାକ୍ଷାତକାରରେ ସାଜିଦ ଖାନ ତାଙ୍କ ଜୀବନରେ ଘଟିଥିବା ଘଟଣାକୁ ବଖାଣିଛନ୍ତି।

ଅଧିକପଢ଼ନ୍ତୁ:ଫୋନ ସଜାଡିବାକୁ ବିନୋଦଙ୍କ ପାଖରେ ନାହିଁ ଟଙ୍କା, ବିକ୍ରି ହୋଇପାରେ ଘର

ସାଜିଦ ଖାନ ଏକ ସାକ୍ଷାତକାରେ କହିଛନ୍ତି,‘ଗତ ଛଅବର୍ଷ ହେବ ମୁଁ ଅନେକ ଥର ଜୀବନ ହାରିବାକୁ ଚେଷ୍ଟା କରିଛି। ମୋର ଜୀବନରେ ୬ବର୍ଷ ବହୁତ ଖରାପ ସମୟ ଥିଲା।  ମୁଁ ମୋ ଗୋଡ଼ରେ ଛିଡ଼ା ହେବାକୁ ଚେଷ୍ଟା କରୁଛି। ମୋତେ ମୋ ଘର ବିକ୍ରି କରିବାକୁ ପଡ଼ିଥିଲା। ଭଡ଼ା ଘରେ ରହିବାକୁ ପଡ଼ିଥିଲା, କାରଣ ମୋର କୌଣସି ରୋଜଗାର ନଥିଲା। 

ଅଧିକପଢ଼ନ୍ତୁ:ପୁଲିସ କର୍ମଚାରୀ ମୋ ପୋଷାକ ଖୋଲିବାକୁ କରିଥିଲେ ବାଧ୍ୟ

ମୁଁ ୧୪ବର୍ଷ ବୟସରୁ ରୋଜଗାର କରିବା ଆରମ୍ଭ କରିଛି।  କାରଣ ମୋ ବାପାଙ୍କ ପରଲୋକ ହୋଇଯାଇଥିଲା। କାସ୍ ଆଜି ମୋ ମା’ ଜୀବିତ ଥାଆନ୍ତିା। ମୋତେ ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ଦେଖି ସେ ଖୁବ ଖୁସି ହୋଇଥାଆନ୍ତା। ମୋ ଜୀବନରେ ଅନେକ ସମସ୍ୟା ଆସିଛି। ଯାହାକୁ ମୁଁ ସାହାସର ସାମ୍ନା କରିଛି। ମୋ ନାମରେ ମିଠୁ ଅଭିଯୋଗ ଆସିବା ପରେ ମୁଁ କାମ ଛାଡ଼ି ଦେଲି। ସେତେବେଳେ ମା’ଙ୍କ ଶରୀର ଅସୁସ୍ଥ ଥିବାରୁ ଘରେ ବି କିଛି କହି ପାରି ନଥିଲି। ମିଛରେ କାମ ଅଛି କହି ଘରୁ ବାହାରି ଯାଇଥାଏ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe