The shooting of sambhaba: ସମ୍ଭବର ସୁଟିଂ ଆରମ୍ଭ

Advertisment

‘ରୋମିଓ ରାଜା’ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ନିର୍ଦ୍ଦେଶକ ରାକେଶ ସାମଲଙ୍କ ନୂଆ ସିନେମା ‘ସମ୍ଭବ’ର ସୁଟିଂ ୨୧ ତାରିଖରୁ କଟକରେ ଆରମ୍ଭ ହୋଇଛି। ଭିନ୍ନ ଧରଣର ପ୍ରେମ ତ୍ରି‌କୋଣ ଥିବା ଏହି ରୋମାଣ୍ଟିକ୍ ଛବିର କାହାଣୀ ରଚନା କରିଛନ୍ତି ରଞ୍ଜିତା ପରିଜା।

‘ରୋମିଓ ରାଜା’ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ନିର୍ଦ୍ଦେଶକ ରାକେଶ ସାମଲଙ୍କ ନୂଆ ସିନେମା ‘ସମ୍ଭବ’ର ସୁଟିଂ ୨୧ ତାରିଖରୁ କଟକରେ ଆରମ୍ଭ ହୋଇଛି। ଭିନ୍ନ ଧରଣର ପ୍ରେମ ତ୍ରି‌କୋଣ ଥିବା ଏହି ରୋମାଣ୍ଟିକ୍ ଛବିର କାହାଣୀ ରଚନା କରିଛନ୍ତି ରଞ୍ଜିତା ପରିଜା।

fshhfsfvxb

‘ରୋମିଓ ରାଜା’ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ନିର୍ଦ୍ଦେଶକ ରାକେଶ ସାମଲଙ୍କ ନୂଆ ସିନେମା ‘ସମ୍ଭବ’ର ସୁଟିଂ ୨୧ ତାରିଖରୁ କଟକରେ ଆରମ୍ଭ ହୋଇଛି। ଭିନ୍ନ ଧରଣର ପ୍ରେମ ତ୍ରି‌କୋଣ ଥିବା ଏହି ରୋମାଣ୍ଟିକ୍ ଛବିର କାହାଣୀ ରଚନା କରିଛନ୍ତି ରଞ୍ଜିତା ପରିଜା। ତେବେ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ନିର୍ଦ୍ଦେଶକ ରାକେଶ ସାମଲ। ଏଥିରେ ନୂଆ ନାୟକ ଶୁଭାଂଶୁ ଓ ନବାଗତ ଶ୍ରେୟା ଓ ଜୁପସୀଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିବ।

Congress: ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣା ନହେଲେ ଆନ୍ଦୋଳନ ହେବ: କଂଗ୍ରେସ

ଏଥିରେ ଉଷସୀ ମିଶ୍ର, ଜୟ ପ୍ରକାଶ ଦାସ, ତୁଷାର ଆଚାର୍ଯ୍ୟ, ମାନସ ମିଶ୍ର, ପୂର୍ଣ୍ଣ ପାତ୍ର, ଜ୍ଞାନ ପଲାଇ ଓ ଉଦିତ ଗୁରୁ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହି ମ୍ୟୁଜିକାଲ୍ ଲଭ୍‌ଷ୍ଟୋରିର ସ୍ବରସଂଯୋଜନା ଦାୟିତ୍ବରେ ଅଛନ୍ତି ଜଣାଶୁଣା ସଙ୍ଗୀତକାର ବୈଦ୍ୟନାଥ ଦାଶ ଓ ସାଇ ଶୁଭଙ୍କର।  ଧନେଶ୍ବର ପରିଡ଼ାଙ୍କ ପ୍ରଯୋଜିତ ‘ସମ୍ଭବ’ର ସିନେମାଟୋଗ୍ରାଫି କରିଛନ୍ତି ଇଡ଼ାର ପ୍ରସାଦ। ଏହାର ଅଧିକାଂଶ ସୁଟିଂ କଟକଭୁବନେଶ୍ବରରେ କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

Health: ରାଇରଙ୍ଗପୁର ସରକାରୀ ଡାକ୍ତରଖାନାରେ ବେସରକାରୀ ଔଷଧ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe