Horoscope 2026 January 1: ଜାଣନ୍ତୁ ଆଜିର ରାଶିଫଳ

Advertisment

ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ଜମି ବ୍ୟବସାୟୀଙ୍କ ଲାଗି ଲାଭଦାୟକ ସ୍ଥିତି ଅଛି। ଅଫିସ କାମରେ ସଫଳତା ପାଇବେ। ଈଶ୍ବରଙ୍କ ପ୍ରତି ବିଶ୍ବାସ ବଢ଼ିବ।  ତୁଳା: ପରିସ୍ଥିତିକୁ ଦେଖିବାର ଦୃଷ୍ଟିକୋଣ ବଦଳାନ୍ତୁ।

ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ଜମି ବ୍ୟବସାୟୀଙ୍କ ଲାଗି ଲାଭଦାୟକ ସ୍ଥିତି ଅଛି। ଅଫିସ କାମରେ ସଫଳତା ପାଇବେ। ଈଶ୍ବରଙ୍କ ପ୍ରତି ବିଶ୍ବାସ ବଢ଼ିବ।  ତୁଳା: ପରିସ୍ଥିତିକୁ ଦେଖିବାର ଦୃଷ୍ଟିକୋଣ ବଦଳାନ୍ତୁ।

AJIRA RASIFALA

Horoscope today. Photograph: (sambad.in)

ମେଷ: ଅନ୍ୟମାନଙ୍କ ଉପରେ ଅଧିକ ଆଶା ନରଖି ନିଜର କାର୍ଯ୍ୟ ଦକ୍ଷତା ଓ ଯୋଗ୍ୟତା ଉପରେ ଭରସା ରଖନ୍ତୁ। ଯୁବାବର୍ଗ ଭାବନାରେ ଆସି ନିର୍ଣ୍ଣୟ ନିଅନ୍ତୁ ନାହିଁ। ଜୀବନରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। 
ବୃଷ: ଚାକିରି, ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରାର କାର୍ଯ୍ୟକ୍ରମ ବନିପାରେ। ଅଚାନକ ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବିଦ୍ୟାର୍ଥୀ ଚିତ୍ତ ଚାଞ୍ଚଲ୍ୟ ଠାରୁ ଦୂରରେ ରହି ପଢ଼ିବା ଉପରେ ପୂରା ଧ୍ୟାନ କେନ୍ଦ୍ରୀତ କରନ୍ତୁ। ‌
ମିଥୁନ: ନିକଟ ସଂପର୍କିୟଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ବ୍ୟବସାୟ ଯୋଜନା ଆରମ୍ଭ କରିବା ଲାଗି ଠିକ୍ ସମୟ। ଆପଣଙ୍କୁ କିଛି ଲୋକ ଈର୍ଷାର କାରଣ ବିରୋଧ କରିବେ। ଧାର ଦେଇଥିବା ଅର୍ଥ ପାଇବେ। ‌
କର୍କଟ: ଅନ୍ୟମାନଙ୍କ ଉପରେ ଅଧିକ ନିର୍ଭର ରହନ୍ତୁ ନାହିଁ। କର୍ମ ଉପରେ ଧ୍ୟାନ ଦିଅନ୍ତୁ ଏବଂ ସକାରାତ୍ମକ ରହନ୍ତୁ। ଅଫିସରେ ଅଧିକ ସମୟ କାମ କରିବା ଯୋଗୁଁ ଘରେ ପହଞ୍ଚିବା ବିଳମ୍ବ ହେବ। 

ଆହୁରି ପଢ଼ନ୍ତୁ: Missiles Test: ଓଡ଼ିଶା ଉପକୂଳରୁ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ରର ସମାନ୍ତରାଳ ପରୀକ୍ଷଣ ସଫଳ

ସିଂହ: ଜୀବନ ବହୁତ ସହଜ ଓ ସରଳ ହେବ। ଯାହା ବି କାମ କରିବେ ନିଶ୍ଚୟ ପୂରା ହେବ। ଆପଣଙ୍କ ଯୋଜନା ଗୁପ୍ତ ରଖନ୍ତୁ ନହେଲେ ଅନ୍ୟମାନେ ତାର ଫାଇଦା ନେବେ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି। 

କନ୍ୟା: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ଜମି ବ୍ୟବସାୟୀଙ୍କ ଲାଗି ଲାଭଦାୟକ ସ୍ଥିତି ଅଛି। ଅଫିସ କାମରେ ସଫଳତା ପାଇବେ। ଈଶ୍ବରଙ୍କ ପ୍ରତି ବିଶ୍ବାସ ବଢ଼ିବ। 
ତୁଳା: ପରିସ୍ଥିତିକୁ ଦେଖିବାର ଦୃଷ୍ଟିକୋଣ ବଦଳାନ୍ତୁ। ଅଧୁରା କାମ ପୂରା କରିବା ଲାଗି ଉଚିତ ସମୟ। ସମସ୍ୟାକୁ ସକାରାତ୍ମକ ଉପାୟରେ ସମାଧାନ କରନ୍ତୁ। ବଡ଼ ଉପଲବ୍ଧି ମିଳିବା ଯୋଗୁଁ ଉତ୍ସାହିତ ରହିବେ। 
ବିଛା: ଦାମ୍ପତ୍ୟ ଜୀବନ ତଥା ଘରର ବ୍ୟବସ୍ଥାରେ ମଧୁରତା ଓ ଆପୋସୀ ସାମଞସ୍ୟ ବଜାୟ ରହିବ। ଆପଣଙ୍କ ଉପରେ କାମର ଭାର ଅଧିକ ରହିବ। ଯୁବାବର୍ଗ ବ୍ୟର୍ଥ କାର୍ଯ୍ୟରେ ସମୟ ବରବାଦ କରନ୍ତୁ ନାହିଁ।
ଧନୁ: ଜୀବନସାଥୀ ବା ପରିଜନଙ୍କ ସହଯୋଗ ଆପଣଙ୍କ ଆତ୍ମବଳକୁ ବଢ଼ାଇ ରଖିବ। ସକାରାତ୍ମକ ହୋଇ କାମରେ ଧ୍ୟାନ ଲଗାଇବେ। କାହାରି ପ୍ରଲୋଭନରେ ପଡ଼ନ୍ତୁ ନାହିଁ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। 

ଆହୁରି ପଢ଼ନ୍ତୁ: Accident: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ; ଅଧୁରା ରହିଲା ଜଗାଦର୍ଶନ, ବାହାଘର

ମକର: ଆର୍ଥିକ ସମସ୍ୟା ସମାଧାନ ହେବ। ଦୃଷ୍ଟିକୋଣରେ ସକାରାତ୍ମକ ପରିବର୍ତ୍ତନ ଦେଖିବେ। ଭୂମି ବା ଗାଡ଼ି ସମ୍ବନ୍ଧୀୟ ମକଦ୍ଦମା କୋର୍ଟରେ ଥିଲେ ତାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। 
କୁମ୍ଭ: ଧାର୍ମିକ ଓ ଆଧ୍ୟାତ୍ମିକ ଆଡ଼କୁ ଆପଣଙ୍କର ଧ୍ୟାନକେନ୍ଦ୍ରୀତ ହେବ। ଲକ୍ଷ୍ୟ ପ୍ରତି ପୂର୍ଣ୍ଣରୂପେ ଏକାଗ୍ରଚିତ୍ତ ରହିବେ। ସମାଜରେ ନିଜର ଏକ ଅଲଗା ପରିଚୟ ବନାଇବେ। ପ୍ରେମ ଜୀବନ ଭଲ ହେବ। 
ମୀନ: ବିଦ୍ୟାର୍ଥୀ ଓ ଯୁବାବର୍ଗ ନିଜର ସଫଳତାକୁ ନେଇ ମନରେ କୌଣସି ପ୍ରକାର ସଂଶୟ ରଖନ୍ତୁ ନାହିଁ। ନୂଆ ନିବେଶ କରିବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରି ନିଅନ୍ତୁ। ନୂଆ ଚାକିରିର ସୁଯୋଗ ଆସିପାରେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe