Horoscope 2026 January 05: ଜାଣନ୍ତୁ ଆଜିର ରାଶିଫଳ

Advertisment

ଆପଣଙ୍କ ବ୍ୟକ୍ତିତ୍ବ ଦ୍ବାରା ଲୋକେ ପ୍ରଭାବିତ ହେବେ। ସରକାରୀ ଚାକିରିଆ ସମ୍ମାନିତ ହୋଇପାରନ୍ତି। ସିନେମା କ୍ଷେତ୍ରରେ ଥିବା ଲୋକଙ୍କ ପ୍ରସିଦ୍ଧି ବଢ଼ିବ। ଚାକିରି ବଦଳାଇବାର ପ୍ରସ୍ତାବ ମିଳିପାରେ। ବିଦେଶ ଯିବାର ଯୋଗ ଅଛି। ବୈବାହିକ ଜୀବନ ସୁଖମୟ ରହିବ। ବ୍ୟବସାୟରେ ଲାଭର ନୂଆ ଉତ୍ସ ଖୋଲିବ।

ଆପଣଙ୍କ ବ୍ୟକ୍ତିତ୍ବ ଦ୍ବାରା ଲୋକେ ପ୍ରଭାବିତ ହେବେ। ସରକାରୀ ଚାକିରିଆ ସମ୍ମାନିତ ହୋଇପାରନ୍ତି। ସିନେମା କ୍ଷେତ୍ରରେ ଥିବା ଲୋକଙ୍କ ପ୍ରସିଦ୍ଧି ବଢ଼ିବ। ଚାକିରି ବଦଳାଇବାର ପ୍ରସ୍ତାବ ମିଳିପାରେ। ବିଦେଶ ଯିବାର ଯୋଗ ଅଛି। ବୈବାହିକ ଜୀବନ ସୁଖମୟ ରହିବ। ବ୍ୟବସାୟରେ ଲାଭର ନୂଆ ଉତ୍ସ ଖୋଲିବ।

AJIRA RASIFALA

Horoscope today. Photograph: (sambad.in)

୫ ଜାନୁଆରି ୨୦୨୬, ‌ସୋମବାର। ତିଥି: ମଘା କୃଷ୍ଣ ଦ୍ବିତୀୟା। ନକ୍ଷତ୍ର: ପୁଷ୍ୟା। ଚନ୍ଦ୍ର: କର୍କଟ। ପୁଷ୍ୟାଭିଷେକ, ରାଜାଭିଷେକ, ଶ୍ରୀନଅରରେ ଉତ୍ସବ। ସୂର୍ଯ୍ୟୋଦୟ: ୬ଟା୨୬, ସୂର୍ଯ୍ୟାସ୍ତ: ୫ଟା୧୭। ଘାତଚନ୍ଦ୍ର: ନାହିଁ। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୬ଟା୨୬ରୁ ୭ଟା୪୭, ଦିବା ୯ଟା୨୦ରୁ ୧୧ଟା୩୦, ରାତ୍ରି ୭ଟା୫୫ରୁ ୧୦ଟା୧୩, ରାତ୍ରି ୨ଟା୫୬ରୁ ୩ଟା୪୮ ପର୍ଯ୍ୟନ୍ତ।

ମେଷ: ଆପଣଙ୍କ ବ୍ୟକ୍ତିତ୍ବ ଦ୍ବାରା ଲୋକେ ପ୍ରଭାବିତ ହେବେ। ସରକାରୀ ଚାକିରିଆ ସମ୍ମାନିତ ହୋଇପାରନ୍ତି। ସିନେମା କ୍ଷେତ୍ରରେ ଥିବା ଲୋକଙ୍କ ପ୍ରସିଦ୍ଧି ବଢ଼ିବ। 
ବୃଷ: ଚାକିରି ବଦଳାଇବାର ପ୍ରସ୍ତାବ ମିଳିପାରେ। ବିଦେଶ ଯିବାର ଯୋଗ ଅଛି। ବୈବାହିକ ଜୀବନ ସୁଖମୟ ରହିବ। ବ୍ୟବସାୟରେ ଲାଭର ନୂଆ ଉତ୍ସ ଖୋଲିବ। 
ମିଥୁନ: ସରକାରୀ କାମରୁ ଲାଭ ମିଳିବାର ସମ୍ଭାବନା ଅଛି। ପରିବାରରେ କୌଣସି ବ୍ୟକ୍ତିଙ୍କୁ ସଫଳତା ମିଳିବ। ସନ୍ତାନ ସହିତ ବାହାରକୁ ବୁଲି ଯିବେ। 
କର୍କଟ: ବେପାରରେ ଲାଭର ଯୋଗ ଅଛି। ଚାକିରିଆ ନୂଆ ଅବସର ପାଇବେ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। 

ଆହୁରି ପଢ଼ନ୍ତୁ: Odisha Livelihood Mission: ଓଡ଼ିଶା ଜୀବିକା ମିସନରେ କର୍ମଚାରୀ ସଙ୍କଟ!

ସିଂହ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ବେପାର ବଢ଼ିବାର ସମ୍ଭାବନା ଅଛି। ଚାକିରିରେ ମନପସନ୍ଦ ଜାଗାକୁ ବଦଳି ହୋଇପାରେ।

ଆହୁରି ପଢ଼ନ୍ତୁ: Venezuela Invasion : ଜାତିସଂଘ ଡାକିଲା ଜରୁରୀ ବୈଠକ

କନ୍ୟା: ଦିନଟି ବହୁତ ସକାରାତ୍ମକ ଉପାୟରେ ଅତିବାହିତ କରିବେ। କୌଣସି କ୍ଷେତ୍ରରୁ ନିବେଶର ଯଥେଷ୍ଟ ଲାଭ ପାଇବେ। ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। 
ତୁଳା: ନୂଆ ଚାକିରି ମିଳିବାର ସମ୍ଭାବନା ଅଛି। ବୈବାହିକ ଜୀବନରେ ଖୁସି ଆସିବ। ରଚନାତ୍ମକ କାର୍ଯ୍ୟ କରିବାକୁ ଇଚ୍ଛା ହେବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। 
ବିଛା: ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ। ଜମି କିଣିବା ଲାଗି ମନସ୍ଥ କରିବେ। ପାରିବାରିକ ଦାୟିତ୍ବ ଭଲଭାବେ ତୁଲାଇବେ। ଡାକ୍ତରୀ ଛାତ୍ରଛାତ୍ରୀ ପ୍ରୋଜେକ୍ଟ କାମ କରିବେ। 
ଧନୁ: କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ପରିବେଶ ରହିବ। ଉଚ୍ଚଶିକ୍ଷା ପାଇଁ ବାହାରକୁ ଯିବାକୁ ଚାହୁଥିବା ଛାତ୍ରଛାତ୍ରୀ ଉଚିତ ଅବସର ପାଇବେ। ଆପଣ ଦଳରେ ଭଲ ନେତା ରୂପେ କାମ କରିବେ। 
ମକର: ନୂଆ ଲୋକଙ୍କ ସହିତ ସଂପର୍କ ଯୋଡ଼ିବେ। ଅଫିସରେ ଅତିରିକ୍ତ ଦାୟିତ୍ବ ବହନ କରିବା ଯୋଗୁଁ ଅସହଜ ଅନୁଭବ କରିବେ। ଜୀବନସାଥୀ ସହିତ ବାହାରକୁ ବୁଲି ଯାଇପାରନ୍ତି। 
କୁମ୍ଭ: ଆୟ ସାଧନରେ ବୃଦ୍ଧି ହେବ। ଭାଇଭଉଣୀଙ୍କ ସହିତ ଦର୍ଶନୀୟ ସ୍ଥାନକୁ ଯାଇପାରନ୍ତି। କାରବାରରେ ନୂଆ କାର୍ଯ୍ୟ ଆରମ୍ଭ ହେବ। ଯୋଜନା ସଫଳ ହେବାର ସମ୍ଭାବନା ଅଛି।
ମୀନ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ଦାର୍ଶନିକ ବ୍ୟକ୍ତିମାନଙ୍କ ଆଡ଼କୁ ଆକର୍ଷିତ ହେବେ। ସାମାଜିକ ସ୍ତରରେ ମାନ ସମ୍ମାନ ବଢ଼ିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe